ବିରୋଧୀ ଟୀମ ହେଇ କି ବି KL ରାହୁଲ ଙ୍କ ବ୍ୟାଟିଂ ଜିତିଲା Anushka Sharma ଙ୍କ ହୃଦୟ, କହିଲେ ଏମିତି କଥା କି …Kohli ବି ହେଇଗଲେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟରେ ଖେଳୁଥିବା ମହାନ ଖେଳାଳି ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଆଜିକା ଡେଟରେ ପୁରା ବିଶ୍ବରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । କେତେକ ଖେଳାଳି ମାନେ ନିଜର ଷ୍ଟିଆଲ, ଲୁକ, ବ୍ୟକ୍ତିତ୍ବ ପାଇଁ ତ ଆଉ କେତେକ ଖେଳାଳି ମାନେ ନିଜର ବ୍ୟାଟିଂ, ବୋଲିଂ, କିପିଙ୍ଗ ପାଇଁ ମଧ୍ୟ ଦେଶରେ କୀର୍ତ୍ତି ସ୍ଥାପନ କରି ପାରିଛନ୍ତି । ଯାହାର ତୁଳନା କାହା ସହ କରା ଯାଇପାରିବ ନାହି ।

ଭାରତୀୟ କ୍ରିକେଟରେ ଆପିଏଲ ମ୍ଯାଚ ଗୋଟିଏ ବଡ ପର୍ବ ଭାବେ ପାଳନ କରାଯାଏ । ଏହା ଛଡା ଆମ ଦେଶରେ ଟି-୨୦, ଟି-ସିରିଜ ଭଳି ଅନେକ ମ୍ଯାଚ ଅନୁଷ୍ଠିତ ହୁଏ । ଆଜି ଆମେ ଆପଣ ମାନଙ୍କୁ କ୍ରିକେଟର କେ ଏଲ ରାହୁଲଙ୍କ ଖେଳ ପାଇଁ ଅଭିନେତ୍ରୀ ଅନୁଷ୍କା ଶର୍ମା କି ଭଳି ପ୍ରତିକ୍ରିୟା କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଗତ କାଲୀ RCB ଓ PBKS ମଧ୍ୟରେ କାପତାନି କେ ଏଲ ରାହୁଲ ଓ ପଞ୍ଜାବୀ କିଂସ ଭିତରେ ମ୍ଯାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ଯାଚରେ RCBକୁ ହାରିବାକୁ ପଡିଥିଲା । ଏହି ମ୍ୟାଚରେ ଯେଉଁଠି ଆରସିବି ହାରିଥିଲା ସେହି ଠାରେ କ ଏଲ ରାହୁଲ ଏହି ମ୍ଯାଚକୁ ଜିତାଇବାରେ ମୁଖ୍ୟ ଭୂମିକାରେ ରହିଥିଲେ । କେ ଏଲ ରାହୁଲଙ୍କର ଭଲ ଖେଳ ପାଇଁ ଆରସିବିର କୌଣସି ପ୍ରଭାବ ପଡ଼ିପାରି ନ ଥିଲା ।

କ୍ରିକେଟର କେ ଏଲ ରାହୁଲଙ୍କର ଭଲ ବଲେବାଜି ପାଇଁ ଟିମର ଓନର ପ୍ରୀତି ଜିନ୍ଟାଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଥିଲା । ଏହା ଛଡା ଭାରତୀୟ କ୍ରିକେଟର କପ୍ତାନ ବିରାଟ କୋହଲିଙ୍କ ସ୍ତ୍ରୀ ବଲିଉଡର ମୋଷ୍ଟ ପପୂଲାର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ବହୁତ ପ୍ରଭାବିତ କରିଥିଲା । ଅଭିନେତ୍ରୀ ଅନୁଷ୍କା ଶର୍ମା କେ ଏଲ ରାହୁଲଙ୍କର ବଲେବାଜିରେ ଅଧିକ ଖୁସି ହୋଇ ନିଜ ମତରେ କିଛି ଏମିତି କଥା କହିଛନ୍ତି ଯାହା ଆଗରୁ କେହି କେବେ ଶୁଣି ନ ଥିବେ ।

ଚଳିତ ବର୍ଷ ଏହମଦାବାଦରେ ଖେଳା ଯାଇଥିବା ଆପିଏଲ ମ୍ଯାଚର ୨୬ ତମ ମ୍ଯାଚରେ ପଞ୍ଜାବ କିଂସ ରୟାଲ ଚାଲେଞ୍ଜର ବ୍ଯାଂଳରକୁ ୩୪ ରନରେ ହରାଇଛି । ପଞ୍ଜାବ କିନ୍ସ ପ୍ରଥମେ ଟସ ଜିତି ଆରସିବିକୁ ଜିତେଇବାକୁ ଚେଷ୍ଟା ବା ଉଦ୍ୟମ କରିଥିଲା । କିନ୍ତୁ ବିରାଟ କୋହଳି ୮ଟି ୱିକେଟରେ ୧୪୫ ରନ କରିଥିଲେ । କେ ଏଲ ରାହୁଲ ନିଜ ବଲେବାଜିରେ ନିଜ ଟିମକୁ ଜିତାଇବାରେ ସଫଳ ହୋଇଛନ୍ତି ।

କେ ଏଲ ରାହୁଲ ୫୧ ରନ କରି ନିଜ ଟିମକୁ ଆଗକୁ ନେଇ ଜିତିବାରେ ସଫଳ ହୋଇଛନ୍ତି । କେ ଏଲ ରାହୁଲଙ୍କର ଏଭଳି ବଲେବାଜିକୁ ଦେଖି ଅଭିନେତ୍ରୀ ଅନୁଷ୍କାଶର୍ମା ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ “ଆରସିବି ନିଜ ଟିମକୁ ଜିତାଇବା ପାଇଁ ପୂରାପୂରି ଉଦ୍ୟମ କରିଥିଲେ । କିନ୍ତୁ ଶେଷରେ ଆରସିବିକୁ ହାରର ସାମ୍ନା କରିବାକୁ ପଡିଥିଲା । କିନ୍ତୁ କେ ଏଲ ରାହୁଲଙ୍କ ପର୍ଫୋମାନ୍ସ ସମସ୍ତଙ୍କର ଦିଲ ଜିତିଛନ୍ତି” ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ