ସକାଳୁ ଉଠି ଦେଖନ୍ତୁ ନାହିଁ ଏହି 5 ଜିନିଷ, ହେବ ଅଶୁଭ ! -Vastu Shastra

ଆମ ଶାସ୍ତ୍ର ଆନୁସାରେ କିଛି ନିୟମ ରହିଛି ଯେପରି ସକାଳୁ ଉଠି ଯଦି ଆପଣ ଏମିତି କିଛି କାମ କରୁଥିବେ ବା ଦେଖିଥିବେ ତେବେ ଆପଣଙ୍କ ଦିନଟି ଭଲରେ କଟିବ ନାହିଁ । ସମସ୍ତେ ଜାଣିଥିବା ଏହି ଲୋକ କଥାଟିକୁ କୁ ସକାଳୁ ଉଠି ତା ମୁହଁ ଚାହିଁଲି ତା ସେଥିପାଇଁ ଦିନଟି ଖରପରେ କଟିଲା । ତେବେ ଆସନ୍ତୁ ଜାଣିବା କନ୍ ସେହି ୫ ଟି କାର୍ଯ୍ୟ ଯାହାକୁ ସକାଳୁ ଦେଖିବା ବା କରିବା କଥା ନୁହେଁ । ସୂର୍ଯ୍ୟଙ୍କର ଆଗମନରେ ଦିନର ଆରମ୍ଭ ହୋଇଥାଏ । ତେଣୁ ସକାଳୁ ସମସ୍ତେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରନ୍ତି ଯେ ଦିନଟି ଭଲରେ କଟୁ । ସକାଳୁ ଉଠି ସକାରାତ୍ମକ ଜିନିଷ ଦେଖିବା ଦ୍ଵାରା ଦିନଟି ଭଲରେ କଟିଥା ଏ ।

୧. ଚରିତ୍ର ହୀନ ବ୍ୟକ୍ତିଙ୍କ ମୁହଁ- ସକାଳୁ ଉଠି କେବେବି ଚରିତ୍ର ହୀନ ବ୍ୟକ୍ତିଙ୍କ ମୁହଁ ମୁହଁ ଦେଖନ୍ତୁ ନାହିଁ । ନହେଲେ ଆପଣଙ୍କ ଦିନଟି ପୁରାପୁରି ବର୍ବାଦ ହୋଇଯାଏ ।

୨. ଦର୍ପଣ- ଆପଣ ମାନେ ତ ନିଶ୍ଚୟ ଜାଣିଥିବେ କି ବେଡ୍ ରୁମରେ ଦର୍ପଣ ରଖିବା ଅନୁଚିତ ଅଟେ । ଯଦି ଦରକାର ପଡୁଛି ତେବେ ଏମିତି ସ୍ଥାନରେ ରଖନ୍ତୁ ଯେପରି ଆପଣଙ୍କ ବେଡ଼ ର ପ୍ରତିବିମ୍ବ ଦେଖାଯାଉନଥିବ । ଯଦି ଆପଣ ସକାଳୁ ଉଠି ଅଧୁଆ ମୁହଁରେ ଦର୍ପଣ ଦେଖୁଛନ୍ତି ତେବେ ଆପଣଙ୍କର ଦିନଟି ଖରାପ ରେ ହିଁ କଟିବ ।

୩. ଓଲଟା ଚପଲ- ଧ୍ୟାନ ରଖନ୍ତୁ ସକାଳୁ ଉଠି ଓଲଟା ଚପଲ, ବୁଢିଆଣୀ ବସାଇ ଧାରୁଆ ଛୁରୀ ଆଦି ଦେଖିବା ଅଶୁଭ ଲକ୍ଷଣ ଅଟେ । ଏହାକୁ ଦେଖିବା ଦ୍ଵାରା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

୪. ଅଇଁଠା ବାସନ- ଯଦି ଆପଣ ସକାଳୁ ଉଠି ଅଇଁଠା ବାସନ ଦେଖୁଛନ୍ତି ତେବେ ଏହା ବହୁତ ଅଶୁଭ ପ୍ରଭାବ ପାକାଇଥାଏ ଆପଣଙ୍କ ଦିନଟି ଉପରେ । ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ଯେ ରାତିରେ ଅଇଁଠା ବାସନକୁ ସକାଳ ପର୍ଯ୍ୟନ୍ତ ନପକାଇ ରାତିରେ ମାଜିନେବା କଥା କାରଣ ପରିଷ୍କାର ରହିବାକୁ ମାଆ ଲକ୍ଷ୍ମୀ ଭଲ ପାଆନ୍ତି । ନହେଲେ ବିଶ୍ୱାସ ରହିଛି ଯେ ମାତା ଲକ୍ଷ୍ମୀଙ୍କର କୋପ ପଡ଼ିଥାଏ ।

୫. କଳି ଝଗଡା- ସକାଳୁ ଉଠି କୌଣସି କଲିଝଗଡା ଦେଖିବା ଅନୁଚିତ ଅଟେ । କାରଣ କଳିଝଗଡା ଦେଖିବାଦ୍ୱାର ଘରେ ଦାରିଦ୍ର୍ୟତା ବଢ଼ିଥାଏ । ମନରେ ନାକରତ୍ମକ ଭାବନା ଆସିବା ସହିତ ଦିନଟି ବହୁତ ଖରାପ କାଟିବା ।


ତେଣୁ ଆପଣ ମନେ ରଖନ୍ତୁ ସକାଳୁ ଉଠି ନିଜର ଦୁଇ ହାତର ପାପୁଲିକୁ ଦେଖି ଭଗବାନଙ୍କୁ ସ୍ମରଣ କରନ୍ତୁ । ଦେଖିବେ ନିଶ୍ଚୟ ଆପଣଙ୍କ ଦିନଟି ଭଲରେ ଅତିବାହିତ ହେବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।