କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି ଦିନରେ ଜନ୍ମ ହୋଇଥିବା ପିଲାମାନେ ଓ ଆପଣଙ୍କ ଜନ୍ମ ବାର କଣ କହୁଛି ଆପଣଙ୍କ ବିଷୟରେ ?

ଶାସ୍ତ୍ରରେ କୁହାଯାଇଛି ଯେ ବ୍ୟକ୍ତିର ଜନ୍ମ ହିଁ ନିର୍ଧାରଣ କରିଥାଏ ସେ ପିଲା କେଉଁ ସ୍ଵଭାବର ହେବ । ଆପଣଙ୍କ ଜନ୍ମ କେଉଁ ଦିନ ହୋଇଥିଲା ଓ ଆପଣ କେଉଁ ସ୍ଵଭାବର ଅଟନ୍ତି । ଆପଣ ଝିଅ ହୁଅନ୍ତୁ ବା ପୁଅ ଜନ୍ମ ନେଇଥିବା ଦିନ ହିଁ ଠିକ କରିବ କି ଆପଣ କିଭଳି ସ୍ଵଭାବର ଅଟନ୍ତି । ଯେଉଁ ବ୍ୟକ୍ତି ସୋମବାର ଦିନ ଜନ୍ମ ହୋଇଥାନ୍ତି ସେମାନେ ଟିକେ ମୋଟା ହୋଇଥାନ୍ତି ଓ ସେମାନଙ୍କ ଭାଗ୍ୟ ତାଙ୍କର ବିଭାହ ପରେ ଫିଟିଥାଏ ।

ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଯେଉଁ ମାନେ ମଙ୍ଗଲବାର ରେ ଜନ୍ମ ହୋଇଥାନ୍ତି ସେହି ବ୍ୟକ୍ତି ଜଲ୍ଦି ବହୁତ ଜୋରରେ ରାଗି ଯାନ୍ତି । ସେମାଙ୍କର ଦେହ ପ୍ରାୟ ସମୟ ଖାରାପ ରହିଥାଏ । ତାଙ୍କର ଦିନ ଗୁଡିକ ପ୍ରାୟ କ୍ଷତି ହୋଇଥାଏ ଓ ବେଳେବେଳେ ରାଗିଯିବା ହେତୁ କିଛି ଜିନିଷ ନଷ୍ଟ ହୋଇଯାଏ ଯାହା ଦ୍ଵାରା ସବୁବେଳେ ତାଙ୍କ ମନ ଅଶାନ୍ତି ଭରି ରହିଥାଏ ।

ଯେଉଁ ମାନେ ବୁଧବାର ଜନ୍ମ ନେଇଥାନ୍ତି ସେହି ବ୍ୟକ୍ତି ବହୁତ ଧନ ବାନ ହୋଇଥାନ୍ତି ଓ ସେମାନଙ୍କର କାମରେ ସବୁବେଳେ ସଠିକ ଭାବରେ ରହିବା ଦରକାର । ଏମାନେ ବହୁତ ଅହଂକାର କରିଥାନ୍ତି ଓ ବହୁତ ଗର୍ବ ମନରେ ଆଣିଥାନ୍ତି ।

ଯେଉଁ ମାନେ ଗୁରୁବାର ଦିନ ହୋଇଥାଏ ସେମାନଙ୍କୁ ମାନ ଓ ସଂମ୍ମାନ ମିଳିଥାଏ ଓ ଭାଗ୍ୟ ବାନ ହୋଇଥାନ୍ତି ।ସେମାନଙ୍କୁ ବାହାର ଲୋକଙ୍କ ଉପରେ ସଙ୍ଗେସଙ୍ଗେ ବିଶ୍ଵାସ କରିବା ଉଚିତ ନୁହେଁ । କାରଣ ଏହି ବିଶ୍ଵାସର ଲୋକମାନେ ବହୁତ ଫାଇଦା ଉଠାଇଥାନ୍ତି ସେଥିପାଇଁ ଆପଣଙ୍କୁ ସମସ୍ତେ ବୋକା ବନାଇଥାନ୍ତି ଓ ଧୋକା ମଧ୍ୟ ଦେଇଥାନ୍ତି । ସେମାନେ ଲୋକଙ୍କର ସେବା କରିବା ସହିତ ମାତା ଓ ପିତା ଙ୍କର ମଧ୍ୟ ସେବା କରନ୍ତି ସେଥିପାଇଁ ସମସ୍ତଙ୍କର ପ୍ରିୟ ହୋଇ ରହିଥାନ୍ତି ।

ଆପଣ ସମସ୍ତଙ୍କର ବିଶ୍ଵାସ ରଖନ୍ତି ବୋଲି ବହୁ ଲୋକେ ଆପଣଙ୍କ ଉପରେ ଖୁସି ରହିଥାନ୍ତି । ଯେଉଁ ମାନେ ଶୁକ୍ରବାର ଦିନ ଜନ୍ମ ହୋଇଥିବେ ଇଶ୍ଵରଙ୍କ ଉପରେ ବହୁତ ବିଶ୍ଵାସ କରନ୍ତି ଓ ଧର୍ମ ପରାୟଣ ଲୋକ ଅଟନ୍ତି । ଏହିଦିନ ଜନ୍ମ ହୋଇଥିବା ଲୋକେ ଧର୍ମ କର୍ମ ବେସୀ କରିଥାନ୍ତି ।  ସେଥିପାଇଁ ଦେବତାଙ୍କର ପ୍ରିୟ ଅଟନ୍ତି ଓ ଖାସ କରି ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ଉପରେ ବିଶେଷ କୃପା କରନ୍ତି ।

ତାଙ୍କ ଭିତରେ ଥିବା ହେଳା ଓ ସମସ୍ତଙ୍କ ପ୍ରତି ଅତି ବିଶ୍ଵାସ କରିବା ତାଙ୍କୁ ବହୁତ ବିପଦ ଆଡକୁ ଟାଣି ନେଇଥାଏ । ଯେଉଁ ଲୋକମାନେ ଶନିବାର ଦିନ ଜନ୍ମ ହୋଇଥାନ୍ତି ସେମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥାଏ । ସେମାନେ ବହୁତ ଷ୍ଟ୍ରଗଲ କରିବାକୁ ପଡିବ । ଏମାନେ ବହୁଦିନ ପରେ ଯାଇ ସଫଳତା ପାଆନ୍ତି । ସେତେବେଳେ ତାଙ୍କ ପାଖରେ ପ୍ରଚୁର ଟଙ୍କା ଅର୍ଜନ କରିଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରେମ ସମ୍ପର୍କୀୟ ଜିନିଷ ଠାରୁ ଦୂରେଇ ରହିବା ଉଚିତ ।

 

ସବୁଠୁ ବଡ କଥା ହେଉଛି ସେମାନଙ୍କୁ ଜଲ୍ଦି ଖରାପ ଜିନିଷ ଆଗ୍ରହ ହୋଇଥାଏ । ସେମାନଙ୍କୁ ଏହାଠାରୁ ଦୂରେଇବା ମହା କଷ୍ଟ ହୋଇଥାଏ । ଯେଉଁ ମାନଙ୍କର ଜନ୍ମ ରବିବାର ଦିନ ହୋଇଥାଏ ତାଙ୍କ ଦେହ ଅଧିକା ସମୟ ଖରାପ ହୋଇଥାଏ । କିନ୍ତୁ ଜୀବନରେ ବହୁତ ନାମ ଯଶ କାମାଇଥାନ୍ତି । କିନ୍ତୁ ତାଙ୍କୁ ନିଜ ଘର ଓ ପରିବାର ପ୍ରତି କାର୍ଯ୍ୟ କରିବା ଦରକାର ।  ଏହି ଦିନ ଜନ୍ମ ହୋଇଥିବା ଲୋକେ ବିପଦ ସଙ୍କୁଳ କାମ କରିବାକୁ ବହୁତ ପସନ୍ଦ କରନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।