ଲକ୍ଷ୍ମୀ ଏହି 3 ଘରକୁ ଯାଆନ୍ତି ନାହିଁ, ଆସିଥାଏ ଗରିବୀ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମା’ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ ! ଶାସ୍ତ୍ରର ମାନ୍ୟତା ଅନୁଯାଇ ଯେଉଁ ଘରେ ମା’ ଲକ୍ଷ୍ମୀଙ୍କର ନିତ୍ୟ ପୂଜା ଆରାଧନା ହୋଇଥାଏ । ଏହା ସହିତ ମା’ ଲକ୍ଷ୍ମୀଙ୍କ ନୀତି ନିୟମ ଅନୁଯାଇ ଘରର ସମସ୍ତ କାର୍ଯ୍ୟ କରାଯାଇଥାଏ । ସେହି ଘର ଉପରେ ମା’ ଲକ୍ଷ୍ମୀଙ୍କର ସର୍ବଦା ଆଶ୍ରୀବାଦ ରହିଥାଏ । ଯେଉଁ ମହିଳା ମାନେ ଲକ୍ଷ୍ମୀ ବିରୋଦ୍ଧି କାର୍ଯ୍ୟ ଗୁଡିକ କରିଥାନ୍ତି । ସେହି ଘରେ କେବେ ମଧ୍ୟ ସୁଖ ଶାନ୍ତି ଆସିନଥାଏ । ଚାଲନ୍ତୁ ଏହି ସମ୍ପର୍କରେ କିଛି ଆଲୋଚନା କରିନେବା ।

ଯେଉଁ ମହିଳା ସଦା ସର୍ବଦା ଅନ୍ୟର ଚୁଗୁଲି କରିବାରେ ମାହିର ହୋଇଥାନ୍ତି । ଏହା ସହ ନିଜର ବହୁ ସମୟ କାମନା, ବାସନା କାର୍ଯ୍ୟରେ ଲୀପ୍ତ ରହିଥାନ୍ତି । ଏପରି ମହିଳା ଥିବା ଘରକୁ ମାତା ଲକ୍ଷ୍ମୀ ଯିବାକୁ ପସନ୍ଦ କରିନଥାନ୍ତି । ଏପରି ଘରେ ଅଭାବ ଓ ଦରିଦ୍ରତା ଦେଖା ଯାଇଥାଏ । ଯେଉଁ ଘରର ଲୋକ ଝାଡୁକୁ ନିଜ ପାଦରେ ଲଗାଇଥାନ୍ତି । ସେହି ଘରେ ଯେତେ ଅର୍ଜନ କରିଲେ ମଧ୍ୟ ଟଙ୍କାର ଅବୁବେଳେ ଦେଖା ଦେଇଥାଏ ।

କାରଣ ଶାସ୍ତ୍ରର ମାନ୍ୟତା ଅନୁସାରେ ଝାଡୁରେ ମା’ ଲକ୍ଷ୍ମୀ ନିବାସ କରିଥାନ୍ତି । ଯେଉଁ ମହିଳା ମାନେ ଘରର ଅଇଁଠାକୁ ବହୁତ ସମୟ ଘରେ ପକାଇ ରଖିଥାନ୍ତି । ରାତିରେ ବାସନ ନମାଜି ଯଦି ଶୋଇପଡୁଥାନ୍ତି । ତେବେ ଏପରି ଘରେ ମାତା ଲକ୍ଷ୍ମୀ କୋପଦ୍ରୁଷ୍ଟି ରଖିଥାନ୍ତି । ଘରେ ଅଶାନ୍ତି ଭାବ ଦେଖା ଦେଇଥାଏ । ଯେଉଁ ଘରର ଲୋକେ ଘରର କବାଟକୁ ଗୋଡରେ ଲାତ ମରିକି ଖୋଳିଥାନ୍ତି । ସେହି ଘରୁ ମା’ ଲକ୍ଷ୍ମୀ ତ୍ୟାଗ କରିଦେଇଥାନ୍ତି ।

ତେବେ ଯଦି ଗାରେ ଏପରି କାହାର ଅଭ୍ଯାସ ରହିଥାଏ । ଏଭଳି ଅଭ୍ଯାସରୁ ନିଜକୁ ବଞ୍ଚାଇ ରଖନ୍ତୁ । ଘରର ଏରୁଣ୍ଡି ବନ୍ଧ ଉପରେ ବସି ଖାଇବାକୁ ଶୁଭ କୁହାଯାଇନଥାଏ । ଏପରି କରିବା ଦ୍ଵାରା ସେହି ଲୋକଙ୍କ ଉପରେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଠ ରହିଥାନ୍ତି । ଯାହା ଦ୍ଵାରା ତାହା ଘରର ବରବାଦୀର କାରଣ ହୋଇଥାଏ ।

ନିଜ ସ୍ଵାମୀଙ୍କ ରୋଜଗାର ଠାରୁ ଅଧିକ ଖର୍ଚ କରୁଥିବା ମହିଳା ଘରର କେବେ ମଧ୍ୟ କିଛି ବି ଉନ୍ନତି କରିପାରିନଥାନ୍ତି । ଘରର ମହିଳା ମାନେ ଯଦି ଘର ସଫା କରୁଥାନ୍ତି । ତେବେ ପୁରା ଘରକୁ ସଫା କରିବା ଉଚିତ । ଘରକୁ ଅଧା ପୋଛାଧୁଆ କରି ଛାଡି ଦେବା ଉଚିତ ହୋଇନଥାଏ ।

ଏଭଳି କରିବା ଦ୍ଵାରା ମ’ ଲକ୍ଷ୍ମୀ ସେହି ଘର ଉପରେ କେବେ ମଧ୍ୟ ପ୍ରସନ୍ନ ହୋଇନଥାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଏହା ସହ କମେଣ୍ଟରେ ଜୟ ମା’ ଲକ୍ଷ୍ମୀ ଲେଖିକି ଆମକୁ ଜଣାନ୍ତୁ । ଧନ୍ୟବାଦ