ପ୍ରତିଦିନ ମାତ୍ର ଗୋଟିଏ ଚୁଟକି, ବଡ ପେଟ, ମୋଟାପା, ଚଉଡା ଅଣ୍ଟା ଓ ଜଙ୍ଘ ର ସବୁ ଚର୍ବି ଏକା ଥରେ ତରଳିଯିବ- Health Tips

ଆମ ଶରୀର ଅଧିକ ଓଜନ ରହିଲେ ଅନେକ ପ୍ରକାରର ସମସ୍ଯା ସୃଷ୍ଟି ହୋଇଥାଏ । ସେଥି ପାଇଁ ଯେତେ ସମ୍ଭବ ପାଣି ପିଇବା ଉଚିତ । କିଛି ଲୋକ ମାନେ ପାଣିକୁ ଏକା ଥରେ ପିଅନ୍ତି । ଯାହା ଫଳରେ ଆପେଣ୍ଡିକ୍ସ, ହ-ର-ନି-ଆ ଆଦି ରୋଗ ଦେଖାଯାଏ । ଆୟୁର୍ବେଦିକ ଅନୁସାରେ ଯେପରି ଆମେ ଚାହା, କଫି, ଗରମ କ୍ଷୀର ପିଇଥାଉ ସେହିପରି ପାଣି ପିଇବା ଉଚିତ । ଏହି ପରି ଭାବେ ପାଣି ପିଇଲେ କେବେ ବି ଆମ ଶରୀରରେ ମୋଟାପା ଦେଖା ଯାଏ ନାହି ।

ଯଦି ପାଣି ସେକ କରି ପିଇବେ ତେବେ ଓଜନ ମଧ୍ୟ ବଢି ନ ଥାଏ । ଯଦି ଆପଣଙ୍କର ଓଜନ ଅଧିକ ରହିଛି ତେବେ ୬ରୁ ୭ ମାସ ପର୍ଯ୍ୟନ୍ତ ପାଣି ଧୀର ସ୍ଥିର ଭାବେ ପିଇଲେ ଆମ ଶରୀରର ଓଜନ କମ ହୋଇଥାଏ । ଯଦି ପାଣିକୁ ସେକ କରି ପିଇବେ ତେବେ ଆଁଠୁ, ଗଣ୍ଠି ଯନ୍ତ୍ରଣା ୭ ଦିନ ଭିତରେ ୨୫ ପ୍ରତିଶତ କମ ହୁଏ । ଯଦି ପାଦ ଫାଟୁଥାଏ ବା ଜଏଣ୍ଟ ପେନ ହେଉଥାଏ ତେବେ ପାଣିକୁ ଏହି ଭଳି ଭାବେ ସେବନ କରିଲେ ୨୫ ପ୍ରତିଶତ କମ ହୋଇଥାଏ ।

ମୁଣ୍ଡ ବୁଲେଇବା, ମୁଣ୍ଡ ବିନ୍ଧିବା ଆଦି ସମସ୍ୟାର ସମାଧାନ ହୋଇଥାଏ । ଖାଇବାର ଦେଢ ଘଣ୍ଟା ପରେ ପାଣି ପିଇବା ଉଚିତ । ସକାଳୁ ଜୁସ, ମନ୍ଧ୍ଯାହ୍ନରେ ଲସି, ରାତିରେ କ୍ଷୀର ପିଇବା ଉଚିତ । ଯଦି ଆପଣଙ୍କର ପେଟରେ ଅଧିକ ଚର୍ବି ହୋଇଛି ବା ଆପଣ ଅଧିକ ଓଜନ ହୋଇଛନ୍ତି ତେବେ ତାହାର ୩ଟି ପ୍ରତିକାର ରହିଛି । ପ୍ରଥମଟି ହେଉଛି ଅଳସୀ ଯାହାକୁ ସେବନ କରିଲେ ପେଟର ଚର୍ବି କମ ହୋଇଥାଏ ।

ଦିତୀୟଟି ହେଉଛି ଜୀରା ଯାହା ଇମୁନିଟି ସିଷ୍ଟମକୁ ନିୟନ୍ତ୍ରଣ କରିଥାଏ ଫଳରେ ଚର୍ବି ଅଂଶ କମ ହୋଇଥାଏ । ତୃତୀୟଟି ହେଉଛି ଜୁଆଣୀ ଯାହା ପେଟର ଚର୍ବି ଅଂଶ କମାଇବାରେ ସାହାଜ୍ଯ କରିଥାଏ । ଏହି ୩ଟି ଜିନିଷର ମିଶ୍ରଣ ପ୍ରସ୍ତୁତ କରିବାକୁ ହେଲେ ୩ ଚାମଚ ଅଳସୀ, ୨ ଚାମଚ ଜୀରା, ୨ ଚାମଚ ଜୁଆଣୀକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ । ପ୍ରତେକ ଦିନ ସକାଳେ ଖାଲି ପେଟରେ ଏହି ପାଉଡରକୁ ଗରମ ପାଣିରେ ମିଶାଇ ପିଇଲେ ପେଟର ଚର୍ବି ଅଂଶ କମ ହୋଇଥାଏ ।

ଯଦି ଅତି ଶୀଘ୍ର ଚର୍ବି କମ କରିବାକୁ ଚାହୁଛନ୍ତି ତେବେ ଏହାକୁ ଦିନକୁ ୨ ଥର ସେବନ କରନ୍ତୁ । ଅଳସୀ ଆମ ଶରୀରକୁ ଅଧିକ ଗରମ କରିଥାଏ । ସେଥି ପାଇଁ ଏହି ଗୁଣ୍ଡକୁ ସେବନ କରିବା ପରେ ଥଣ୍ଡା ଜିନିଷର ସେବନ କରିବା ଉଚିତ । ଏହା କରିବା ଫଳରେ ଆମ ଶରୀରର ଚର୍ବି ଅଂଶ ବହୁତ ଜଲ୍ଦି କମ ହୋଇଥାଏ ।