ସପ୍ତାହରେ ମାତ୍ର ୨ ଥର ଲଗାଇ ଦିଅନ୍ତୁ, ଯେତେ ବି ଧଳା ବାଳ ହେଉ ନା କାହିଁକି ସବୁ କଳା ହେଇଯିବ, ବୁଢାପା ରେ ଫେରି ଆସିବ ଜବାନି- Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ରାମବାଣ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଯେତେବି ଧଳା କେଶ ଥିଲେ ମଧ୍ୟ ତାହା କଳା ହୋଇଯିବ । ବନ୍ଧୁଗଣ ପୁରୁଷ ହେଉ ଅଥବା ନାରୀ ସମସ୍ତଙ୍କୁ ତାଙ୍କ କେଶ ବହୁତ ପ୍ରିୟ ଅଟେ । ଯେଉଁ ବ୍ୟକ୍ତି ର କେଶ ଧଳା ହୋଇଯାଏ ତେବେ ସେ ଚିନ୍ତାଗ୍ରସ୍ତ ହୋଇଯାଏ ଏବଂ ନିଜ କେଶକୁ କଳା କରିବା ନିମନ୍ତେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟସ ର ବ୍ୟବହାର କରିଥାଏ ଏବଂ ଏହାଦ୍ୱାରା କେଶରେ ବିଭିନ୍ନ ପ୍ରକାର କ୍ଷତି ହୋଇଥାଏ ।

ବନ୍ଧୁଗଣ କେଶ ଧଳା ହେବା ଜେନେଟିକ ଅଟେ କିନ୍ତୁ ବର୍ତ୍ତମାନ ସମୟରେ ଏହି ସମସ୍ୟା ଯୁବ ପୀଢ଼ି ଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି । କେଶ କୁ ଡାଏ କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହିଭଳି ଏକ ପ୍ରାକୃତିକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ପ୍ରାକୃତିକ କଳା କେଶ ପାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ୨ଟି ଉପଚାର ସମ୍ବନ୍ଧରେ କହିବୁ ପ୍ରଥମ ଉପଚାର ଟି ସେବନ କରିବା ଦ୍ଵାରା କାର୍ଯ୍ୟ କରିଥାଏ ଏବଂ ଦ୍ଵିତୀୟ ଉପଚାର ଟି ପ୍ରୟୋଗ କରିବା ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଉପଚାର ଗୁଡ଼ିକ ସମ୍ବନ୍ଧରେ । ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ସେହି ଉପଚାର ସମ୍ବନ୍ଧରେ ଯାହା ଆମକୁ କେଶରେ ପ୍ରୟୋଗ କରିବାର ଅଛି ।

୧. ବନ୍ଧୁଗଣ ଏହି ଉପଚାର ନିମନ୍ତେ ଆମକୁ ଯେଉଁ ସାମଗ୍ରୀ ଗୁଡ଼ିକ ର ଆବଶ୍ୟକତା ରହିଛି ତାହା ହେଉଛି ମେଥି ପାଉଡ଼ର, କଦଳୀ ଚୋପା, ଲେମ୍ବୁ ଏବଂ ନଡ଼ିଆ ତେଲ । ବନ୍ଧୁଗଣ ମେଥି ର ପ୍ରୟୋଗ ଆମ କେଶ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏହାର ପ୍ରୟୋଗ କରିବା ଦ୍ୱାରା କେଶ ଘନ ଏବଂ ମଜବୁତ ହୋଇଥାଏ ଏବଂ କେଶ ଉପୁଡ଼ିବା ସମସ୍ୟା ମଧ୍ୟ ବନ୍ଦ ହୋଇଥାଏ । କଦଳୀ ଚୋପା ରେ ଫାଇବର ଗୁଣ ରହିଥାଏ । ଯାହା ଆମ କେଶ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ ।

ଯେପରି ଖାଦ୍ୟ ରେ ଫାଇବର ଥିବା ଦ୍ଵାରା ଶରୀର କୁ ବିଭିନ୍ନ ପ୍ରକାର ତତ୍ତ୍ୱ ମିଳିଥାଏ ସେହିପରି କଦଳୀ ଚୋପା ର ବ୍ୟବହାର ଦ୍ୱାରା କେଶ ମଧ୍ୟ ସୁରକ୍ଷିତ ରହିଥାଏ ।
ଲେମ୍ବୁ ର ପ୍ରୟୋଗ କେଶ ରେ କରିବା ଦ୍ୱାରା ଏହା କେଶରେ ଥିବା ସମସ୍ତ ରୂପୀ କୁ ଦୁର କରିଥାଏ । ନଡ଼ିଆ ତେଲ ର ପ୍ରୟୋଗ ଦ୍ୱାରା ଆମ କେଶକୁ ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ ଏବଂ କେଶ ଘନ ଏବଂ ସୁନ୍ଦର ହୋଇଥାଏ ।

୨. ବନ୍ଧୁଗଣ ଏହି ଉପଚାର ନିମନ୍ତେ ପ୍ରଥମେ ଏକ ପାତ୍ର ରେ ମେଥି ପାଉଡର, କଦଳୀ ଚୋପା, ଲେମ୍ବୁ ରସ ଏବଂ ଶେଷରେ ନଡ଼ିଆ ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବାକୁ ହେବ । ଏହି ପେଷ୍ଟ ର ପ୍ରୟୋଗ ଆମକୁ ସକାଳେ ଗାଧୋଇବାର ଅଧଘଣ୍ଟା ପୂର୍ବରୁ କେଶ ରେ ଲଗାଇବାର ଅଛି ଏବଂ ଗାଧୋଇବା ର ଅଧଘଣ୍ଟା ପରେ କେଶକୁ ଭଲ ଭାବରେ ଧୋଇବାର ଅଛି ।

ଏହି ଉପଚାର କୁ ସପ୍ତାହ ରେ 2 ଦିନ କରିବା ଦ୍ୱାରା ଏହାର ଫାଇଦା ମିଳିଥାଏ । ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ଯାହାକୁ ଆମକୁ ସେବନ କରିବାର ଅଛି ।

୧. ବନ୍ଧୁଗଣ ଏହି ଉପଚାର ନିମନ୍ତେ ଆମକୁ ତ୍ରିଫଳା ର ଆବଶ୍ୟକତା ରହିଛି । ଏହି ଉପଚାର ପାଇଁ ତ୍ରିଫଳା ଚୂର୍ଣ୍ଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

୨. ବନ୍ଧୁଗଣ ଏହି ଉପଚାର ନିମନ୍ତେ ହରଡା, ବାହାଡା ଏବଂ ଅଁଳା କୁ ଚୂର୍ଣ୍ଣ କରି ଏହାକୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ସେବନ କରିବାର ଅଛି । ଏହି ଉପଚାର କୁ ଏକ ମାସ ପର୍ଯ୍ୟନ୍ତ ପ୍ରୟୋଗ କରିବା ଦ୍ବାରା ଏହାର ଫାଇଦା ମିଳିଥାଏ । ବନ୍ଧୁଗଣ ଯଦି ଆପଣ ଅଧିକ ଫାଇଦା ପାଇବା ପାଇଁ ଚାହୁଁଛନ୍ତି ତେବେ ଏହି ତ୍ରିଫଳା ର ଚୂର୍ଣ୍ଣ କୁ ପାଣି ରେ ମିଶାଇ ରଖି ଦିଅନ୍ତୁ ଏବଂ ଏହି ପାଣି ଦ୍ୱାରା ସକାଳେ ଗାଧୋଇବା ସମୟରେ କେଶ ଧୁଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ କେଶ ପ୍ରାକୃତିକ ଉପାୟରେ ଘନ ଏବଂ ମଜବୁତ ହୋଇଯିବ ।

ତେବେ ବନ୍ଧୁଗଣ ଏହି ଘରୋଇ ଉପଚାର କୁ ଆପଣ ମାନେ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ଏହାର ଚମତ୍କାରୀ ଫାଇଦା ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଏଭଳି କିଛି ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ