ଶ୍ରେଣୀଗୃହରେ ପଶି ଆସିଲା ଚିତାବାଘ, ଆଉ ତା ପରେ ଯାହା ହେଲା ଭିଡିଓ ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ Video

ଶ୍ରେଣୀଗୃହରେ ପଶିଲା ଚିତାବାଘ । ଆଜି ଆମେ ଆପଣଙ୍କୁ ଏହିପରି ଏକ ଲୋମଟାଙ୍କୁରା ଭି-ଡି-ଓ ଦେଖାଇବୁ ଯାହା ଦେଖିଲେ ଆପଣ ମଧ୍ୟ ଭୟରେ ଥରି ଉଠିବେ । ଥରେ ଭାବି ଦେଖନ୍ତୁ ଆପଣ ଶ୍ରେଣୀଗୃହରେ ବସି ପଢୁଥିବେ ଆଉ ସେହି ସମୟରେ ବାଘ ଭିତରକୁ ପଶୁଥିବା ଦେଖିବାକୁ ପାଇବେ, ସେତେବେଳେ ଆପଣ କଣ କରିବେ ? ନିଶ୍ଚିତ ଭାବେ ଭୟରେ କମ୍ପିବାକୁ ଲାଗିଲେ ଏବଂ ଉଦ୍ଧାରର ବାଟ ଖୋଜିବେ । ଏହିପରି କିଛି ଅବସ୍ଥା ହୋଇଥିଲା ଆଲିଗଡରେ ଚୌଧୁରୀ ନୀହାର ସିଂ ଇଣ୍ଟର କଲେଜରେ ।

ସେଠାରୁ ମିଳିଥିବା ସିସିଟିଭି ଫୁଟେଜରୁ ଆପଣ ଦେଖିବାକୁ ପାଇବେ କି ବାଘଟି କିପରି ଶ୍ରେଣୀଗୃହ ଭିତରକୁ ପଶୁଛି । ଆଉ କ୍ଳାସରୁମ୍ ରେ ନିଜକୁ ବଞ୍ଚାଇବା ଲାଗି ଜଗି ରହିଥିବା ଛାତ୍ରକୁ ଆ-କ୍ର-ମ-ଣ କରୁଛି । ଚିତାବାଘର ଆ-କ୍ର-ମ-ଣ-ରେ ଛାତ୍ରଜଣକ ଗୁ-ରୁ-ତ-ର ଆ-ହ-ତ ହୋଇଥିଲେ ଓ ତାଙ୍କୁ ନିକଟସ୍ଥ ଡାକ୍ତରାଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସୌଭାଗ୍ୟବଶତଃ ଛାତ୍ରଜଣକ ବଞ୍ଚି ଯାଇଛନ୍ତି ବୋଲି ସୂଚନା ମିଳିଛି ।

ଛାତ୍ରଛାତ୍ରୀ ଓ ଲୋକମାନେ ହୋହାଲ୍ଲା କରିବା ଫଳରେ ବାଘଟି ସେହି ଶ୍ରେଣୀରୁ ଚାଲି ଯାଇ ଅନ୍ୟ ଏକ ଶ୍ରେଣୀରେ ପଶିଥିଲା । ଶ୍ରେଣୀଟି ଖାଲି ଥିବା ବେଳେ ସ୍ଥାନୀୟ ଲୋକେ ସେଠାରେ ଚିତାବାଘକୁ ବନ୍ଦ କରି ରଖିଥିଲେ । ଏହାପରେ ସ୍କୁଲର ପ୍ରଧାନ ଶିକ୍ଷକ ବନ ବିଭାଗକୁ ଖବର ଦେଇଥିଲେ । ତେବେ ଖବର ପାଇ ବାଘକୁ ଧରିବା ପାଇଁ ବନ ବିଭାଗ ସେଠାରେ ପହଞ୍ଚିଥିଲା । କିନ୍ତୁ ଚିତାବାଘକୁ କାବୁ କରିବା ସେତେ ସହଜ ନଥିଲା ।

ଦୀର୍ଘ ୯ ଘଣ୍ଟା ଧରି ଅପରେସନ ଜାରି ରଖିବା ପରେ ଯାଇ ବାଘକୁ ଧରିବାରେ ସକ୍ଷମ ହୋଇଥିଲା ବନ ବିଭାଗ । ସେପଟେ ଚିକିତ୍ସା ପରେ ଛାତ୍ରଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ ଅଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଚିତାବାଘଟି କିପରି ଓ କେଉଁ ପରିସ୍ଥିତିରେ କଲେଜ ମଧ୍ୟକୁ ପଶି ଆସିଥିଲା ସେନେଇ ତ-ଦ-ନ୍ତ କରାଯାଉଛି । ଏପରି ବେଳେ ଏବେ ଏକ ପ୍ରକାର ଭୟରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ନିହାତି ଭାବେ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟ ଏହା ଏକ ଭ-ୟା-ନ-କ ଘ-ଟ-ଣା ।

ତେବେ ଏହି ଘ-ଟ-ଣା-ର ସିସିଟିଭି ଫୁଟେଜ ଭା-ଇ-ରା-ଲ ହେବା ପରେ ଦେଖିବା ଲୋକ ମଧ୍ୟ ଭୟରେ ଥରୁଛନ୍ତି । ତେବେ ଯାହା ହେଉ ଚିତାବାଘ ଆ-କ୍ର-ମ-ଣ କରିଥିବା ଛାତ୍ରଜଣଙ୍କ ଜୀବନ ବଞ୍ଚିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।