Health Benefits- କେବଳ ଏହାର 1 ପତ୍ରରେ ବାଳ ପୁଣି ହେବ କଳା, ଚେହେରାରେ ଆସିବ ଚମକ, ଶରୀର ରହିବ ସୁସ୍ଥ ସବଳ, କେବେବି ଆସିବ ନାହିଁ ବୁଢାପା

ଆଜି କାଲି ଯୁଗରେ ଛୁଟି ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇଯାଇଛି । ଆଜି ଆମେ ଆପଣଙ୍କ ଏହାର ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ । ସାଧାରଣ ଭାବରେ ଛୁଟି ଝଡ଼ିବା ଦ୍ୱାରା ଆମେ ଟେନସନରେ ପଡିଯାଉ ଓ ଏହି ଟେନସନରେ ଛୁଟି ଆହୁରି ଝଡି ଯାଏ । ଟେନସନ ବେଳେ ଆମର ଚୁଟି ମୂଳର ରକ୍ତ ସଞ୍ଚାଳନ କାମ ହୋଇଥାଏ ଏଥି ପାଇଁ ଚୁଟିର ମୂଳ କମଜୋର ହୋଇଯାଏ ଓ ଆମ ଚୁଟି ଝଡ଼ିବାକୁ ଲାଗେ ।

କିଛି ଚୁଟି ଝଡ଼ିବା ସମସ୍ୟାରୁ ରକ୍ଷା ପାଇବା ପାଇଁ ବହୁତ ପ୍ରକାରର କ୍ରିମ ଲଗାନ୍ତି  ବା ଅନ୍ୟ କିଛି ଉପାୟ କିମ୍ବା ବିଭିର୍ଣ୍ଣ ଔଷଧ ନିଅନ୍ତି କିନ୍ତୁ ଏହା ଦ୍ବାରା ଚୁଟି ଅଧିକ ଝଡି ଥାଏ । ଚୁଟି ଝଡ଼ିବାର ଏକ କାରଣ ଆମ ଶରୀରର ରକ୍ତ ହୀନତା ଓ ଅତ୍ୟଧିକ ଟେନସନ ।

ଏହାଦ୍ୱାରା ଚୁଟିର ମୂଳ କମଜୋର ହୋଇ ଚୁଟି ଝଡି ଥାଏ । ଆସନ୍ତୁ ଏହାର ଏକ ସହଜ ଉପଚାର ବିଷୟ ରେ ଜାଣିବା । ସଦାବାହାର ଗଛ ତ ସମସ୍ତଙ୍କ ବାଡ଼ିରେ ଅତି ସହଜରେ ମିଳିଯିବ । ଏହାର ଫୁଲ ପିଙ୍କ ଓ ଧଳା ରଙ୍ଗର ହୋଇଥାଏ । ଆପଣ ଏହି ଗଛର କିଛି ଫୁଲ ଓ ପତ୍ର କୁ ଭଲ ବାଟି ଏଥିରୁ ରସ ବାହାର କରନ୍ତୁ । ଏହି ରସକୁ ଚୁଟି ର ମୂଳରେ ଭଲ ଭାବରେ ଏକ ସପ୍ତାହ ଲଗାନ୍ତୁ ଦେଖୀବେ ସପ୍ତାହ ଭିତରେ ଚୁଟି ଝଡ଼ିବା ସମସ୍ୟା ଦୂର ହୋଇଯିବ । ଏହାକୁ ଆପଣ ଏକ ମାସ ବ୍ୟବହାର କଲେ ଚନ୍ଦା ମୁଣ୍ଡରେ ଚୁଟି ଉଠିବା ଆରମ୍ଭ ହୋଇଯିବ ।

ଏହାଛଡା ଏହି ଗଛର ବ୍ୟବହାର ରେ ଆମର ବହୁତ ପ୍ରକାର ରୋଗକୁ ମୂଳରୁ ମାରିଦିଏ । ଆପଣାନଙ୍କର ସ୍କିନ ସମସ୍ୟା ତଥା ମୁହାଣରେ ବଣ ବାହାରିଲେ । ଦାଗ ସମମସ୍ୟା ସୃଷ୍ଟି ହେଲେ । ଏକଜିମା , ସୋରାଇସିସ ଭଳି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି ସଦାବାହାର ଗଛର ଫୁଲ ଓ ପତ୍ରର ଏକ ଓଏସ୍ଟି ତିଆରି କରି ଚେହେରା ରେ ଲଗାଇଲେ ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ସପ୍ତାହକୁ ଦୁଇଥର ଏକମାସ ପର୍ଯ୍ୟନ୍ତ ଲଗାନ୍ତୁ । ଯଦି ଆପଣଙ୍କ ପିତ ଦୋଷ ଅଛି ତେବେ ଆପଣଙ୍କର ପରିଶ୍ରା ହଳଦିଆ ହୋଇଯିବ ।

ଚର୍ମ ରୋଗ ବାହାରି ପାରେ । ଥାଇରାଏଡ଼ , ଡାଇବେଟିସ ଭଳି ରୋଗ ମଧ୍ୟ ସୃଷ୍ଟି ହୋଇପାରେ । ଏଥିପାଇଁ ଆପଣଙ୍କୁ ସକାଳୁ ଉଠି ଏହି ଗଛର ପତ୍ରରୁ ଦୁଇ ତିନୋଟି ଖାଲି ପେଟରେ ଖାଆନ୍ତୁ ଏହି ରୋଗରୁ ମୁକ୍ତି ମିଳିବ । ଏହା ଛଡା ଆପଣଙ୍କୁ ଆପଣଙ୍କ ଖାଦ୍ୟ ଶୈଳୀକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡିବ ଅର୍ଥାତ ବେସି ତେଲିଆ ଓ  ଜଙ୍କଫୂଡ଼ ଠାରୁ ଦୂରେଇ ରହିବା ଉଚିତ । କ୍ୟାନ୍ସର ଭଳି ଘାତକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି ସଦାବାହାର ଗଛର ପତ୍ରରେ ଆଣ୍ଟିଆକ୍ସିଡେଣ୍ଟ ଭର ପୁର ମାତ୍ରାରେ ଥାଏ ।

ଆପଣ ଯଦି ସକାଳୁ ଏହି ଗଛର ଦୁଇଟି ପତ୍ରକୁ ଖାଲି ପେଟରେ ଖାଉଛନ୍ତି ତେବେ ମୋଟା ପଣରୁ ମଧ୍ୟ ରକ୍ଷା ମିଳିଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।