ଅପରେସନ Rahulର ରୋମ ଟାଙ୍କୁରା କାହାଣୀ, ଏହାକୁ ନେଇ ଏବେ ବନିବ Film…

କାହର ଭଲ ସମୟ କେବେ ଆସିବା ଆମେ କେହି କହି ପାରିବା ନି । ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ରାହୁଲ ଏକ 11 ବର୍ଷ ର ବାଳକ ଯିଏ କି ନୀଜ ଅଜାଣତରେ ଏକ ଗାତରେ ପଡି ଯାଇଥିଲା । ଏହା ପାଇଁ ତାକୁ ଦେବା ପାଇଁ ପଡିଥିଲା କଠିନ ପରୀକ୍ଷା । ଯାହା ଏକ ଛୋଟ ପିଲା ପାଇଁ ମୃତ୍ୟୁ କୁ ମାତ ଦେଇ ଫେରିବା ଭଳି କାମ । କାରଣ ସବୁ ଲୋକମାନେ ଏହାକୁ ସହଜରେ ସ୍ଵୀକାର କରିପାରିବେ ନି ।

ଏକ ଛୋଟ ବୟଶର ପିଲା ଯିଏ କି ଏତେ ସାହାସ ଦେଖାଇବା ନିଜକୁ ବଞ୍ଚାଇବା ପାଇଁ ସେ ସଂଘର୍ଷ କରିବ । କିଛି ପିଲା ତ ଡରିକି ମଧ୍ୟ ଜୀବନ ହାରି ଦେବେ ଏହା ପାଇଁ । ଆଜି ଆମେ କହିବା ପାଇଁ ଯାଉଛୁ କେ ରାହୁଲ ଏବେ ସୁରକ୍ଷିତ ଭାବେ ଆସିଛି ବାହାରକୁ ତା ପାଇଁ ଅନେକ ଲୋକମାନେ ପ୍ରାର୍ଥନା କରିଥିଲେ ଏହା ସହ ଅନେକ ଲୋକମାନେ ଚେଷ୍ଟା ମଧ୍ୟ କରିଥିଲେ ।

104 ଘଣ୍ଟାର ଅପେରେସନ ପରେ ତାକୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇ ଥିଲା । ଏହା ଉପରେ ଏବେ ଏକ ଚଳଚିତ୍ର ନିର୍ମାଣ କରାଯିବା କଥା କହିଛନ୍ତି ଭୁପେଶ ଭାରଘଲ ଛତିଶଗଡ ର ମୁଖ୍ୟମନ୍ତ୍ରୀ । ଆଜି ଆମେ କହିବା କି କେଉଁ ଭଳି ଭାବେ ଏହା ନିର୍ମାଣ କରାଯିବ ।

ଏହା ଯେଉଁ ଭଳି ଘଟି ଥିଲା ଠିକ ସେହି ଭଳି ଭାବେ କରା ଜୀବ । ଗାତରେ ପଡିବା ପର ଠାରୁ ଆରମ୍ଭ କରି ଉଧାର ଟିମ ଆସିବା ମୁଖ୍ୟମନ୍ତ୍ରୀ ଙ୍କ ଯାଏ କଥା ଯିବା ଓ ଗୁଜୁରାଟ ରୁ ରୋବଟ ଟିମ ଆସିବା ସବୁ କିଛି ଦେଖା ଜୀବ । ଏହା ସହ ଏହା ମଧ୍ୟ ଦେଖାଇବେ କି ରାହୁଲ କିଭଳି ଭାବେ ଏକ ବୋରବେଳ ର ଗାତରେ ଥାଇ ମଧ୍ୟ ସଂଘର୍ଷ କରୁଥିଲା ।

ନିଜକୁ କାଢିବା ପାଇଁ ସେ କେଉଁ ଭଳି ଭାବେ ଖାଦ୍ୟ ପାନୀୟ ଗ୍ରହଣ କରିବା ପାଇଁ ବୁଝାଉ ଥିଲା ସେତେବେଳେ ସେ କଣ ଚିନ୍ତା କରୁଥିଲା । ନିଜରର ସାହାଜ୍ଯ କରିବା ପାଇଁ ଯାଇକି କେଉଁ ଭଳି ଭାବେ ବାଲଟି ରେ ପାଣି କାଢୁ ଥିଲା ଏହା ସବୁ କିଛି ଦେଖା ଜୀବ ଚଳଚିତ୍ର ରେ ।

ଯାହା ଦ୍ଵାରା ତାର ସାହାଶ ର ବାର୍ତ୍ତା ସବୁ ପିଲାଙ୍କ ପାଖରେ ପହଞ୍ଚି ପାରିବ । କେଉଁ ଭଳି ଜଣେ ସାଧାରଣ ଛୋଟ ପିଲା ସଂଘର୍ଷ କରିପାରେ ତା ଉପରେ ଏହାକୁ ତିଆରି କରାଯିବ । ଏହା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହା ଦେଖିବା ବାକି ରହିଲା କି ଏହା କେଉଁ ଭଳି ଭାବେ ସିନେମା ରେ ପରିଣତ ହେଉଛି ଓ ଏହାକୁ ଦେଖିବା ପରେ ଲୋକଙ୍କ ପ୍ରତିକ୍ରିୟା କେଉଁ ଭଳି ରହିବ ।