ଲୋକେ ବାଘ ସହ ନେଉଛନ୍ତି ସେଲ୍ଫି ନେଇଛନ୍ତି ଖବର ପାଇବା ପରେ ପହଞ୍ଚିଲା ବନ ବିଭାଗ ଉଦ୍ଧାର ହେଲା

ଯେଉଁ କଲରାପତରିଆ ବାଘକୁ ଦେଖିବା ପରେ ଲୋକେ ଭୟ କରୁଥିଲେ ଦୌଡୁଥିଲେ ସେ ବାଘ ସହ ଆଜି ଲୋକେ ସେଲଫି ନେଉଛନ୍ତି । ଏ ବାଘକୁ ନିଜ ସହ ଚାଲିବାକୁ କହୁଛନ୍ତି ଲୋକେ । ହଁ ଦର୍ଶକ ବନ୍ଧୁ ଏବେ କୁଆଡେ ଶୁଣିବାକୁ ମିଳିଛି ଗା ଲୋକେ ବାଘକୁ ମଦ ପିଆଇ ଦେଇଛନ୍ତି । ମାଡି ବସି ଜବରଦସ୍ତ ମଦ ପିଆଇଛନ୍ତି ବାଘ କୁ ଗାଁ ଲୋକେ । ହେଲେ ଏ ଦୃଶ୍ୟକୁ ଦେଖିଲେ ସନ୍ଦେହ ନିଶ୍ଚୟ ହେଉଥିବ ।

ସତରେ କଣ ବାଘ ମଦ ପିଇଛି ? ଭାଇରାଲ ହୋଇଥିବା ଭିଡିଓ ରୁ ସ୍ପଷ୍ଟ ବାରି ହେଉଛି ବାଘ ନିଜକୁ ଛେଳି ଭାବୁଛି ଆଉ ମଣିଷ ନିଜକୁ ବାଘ ମନେ କରୁଛି । କିନ୍ତୁ ମଣିଷ ବୁଝିବା ଦରକାର ଯଦି ବାଘ ଆକ୍ଟିଭ ମୁଡ କୁ ଆସିଯାଏ ତେବେ କେହି ବି ରହିବେ ନାହିଁ । ହେଲେ ଏବେ ସ୍ଥିତି କିଛି ଅଲଗା ହୋଇ ଯାଇଛି । ଆଉ ବାଘ ବି ଛେଳି ପିଲା ଭଳି ଚାଲୁଅଛି ।

ସୂଚନା ଅନୁଯାୟୀ ଏହି ଭିଡିଓ ଟି ହେଉଛି ମଧ୍ୟ ପ୍ରଦେଶର । ଇକୋଲୋକା ନିକଟ ଏକ ଗାଁ କୁ ପସଡି ଯାଇଥିଲା ବାଘ ଆଉ ଯାହାକୁ ଧରି ନେଇଛନ୍ତି ସ୍ଥାନୀୟ ଲୋକେ । ବାଘ ଟି କଲରାପତରିଆ ବାଘ ବୋଲି ଜଣ ଅପଡିଛି । ଆଉ ବାଘକୁ ଏମିତି ହଇରାଣ କରିଥିଲେ ଲୋକେ । ଆଉ ପରେ ବନ ବିଭାଗ ବାଘକୁ ଉଧାର କରିଥିଲା । ସୂଚନା ଅନୁଯାୟୀ ଗାଁ ର ବହୁ ସ୍ତ୍ରୀ ପୁରୁଷ ଅସୁସ୍ଥ ଥିବା କଲଡ଼ାପତରିଆ ବାଘ କୁ ଘେରି ଯାଇଛନ୍ତି ।

ଆଉ କଲରାପତରିଆ ବାଘ ଟି କୌଣସି ନିଶା ସେବନ କରି ନ ଥିଲା କି ମଦ ପିଇ ନ ଥିଲା । ସେଥିପାଇଁ ସେ କାହାକୁ ଆକ୍ରମଣ କରୁ ନ ଥିଲା । ଯାହା ଫଳରେ ବାଘର ଅସୁସ୍ଥତା ର ଫାଇଦା ଉଠାଇ ଲୋକେ ଆଜି ଲୋକେ ତାକୁ ହଇରାଣ କରୁଛନ୍ତି । ମଣିଷ ମାନେ ବୁଝିବାର ଥିଲା କି ବାଘ କୁ ବୁଝାଇ ଥାନ୍ତେ ଯେମିତି କେବେ ବି ମଣିଷ ଉପରକୁ ଆକ୍ରମଣ ନ କରିବା ପାଇଁ ।

ହେଲେ ମଣିଷ ଆଜି ତାର ଓଲଟା କରୁଛି ଆଉ ବାଘ ପରି ହେଉଛି । ବାଘ ସୁସ୍ଥ ହେବା ପରେ ମଣିଷ ଜାଣି ପାରିବ ବାଘ ଦୌଡିବ ନା ଗାଁ ଲୋକେ । ପରବର୍ତ୍ତୀ ସମୟରେ ବନ ବିଭଗର ଅଧିକାରୀ ମାନେ ଆସି ତାକୁ ନିରାପଦ ସହକାରେ ନେଇ ଯାଇଥିଲେ । ହେଲେ ବାଘ ସହ ଲୋକ ମାନେ ଖେଳିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେଉଛି ।

ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବନ ବିଭାଗ କହିଛି କି 2 ବର୍ଷ ର ଅସୁସ୍ଥ କଲରାପତରିଆ ବାଘ କୁ ସେମାନେ ବନ ବିଭାଗ କୁ ନେଇଛନ୍ତି । ସେଠାରେ ତାର ଚିକିତ୍ସା କରା ଯାଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।