ଶ୍ରୀ ଜଗନ୍ନାଥ ଙ୍କ ଓଜନ କେତେ ? ଖୋଲିଲା ରହସ୍ୟ- Malika Bachan

ଜଗନାଥଙ୍କ ବିଷୟରେ କିଏ ନ ଜାଣେ ସେ ହେଉଛନ୍ତି ପ୍ରଭୁ ବିଷ୍ଣୁ । କଲି  ଯୁଗରେ ସେ ଜଗନାଥ ନାମରେ ଆସିଛନ୍ତି । ତେବେ ଯେତେବେଳେ ବି ପ୍ରଭୁ ଜନ୍ମ ନିଅନ୍ତି ପାପର ବିନାଶ ଓ ପୂଣ୍ୟର ଆରମ୍ଭ ହୁଏ । ଏହାଙ୍କୁ ବଡ ଠାକୁର ବୋଲି ମଧ୍ୟ କୁହାଯାଏ । ଏହାଙ୍କ ମନ୍ଦିର ଓଡିଶା ରେ ଅଛି । ପତିତ ମାନଙ୍କୁ ଉଧାର କରିବା ପାଇଁ ଭଗବାନ ଙ୍କ ଏହି ରୂପ । ତେବେ ଆପଣ ମାନେ ଜାଣି ଥିବେ କି ଦ୍ଵାପରରେ କୃଷ୍ଣ ଓ ତ୍ରେତେୟାରେ ରାମ ଭାବେ ଜନ୍ମ ନେଇଥିଲେ ଭଗବାନ ।

ନିଜର ଭକ୍ତଙ୍କୁ ସଙ୍କଟରୁ ଉଧାର କରିବା ପାଇଁ ଯୁଗେ ଯୁଗେ ଆସିଥାନ୍ତି ଭଗବାନ ତେବେ ନିଜର ପରିବାର ମଧ୍ୟ ବନାଇ ଥାନ୍ତି ଏହି ଠାକୁର । ସ୍ତ୍ରୀ ଲକ୍ଷ୍ମୀ , ଭାଇ ବଳରାମ , ମାଉସୀ ଗୁଣ୍ଡିଚା ଓ କିଛି ବନ୍ଧୁ । ଏହି ବନ୍ଧୁ ମାନଙ୍କୁ ପଞ୍ଚ ସଖା କୁହାଯାଏ । ଏମାନେ ମଣିଷ ଭାବେ ଜନ୍ମ ଗ୍ରହଣ କରିଥିଲେ ବି ନିଜର ଭକ୍ତି ବଳରେ ହୋଇ ପାରିଥିଲେ ଭଗବାନଙ୍କ ବନ୍ଧୁ  ।

ଏମାନେ ଭଗବାନ ଙ୍କ ଏତେ ପାଖରେ କି ଯାହା ଆମେ କଳନା କରି ପାରିବାନି । ଏହି ବନ୍ଧୁ ମାନେ ଭଗବାନ ଙ୍କ ପରିବାର ମଧ୍ୟରେ ସାମିଲ ଯାହା କେବଲ ଗୋଟେ ଦେବତା ପାଇଁ ସମ୍ଭବ । ଲୋକ କୁହନ୍ତି ପ୍ରଭୁ ଙ୍କ ବିଷୟରେ କହିବା ସମ୍ଭବ ନୁହେଁ ମାତ୍ର କିଛି ଜଣ ନିଜର ଆରାଧନା ବଳରେ ପ୍ରଭୁଙ୍କୁ ନିଜର ଏକ ସଙ୍ଗାତ ମଣନ୍ତି । ଯଦି ଆପଣ କେବେବି ପୂରି ଯିବେ ତେବେ ନିଶ୍ଚୟ ପଞ୍ଚ ସଖା ପୀଠ ଯିବେ ।

ଯେତିକି ପୂନ୍ୟ ଆମେ ପ୍ରଭୁଙ୍କୁ ଦେଖି ପାଇବା ତା ଠାରୁ ଅଧିକ ପୂନ୍ୟ ଏହି ପଞ୍ଚ ସଖା ପିଠରୁ ପାଇବା । ତେବେ ଆମେ ଆଜି ଆପଣଙ୍କୁ ବଳରାମ ଦାସ ଙ୍କ ସମାଧି ପୀଠକୁ ନେଇ କିଛି କହିବାକୁ ଯାଉଛୁ ଆସନ୍ତୁ ଜାଣିବା ଏହି ପିଠର ମହତ୍ଵ କେତେ । ବଳରାମ ଦାସଙ୍କ ସମାଧି ପୀଠ । ପଞ୍ଚ ସଖା ମାନଙ୍କ ମଧ୍ୟରୁ ଗୋଟେ ସଖା । ଏମାନେ ବୈକୁଣ୍ଠ ନୁହେଁ କିନ୍ତୁ ଗୋଲକ ବୈକୁଣ୍ଠରେ ଯେଉଁଠି ରାଧା ଓ କୃଷ୍ଣ ଏକ ହୋଇ ରୁହନ୍ତି ।

ଶେଠୀ ଏହି ସଖା ମାନେ କୃଷ୍ଣ ଙ୍କ ସହ ରୁହନ୍ତି । ଏମାନେ ପରମ ମିତ୍ର ଅଟନ୍ତି । ଯେତେବେଳେ ଭଗବାନ ଦ୍ଵାପରରେ ଜନ୍ମ ନେଲେ ସେତେବେଳେ ସେ ସବୁ ଭଗବାନ ଦେବତା , ଋଷି ,ଦେବୀ ,ଆଦୀଙ୍କୁ ଜନ୍ମ ନେବାକୁ କହିଥିଲେ । ଅଭି ଜଗନାଥ ଦାରୁ ରୂପେ ଅବତାର ଗ୍ରହଣ କରିଛନ୍ତି ମାତ୍ର ମାନବ ଲୀଳା କରୁଛନ୍ତି।

ଯେତେବେଳେ ଜଗନାଥ ଙ୍କୁ ଜଗତ ଅପେକ୍ଷା କରିଛି ସେତେବେଳେ ସେ ନିଜ ପଞ୍ଚ ସଖାଙ୍କୁ ଅପେକ୍ଷା କରିଛନ୍ତି ଏଥିରୁ ଏହି ପଞ୍ଚ ସଖାଙ୍କ ମହତ୍ଵ ଜଣା ପଡୁଛି। ଭକ୍ତ ବଳରାମ ଦାସ ଯିଏ କି ଜଗନାଥ ଙ୍କର ଏକ ମିତ୍ର । ସେ ଲକ୍ଷ୍ମୀ ପୁରାଣ ମଧ୍ୟ ରଚନା କରିଥିଲେ । ତେଣୁ ତାଙ୍କ ସମାଧି ପିଠକୁ ଆମେ ପୂଣ୍ୟ ସ୍ଥଳ ବୋଲି ମାନି ଥାଉ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ