“ଲୋକଙ୍କୁ ଡରେଇ ଧମକେଇ ରଖିଥିଲେ ମନ୍ତ୍ରୀ Naba Das ସେଥିପାଇଁ ମୁଁ ମାରିଦେଲି”, ଅଭିଯୁକ୍ତ ଗୋପାଳର ଅଜବ ବୟାନ…

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଏହାରି ମଧ୍ୟରେ 10 ଦିନ ବିତିଯାଇଛି । ଏତେ ଦିନ ଧରି ଚୁପ୍ ରହୁଥିବା ଅଭିଯୁକ୍ତ ଗୋପାଳ ଏବେ କୁଆଡେ ମୁହଁ ଖୋଲିଛି । ଗୋପାଳର କହିବା ଅନୁଯାୟୀ ନବ ଦାସ କୁଆଡେ ଲୋକଙ୍କୁ ଆତଙ୍କିତ କରୁଥିଲେ ନିର୍ଯ୍ୟାତନା ଦେଉଥିଲେ । ସେଥିପାଇଁ ସେ ନବ ଦାସଙ୍କୁ guli ମା-ରି ଦେଲେ । କିଛି ନେତା ଆମ ସରକାରଙ୍କୁ ବଦନାମ କରୁଛନ୍ତି ଓ ଲୋକଙ୍କ ଦୁଃଖ ବୁଝୁନାହାନ୍ତି । ଲୋକଙ୍କ ସମସ୍ଯାର ସମାଧାନ କରିବା ପରିବର୍ତ୍ତେ ନିଜ ଧନ ସମ୍ପତ୍ତି ବୃଦ୍ଧି କରିବାରେ ଲାଗିଛନ୍ତି ।

ଖାଲି ଏତିକି ନୁହେଁ ବରଂ ଲୋକଙ୍କୁ ଡରାଇବା ସହ କଲବଲ କରୁଛନ୍ତି । ସେମାନଙ୍କ ମଧ୍ୟରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଜଣେ ଥିଲେ ବୋଲି କହିଛନ୍ତି ASI ଗୋପାଳ ଦାସ । ପୋଲିସର ଜେରା ବେଳେ ମୁହଁ ଖୋଲି କିଛି ଏମିତି କହିଛନ୍ତି ଅଭିଯୁକ୍ତ ତଥା ବହିଷ୍କୃତ ପୋଲିସ ASI ଗୋପାଳକୃଷ୍ଣ ଦାସ । ନବ ଦାସ କୁଆଡେ ଲୋକଙ୍କୁ ଡରେଇ ଧମକେଇ ରଖୁଥିଲେ, ଯାହାକୁ ପୋଲିସ ASI ଗୋପାଳ ଦାସ ସହ୍ୟ କରି ପାରୁ ନଥିଲେ ।

ଯେଉଁଥି ପାଇଁ ଶେଷରେ ସମୟ ଓ ସୁଯୋଗ ଦେଖି ତାଙ୍କୁ guli କରିଦେଲେ । ସେ ଏତେ ପାଖରୁ ମନ୍ତ୍ରୀଙ୍କୁ guli ମା-ରିଥିଲେ ଯେ guli ତାଙ୍କ ଛାତିରେ ଗୋଟେ ପଟେ ପଶି ଆରପଟେ ବାହାରି ଯାଇଥିଲା । ସେଠାରୁ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ସରକାରୀ ହସ୍ପିଟାଲ ଏବଂ ପରେ ଆପୋଲୋ ହସ୍ପିଟାଲକୁ ନିଆ ଯାଇଥିଲା । ହେଲେ ବି ବଞ୍ଚି ପାରି ନଥିଲା ମନ୍ତ୍ରୀଙ୍କ ଜୀବନ ।

ମନ୍ତ୍ରୀଙ୍କ ଲୋକଙ୍କ ଉପରେ ଜୁଲୁମ ଦେଖି ଗୋପାଳ ସହି ପାରିଲାନି । ସେଥିପାଇଁ ସେ ମନ୍ତ୍ରୀଙ୍କୁ guli ମା-ରି ଦେଲା ବୋଲି କ୍ରାଇମବ୍ରାଞ୍ଚ ଜେରା ବେଳେ ଏମିତି କିଛି କହିଛି ଗୋପାଳ । ଗୋପାଳର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସହ କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା । ହେଲେ ନବ ଦାସ ତାକୁ ବିଲକୁଲ ପସନ୍ଦ ନଥିଲେ ବୋଲି କହିଛି ଗୋପାଳ । ଏହିସବୁ କାରଣରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସବୁଦିନ ପାଇଁ ଜୀବନରୁ ମା-ରିଦେବାକୁ ଯୋଜନା କରିଥିଲା ଗୋପାଳ ।

ସୁବିଧା ଦେଖି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉପରକୁ guli ମାଡ କରି ଜୀବନ ନେବାକୁ ଚିନ୍ତା କରିଥିଲା । ଯାହା ସେ କରିବାରେ ସଫଳ ହୋଇଛି । ତେବେ ଗୋପାଳର ଏଭଳି କଥା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।