LICର ଏହି ଯୋଜନାରେ ଥରେ ମାତ୍ର ନିବେଶରେ ମାସକୁ ମିଳିବ ୩୬,୦୦୦ ଟଙ୍କା, ଜାଣନ୍ତୁ କେମିତି

ଭାରତର ସବୁଠୁ ବଡ ଓ ବିଶ୍ଵସ୍ତ ବୀମା କମ୍ପାନୀ LIC ପୁଣି ଥରେ ସମସ୍ତଙ୍କ ପାଇଁ ଏକ ନୂଆ ଓ ଲାଭଦାୟକ ପ୍ଳାନ ନେଇ ଆସିଛି । ଏଥିରେ ଆପଣଙ୍କୁ ମାତ୍ର କିଛି ଟଙ୍କା ହିଁ ଜମା କରିବାକୁ ପଡିବ । ଏହା ପରେ ଏହି ଯୋଜନା ଅନୁସାରେ ଆପଣଙ୍କୁ ପ୍ରତି ମାସରେ ୩୬,୦୦୦ ଟଙ୍କା ମିଳିବ । ଏହି ଯୋଜନାର ନାମ ହେଉଛି ଜୀବନ ଅକ୍ଷୟ । କହିବାକୁ ଗଲେ ଗତ କିଛି ଦିନ ତଳେ LIC କମ୍ପାନୀ ନିଜର ଏହି ବୀମା ଯୋଜନାକୁ ଗ୍ରାହକମାନଙ୍କ ପାଇଁ ବନ୍ଦ କରି ଦେଇଥିଲା ।

କିନ୍ତୁ ପୁଣି ଥରେ LIC ଗ୍ରାହକମାନଙ୍କ ପାଇଁ ଏହି ଯୋଜନାକୁ ନେଇ ଆସିଛି । LICର ଜୀବନ ଅକ୍ଷୟ ପଳିସି ଏମିତି ଏକ ଯୋଜନା ଅଟେ ଯେଉଁଥିରେ ଜଣେ ବ୍ୟକ୍ତିକୁ ମାତ୍ର ଥରେ ଟଙ୍କା ଦେବ ଓ ଏହା ପରେ ସେ ନିଜ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ପ୍ରତି ମାସରେ ପେନସନ ଭଳି ଆପଣ ଟଙ୍କା ପାଇବେ ।

ଜୀବନ ଅକ୍ଷୟ ପଲିସି ହେଉଛି ସିଙ୍ଗିଲେ ପ୍ରିମିୟମ, ନନ ଲିଙ୍କ, ନନ ପାର୍ଟିସିପେଟିଙ୍ଗ ଓ ପର୍ଶନାଳ ଏନୟୁଟି ପ୍ଳାନ ଅଟେ । ଏହି ଯୋଜନାରେ ଆପଣ ଅତି କମରେ ୧ ଲକ୍ଷ ଟଙ୍କା ନିବେଶ କରି ପାରିବେ ଓ ଏହି ଯୋଜନାର ଲାଭ ନେଇ ପାରିବେ । ଏହା ସହିତ କହିଦେଉଛୁ କି ଏହି ଯୋଜନାରେ ନିବେଶ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୀମା ଧର୍ଯ୍ୟ କରାଯାଏ ନାହିଁ । ଚଲାନ୍ତୁ ଏହି ପଲିସି ବିଷୟରେ ବିସ୍ତାର ରୂପରେ ଜାଣିବା ।

ଜୀବନ ଅକ୍ଷୟ ପଲିସି ଯଦି ଆପଣ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ବୟସ ୩୫ରୁ ୮୫ ବର୍ଷ ମଧ୍ୟରେ ହୋଇଥିବା ଦରକାର । ଏହି ବୟସ ମଧ୍ୟରେ ଥିବା ସବୁ ବର୍ଗର ବ୍ୟକ୍ତି ଏହି ଯୋଜନାରେ ନିବେଶ କରି ଏହି ପଲିସିର ଲାଭ ଉଠାଇ ପାରିବେ । ଦିବ୍ୟାଙ୍ଗ ବ୍ୟକ୍ତିମାନେ ବି ଏହି ପଲିସିର ଲାଭ ଉଠାଇ ପାରିବେ । ଜୀବନ ଅକ୍ଷୟ ଯୋଜନାରେ ଯଦି କୌଣସି ବ୍ୟକ୍ତି ୧ ଲକ୍ଷ ଟଙ୍କା ନିବେଶ କରିବେ ତେବେ ତାଙ୍କୁ ପ୍ରତି ମାସରେ ୧୨ ହଜାର ଟଙ୍କା ପେନସନ ମିଳିବ ।

ଏହା ସହିତ କହିଦେଉଛୁ କି ନିବେଶ କରିବାର କୌଣସି ସୀମା ନ ଥିବାରୁ ପଲିସି ଧାରକ ନିଜ ଇଚ୍ଛା ଅନୁସାରେ ଏହି ପିଲିସିରେ ଟଙ୍କା ନିବେଶ କରି ପାରିବେ ଓ ପେନସନ ରାଶି ଆପଣଙ୍କର ନିବେଶ କରିଥିବା ରାଶି ଆଧାରରେ ହିଁ ମିଳିଥାଏ । ଜୀବନ ଅକ୍ଷୟରେ ପଲିସିରେ ଯଦି କୌଣସି ବ୍ୟକ୍ତି ୭୦ ଲକ୍ଷ ଟଙ୍କା ବାଲା ପ୍ଳାନ ବାଛୁଛନ୍ତି ଓ ନିବେଶ କରୁଛନ୍ତି ତେବେ ତାଙ୍କୁ ୭୧ ଲକ୍ଷ ୨୬ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହି ନିବେଶ ପରେ ତାଙ୍କୁ ପ୍ରତି ମାସରେ ୩୬,୪୨୯ ଟଙ୍କା ପେନସନ ମିଳିବ ।

ଜୀବନ ଅକ୍ଷୟ ପଲିସିର ମୁଖ୍ୟ କଥା ହେଉଛି ପେନସନ ରାଶି ପାଇବା ପାଇଁ ୧୦ଟି ବିକଳ୍ପ ଅଛି । ପଲିସି ଧାରକଙ୍କ ମୃତ୍ୟୁ ପରେ ପେନସନ ବନ୍ଦ ହୋଇଯିବ । ଯଦି ଆପଣ ଏହି ପ୍ଳାନକୁ ନେବାକୁ ଚାହୁଁଛନ୍ତି କିମ୍ବା ପ୍ଳାନ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ନିକଟସ୍ତ ଏଲଆଇସି ଶାଖା କିମ୍ବା ଏଲଆଇସି ଏଜେନ୍ଟ ସହ ସାକ୍ଷାତ କନ୍ତୁ ଓ ଏଲଆଇସିର ଏହି ସୁନ୍ଦର ପ୍ଳାନର ଲାଭ ଉଠାନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।