କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଲକ୍ଷ ଲକ୍ଷ ଟଙ୍କାର ସୁନା ନେଇଗଲା ମୂଷା…. ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଘଟଣା

ମୁମ୍ବାଇ ରେ କିଛି ଏହି ଭଳି ଖବର ଶୁଣିବା ପାଇଁ ଆସିଛି ଯାହା ଆମକୁ ଆଶ୍ଚର୍ଯ୍ୟ କରି ଦେବ । ଆମେ ପିଲା ବେଳ କାହାଣୀ ରେ କାଉ କୁ ସୁନା ହାର ନେବାର ଶୁଣି ଥିଲେ । ଯାହା କାଉ ନିଜ ର ପ୍ରତିଶୋଧ ନେବା ପାଇଁ କରିଥିଲା । ମାତ୍ର ଏବେ ମୂଷା ନେଇ ଯାଇଛି ସୁନା ଅଳଙ୍କାର ମାନ । ଯାହା ଏବେ ଶୁଣିବା ବେଳେ ଖୁବ ଆଶ୍ଚର୍ଯ୍ୟ ଲାଗୁଛି । ଯାହା ବୁଝିବା ଟିକେ କଷ୍ଟ କର ମଧ୍ୟ ହେଉଛି । ଆସନ୍ତୁ ଜାଣିବା ପୁରା ଘଟଣା ବିସ୍ତାର ଭାବେ ।

 

ମୁମ୍ବାଇ ର ଏକ ନାଳରୁ କ୍କିଛି ଗହଣା ଜବତ କରା ଯାଇଛି । ବ୍ୟାଗ ରେ ଥିଲା ପାଞ୍ଚ ଲକ୍ଷ ଟଙ୍କା ଓ ପରେ ଖୋଜା ଖୋଜି କରିବା ପରେ ମିଳିଲା ଏତେ ସବୁ ଅଳଙ୍କାର ମାନ । ଏକ ମହିଳା ଯିଏ କି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ।

ସେ କିଛି କାମରେ ବାହାରକୁ ଜୀବା ବେଳେ ତାଙ୍କ ହାତରେ ଥିଲା ବ୍ୟାଙ୍କରେ ଦେବା ପାଇଁ କିଛି ଗହଣା । ଜାହର ମୂଲ୍ୟ 5 ଲକ୍ଷ ଟଙ୍କା ଅଟେ । ସେ ବାଟରେ ଯିବା ବେଳେ ଦୁଇ ଶିଶୁ ଙ୍କୁ ଭୋକିଲା ଦେଖିକି ବଡା ପାୟ କିଣି ଦେଇଥିଲେ ।

ହଠାତ ସେ ବ୍ଯାଙ୍କ ରେ ପହଞ୍ଚିବା ପରେ ଜାଣିବା ପାଇଁ ପାଇଲେ କି ସେ ନିଜ ଗହଣା ବ୍ୟାଗ କୁ ସେଇ ଶିଶୁ ମାନଙ୍କୁ ଦେଇ ଦେଇ ଛନ୍ତି । ଏହା ପରେ ଅନେକ ଜାଗାରେ ତାଙ୍କୁ ଖୋଜା ଯାଇ ଥିଲା । ସହର ର ସବୁ ଗଳି କନ୍ଦି ମାନଙ୍କ ରେ ତାଙ୍କୁ ଖୋଜିବା ଆରମ୍ଭ ହୋଇ ଯାଇଥିଲା ।

ସିସିଟିଭି ର ଯାଞ୍ଚ କରା ଯାଇଥିଲା ଏହା ପରେ ଶିଶୁ ଦୁଇ ଜଣ ଖାଇବା ପରେ ବ୍ୟାଗ କୁ ଡଷ୍ଟବିନ ରେ ପକାଇ ଦେଇ ଥିବାର କହିଥିଲେ । ପୁଣି ସିସିଟିଭି ର ଯାଞ୍ଚ କରା ଯାଇ ଥିଲା ଏହା ପରେ ଦେଖା ଯାଇଥିଲା ମୂଷା ପଲ ମାନେ ସେହି ବ୍ୟାଗ କୁ ଟାଣି ଟାଣି ନେଇକି ନଳାରେ ପକାଇ ଦେଇଥିଲେ ।

ଏହା ପରେ ନଳାର ଯାଞ୍ଚ କରିକି ବ୍ୟାଗ ଠାବ କରା ଯାଇଥିଲା ଓ ସୁନା ଗହଣା ଉଧାର କରା ଯାଇ ଥିଲା । ଏହା ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ ଘଟଣା ଅଟେ । କୁହାଯାଏ କି ଭାଗ୍ୟରେ ଥିବା ଜିନିଷ କେବେହେଲ ଆମ ପାଖରୁ ଦୂରକୁ ଯାଇ ନଥାଏ ।

ଯଦି ସେହି ମହିଳା ଙ୍କ ଭୁଲ ସତରେ ଥାନ୍ତା ତେବେ ଏହି ଗହଣା ଆଉ ଓ ସେହି ବ୍ୟାଗ ପାଇବା ଶମ୍ଭବ ହୋଇ ନଥାନ୍ତା । କିନ୍ତୁ ତାଙ୍କ ଭଲ କର୍ମ ପାଇଁ ତାଙ୍କୁ ଭଗବାନ ଆଉ ଏକ ମଉକା ଦେଲେ ନହେଲେ ମୁମ୍ବାଇ ଭଳି ଏତେ ବଡ ସହର ରେ ଏହି ଭଳି ସାମାନ୍ଯ ଜିନିଷ ଖୋଜିବା ସହଜ କଥା ନୁହେଁ ।