କ୍ରୋଧ ଉପରେ କାବୁ କେମିତି ପାଇବେ ? କରନ୍ତୁ କେବଳ ଏହି 1 କାମ କେବେବି ଆସିବ ନାହିଁ ରାଗ -Krishna Upadesh

ରାଗ ଗୋଟିଏ ଏପରି ଜିନିଷ ଅଟେ ଏହା ଆମର ସବୁ ଜିନିଷକୁ ନଷ୍ଟ କରିଥାଏ । ରାଗକୁ ନା ଜ୍ଞାନର ପରିଭାଷା ଜଣା ଅଛି ନା ବୟସର । କ୍ରୋଧ କେଉଁଠାରେ ବି ଆସିପାରେ ଯେକୌଣସି କାମରେ ହେଉ ବା ସମୟରେ ହେଉ । କେଉଁ କାରଣ ପାଇଁ କ୍ରୋଧ ଆସିଥାଏ ଏହା ମଧ୍ୟ କେହି ଜାଣି ନଥାନ୍ତି । ଯେତେବେଳେ ରାଗ ଆସିଥାଏ ସେହି ସମୟରେ ବିଚାର କରିବା ଉପାୟ ହଜି ଯାଇଥାଏ । ବୃଦ୍ଧି ଉପରେ ଅନ୍ଧାର ଆସିଥାଏ ରାଗ ଆସିଲେ ଯେପରି କିଛି ଜଣା ହିଁ ପଡେ ନାହିଁ ସେ ଯିଏ ହେଇଥାଉ ନା କାହିଁକି ଆମେ ତାକୁ ଗାଳି କରିଥାଉ ।

ରାଗ ଆସିବା ଫଳରେ ବହୁତ ପୁରୁଣା ସମ୍ପର୍କ ମଧ୍ୟ ତ୍ରୁଟି ଯାଇଥାଏ । ଆପଣ କୌଣସି କାରାଗାରରେ ଯାଇ ଦେଖନ୍ତୁ ରାଗ ହିଁ ସମସ୍ଥକର ଶତ୍ରୁ ଅଟେ ସେମାନେ କହିବେ ସେ କେଉଁଠି ପାଇଁ ଆଜି ଶେଠୀ ଅଛନ୍ତି ଓ ଦଣ୍ଡ ପାଉଛନ୍ତି ।

କିନ୍ତୁ ଏହା ପରେ ମଧ୍ୟ ରାଗ ଉପରେ ସଜମତା ରଖି ପାରୁ ନାହୁ । ବାରମ୍ବାର ଆମେ ଚେଷ୍ଟା କରୁଛୁ ଓ ପ୍ରତିଜ୍ଞା ବି ନେଉଛୁ କି ଆମେ ଆଉ ରାଗିବା ନାହିଁ । କିନ୍ତୁ ଆମକୁ ବାରମ୍ବାର କ୍ରୋଧ ଆସିଥାଏ । ଶ୍ରୀକୃଷ୍ଣ କହିଛନ୍ତି ଏହାର ଉପାୟ କହିଛନ୍ତି । ଉଦାହରଣ ପାଇଁ ଏକ ଛୋଟ ପିଲାକୁ ଦେଖନ୍ତୁ ତାକୁ ଏକ ଛୋଟ ମୋଟ ଖେଳଣା ଦରକାର କିନ୍ତୁ ଯଦି ସିଏ ସେହି ଜିନିଷଟି ନପାଏ ତେବେ ସେ ରାଗିଯାଏ ବା ସେ ଶେଠୀ କିଛି ପ୍ରତିକ୍ରିୟା ଦେଇଥାଏ । ସେଠାରେ ତାର ଏହିପରି ଲକ୍ଷଣ କ୍ରୋଧ ଅଟେ ।

କାରଣ ଯେହେତୁ ସେ ଛୋଟ ପିଲା ଓ ତାର ବଳ ନାହିଁ ସେଥିପାଇଁ ସେ କିଛି କରିପାରି ନଥାଏ । ସେହି ପିଲା ତାର ଭିତରେ ଥିବା ରାଗକୁ ସେ ଦେଖାଇ ଦେବାକୁ ଚେଷ୍ଟା କରେ ରାଗ ଦ୍ଵାରା । ଯେତେବେଳେ ଆମ ମନରେ ଅହଂକାର ଆସିଥାଏ ଓ ଯେତେବେଳେ ଆମକୁ ଏକ ଜିନିଷ ମିଳିନଥାଏ ଏବଂ ଭୟ ଲାଗିଥାଏ ସେହି ସମୟରେ ଆମକୁ ରାଗ ଆସିଥାଏ । ସେହିଭଳି ଯେପରି ଛୋଟ ପିଲାଟିର ହୋଇଥିଲା । ଆମେ ଯଦି ଆଇନା ସମନ୍ନାରେ ଛିଡା ହେବା ଦେଖିବା ଆମେ ଜାଣିପାରିବ ଆମେ ଛୋଟ ପିଲା ପରି କାମ କରୁଛେ କିନ୍ତୁ ଏହା ଜାଣିଲା ପରେ ମଧ୍ୟ ଆମେ କ୍ରୋଧ ଛାଡି ନଥାଉ ।

ଆମେ ଅନୁଭବ କରି ଜାଣିପାରିବା କି ଆମେ ରାଗିବା ଦ୍ଵାରା ଆମର କିଛି ଲାଭ ହୋଇନଥାଏ ବରଂ କ୍ଷତି ହୋଇଥାଏ । ଏହା ଆମେ ଜାଣିଲା ପରେ ମଧ୍ୟ ଆମେ ସେହି ପୂର୍ବ ଭଳି କ୍ରୋଧ କରିଥାଉ । ଆମକୁ ଧନ ବା ମାନ କେବେ କୌଣସି ଜିନିଷ ରାଗ ଦ୍ଵାରା ମିଳିନଥାଏ । ଯଦି ମିଳିଥାଏ ସେଇଟା ହେଉଛି ପରିଶ୍ରମ ଓ ଚେଷ୍ଟା ଏବଂ ନିଜର ଭଲ ବୃଦ୍ଧି ବିଚାର କରିବା ହେତୁ ମିଳିଥାଏ । କିନ୍ତୁ କିଛି ମଣିଷଙ୍କର ଆଦତ ଯୋଗୁ ସେମାନେ ଏହାକୁ ଛାଡି ପାରିନଥାନ୍ତି । ଆମେ ଚାହିଁଲେ ବି ଆମ ରାଗକୁ ନିୟତ୍ରଣରେ ରଖି ପାରି ନଥାଉ ।

କାରଣ ଏହା ଆମର ଆଦତ ଓ ପରବର୍ତୀ ସମୟରେ ପ୍ରକୃତିରେ ପରିଣତ ହୋଇଥାଏ । ଯାହା ଫଳରେ ଆମେ ବହୁତ ଜିନିଷ ନଷ୍ଟ କରିଥାଉ ଓ ସବୁଠୁ ବଡ କଥା ହେଉଛି ଏହାପରେ ଆମକୁ ଚେତା ଆସିଥାଏ କି ରାଗ କମିଲା ପରେ ଆମେ ଜାଣିଥାଉ କିଛି ଜିନିଷ ଭାଙ୍ଗି ଯାଇଛି । କ୍ରୋଧ ଆଉ କିଛି ନୁହେଁ କେବଳ ଆମର ଛୋଟ ପିଲା ବୃଦ୍ଧି ଭଳି କିନ୍ତୁ ଆମେ ଯଦି ଭାବିବା ଆମେ ଛୋଟ ପିଲା ନୁହନ୍ତି ଓ ଆମେ ଛୋଟ ପିଲା ଭଳି ବୃଦ୍ଧି କରୁଛୁ ଏହା ପରେ ଆମ କ୍ରୋଧ କମିଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।