ଲିପଷ୍ଟିକରେ କେଉଁ ପଶୁର ଚର୍ବି ମିଶ୍ରିତ ହୁଏ ? ଏହା ସହ ଜାଣନ୍ତୁ ଆହୁରି 20 ଟି Interesting GK ପ୍ରଶ୍ନ ଓ ତା’ର ଉତ୍ତର

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ମହାତ୍ମା ଗାନ୍ଧୀଙ୍କ ହତ୍ୟା କେଉଁ ମସିହାରେ ହୋଇଥିଲା ?

ଉ: ୧୯୪୮ ମସିହାରେ

୨- ଭାରତର କେଉଁ ରାଜ୍ୟରେ ପ୍ରଥମେ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲା ?

ଉ: କେରଳ

୩- ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କେଉଁ ରାଜାରେ ଅବସ୍ଥିତ ?

ଉ: ଓଡିଶା

୪- ସୌର ଜଗତର କେଉଁ ଗ୍ରହକୁ ନୀଳ ଗ୍ରହ କୁହାଯାଏ ?

ଉ: ପୃଥିବୀ

୫- କେଉଁ ଗ୍ରହକୁ ପୃଥିବୀର ଜାଆଁଳା ଭଉଣୀ ବୋଲି କୁହାଯାଏ ?

ଉ: ଶୁକ୍ର

୬- ପୃଥିବୀ ଗ୍ରହକୁ କାହିଁକି ନୀଳ ଗ୍ରହ ବୋଲି କାହାଯାଏ ?

ଉ: ଅଧିକ ଜଳ ଥିବାରୁ

୭- ଓଡିଶାର ପ୍ରଥମ ଓଡିଆ ଖବରକାଗଜର ନାମ କଣ ?

ଉ: ଉତ୍କଳ ଦୀପିକା

୮- ଭାରତର ପ୍ରଥମ ହିନ୍ଦୀ ଖବରଜାଗଜର ନାମ କଣ ?

ଉ: ଉଦନ୍ତ ମାର୍ତଣ୍ଡ

୯- ବର୍ତ୍ତମାନ ଉତ୍ତର ପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ଅଛନ୍ତି ?

ଉ: ଯୋଗୀ ଆଦିତ୍ୟନାଥ

୧୦- ବିଶ୍ଵର ସବୁଠାରୁ ବଡ ମହାଦେଶର ନାମ କଣ ?

ଉ: ଏସିଆ

୧୧- ଭାରତର ଜାତୀୟ ସ୍ମାରକୀ ବା ସ୍ମୃତି ଚିହ୍ନର ନାମ କଣ ?

ଉ: ଇଣ୍ଡିଆ ଗେଟ

୧୨- ଭାରତର ଜାତୀୟ ସଙ୍ଗୀତ କିଏ ରଚନା କରିଥିଲେ ?

ଉ: ରବୀନରନାଥ ଟାଗୋର

୧୩- ସବୁଠୁ ଅଧିକ ବେଗରେ ଦୌଡୁଥିବା ପଶୁ କିଏ ?

ଉ: ଚିତାବାଘ

୧୪- ଭାରତର କେଉଁ ରାଜ୍ୟରେ ସର୍ବାଧିକ ଲୋକ ବାସ କରନ୍ତି ?

ଉ: ଉତ୍ତର ପ୍ରଦେଶ

୧୫- କୁଚିପୁଡି କେଉଁ ରାଜ୍ୟର ଲୋକନୃତ୍ୟ ଅଟେ ?

ଉ: ଆନ୍ଧ୍ରପ୍ରଦେଶ

୧୬- ଭାରତରେ ଗଣତନ୍ତ୍ର ଦିବସ କେବେ ପାଳନ କରାଯାଏ ?

ଉ: ଜାନୁୟାରୀ ୨୬ ତାରିଖ

୧୭- ଶାତୋଟି ଦ୍ବୀପପୁଞ୍ଜର ସହର କାହାକୁ କୁହାଯାଏ ?

ଉ: ମୁମ୍ବାଇ

୧୮- କେଉଁ ନଦୀ ନିଜର ରଙ୍ଗ ବଦଳାଇ ଥାଏ ?

ଉ: କାନୋ କ୍ରିଷ୍ଟାଲସ

୧୯- କେଉଁ ନଦୀକୁ ବିହାରର ଦୁଃଖ ବୋଲି କୁହାଯାଏ ?

ଉ: କୋଷି ନଦୀ

୨୦- “କର ଅବା ମର” ସ୍ଲୋଗାନ କିଏ ଦେଇଥିଲେ ?

ଉ: ମହାତ୍ମା ଗାନ୍ଧୀ

୨୧- ୧୯୯୮ରେ ଭାରତର କେଉଁଠାରେ ପରମାଣୁ ବୋମା ପରୀକ୍ଷଣ ହୋଇଥିଲା ?

ଉ: ରାଜସ୍ଥାନ

୨୨- କେଉଁ ଦେଶ ସର୍ବାଧିକ ଆମ୍ବ ଉତ୍ପାଦନ କରିଥାଏ ?

ଉ: ଭାରତ

୨୩- କେଉଁ ଦେଶକୁ ସୂର୍ଯ୍ୟ ଉଦୟର ଦେଶ ବୋଲି କୁହାଯାଏ ?

ଉ: ଜାପାନ

୨୪- ଭାରତରେ ସବୁଠାରୁ ଅଧିକ ବେଗରେ ଗତି କରୁଥିବା ଟ୍ରେନର ନାମ କଣ ?

ଉ: ବନ୍ଦେ ଭାରତ ଏକ୍ସପ୍ରେସ

୨୫- ଲିପଷ୍ଟିକରେ କେଉଁ ପଶୁର ଚର୍ବି ମିଶ୍ରିତ ହୁଏ ?

ଉ: ଘୁଷୁରି

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।