କିନ୍ନର ଙ୍କୁ ଦେଖିବା ମାତ୍ରେ କହି ଦିଅନ୍ତୁ ଏହି 2 ଟି ଶଦ୍ଦ, ସଂପୂର୍ଣ୍ଣ ଭାଗ୍ୟ ଖୋଲିଯିବ… Sadhu bani

ବନ୍ଧୁଗଣ ଆମ ଦେଶ ଭାରତରେ ସବୁ ପର୍ବପର୍ବାଣିକୁ ଖୁବ ଧୂମଧାମ ସହକାରେ ପାଳନ କରାଯାଇଥାଏ । ତେବେ ଏହି ଓଷାବାର ପର୍ବପର୍ବାଣି ତଥା ବାହାଘର ଭଳି ଅନେକ ମାଙ୍ଗଳିକ କାର୍ଯ୍ୟରେ କିଛି ଲୋକ ଘରକୁ ପଇସା ମାଗିବାକୁ ଆସିଥାନ୍ତି । ତେବେ ସେଥିମଧ୍ୟରେ କିନ୍ନର ମାନେ ମଧ୍ୟ ରହିଥାନ୍ତି । କିଛି ଲୋକ କିନ୍ନର ତାଙ୍କ ଘରକୁ ଆସିବା ଦେଖି ତାଙ୍କ ମାନଙ୍କୁ ସେଠାରୁ ଚାଲିଯିବା ପାଇଁ କହିଥାନ୍ତି । ହେଲେ ବହୁତ ଲୋକ କିନ୍ନର ମାନଙ୍କୁ ଦେଖିଲେ ତାଙ୍କ ହାତରେ କିଛି ଟଙ୍କା ମଧ୍ୟ ଦେଇଥାନ୍ତି ।

କାରଣ କଥାରେ ଅଛି, କିନ୍ନର ମାନେ ଯେତେବେଳେ କୌଣସି ଲୋକଙ୍କୁ କିଛି ଆଶ୍ରୀବାଦ କରିଥାନ୍ତି । ସେହି ଆଶ୍ରୀବାଦ ବହୁତ ପ୍ରଭାବଶାଳୀ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେ ଯେତେବେଳେ ବି ଆପଣ ମାନେ ଆପଣଙ୍କ ଘର, ଅଫିସ କି ଦୋକାନରେ କିନ୍ନର ମାନଙ୍କୁ ଦେଖୁଛନ୍ତି । ତେବେ ତାଙ୍କୁ ଦେଖିବା ମାତ୍ରେ ଏହି 2 ଟି ଶବ୍ଦ ତାଙ୍କ ସାମ୍ନାରେ ନିହାତି ଭାବେ କୁହନ୍ତୁ ।

ତେବେ କିନ୍ନର ମାନଙ୍କୁ ଦେଖିଲେ ତାଙ୍କ ଆଗରେ କଣ କହିବେ ଏଠାରେ ଜାଣନ୍ତୁ । ତେବେ ଯେତେବେଳେ ଆପଣ କୌଣସି କିନ୍ନରକୁ ପଇସା ଦେଉଛନ୍ତି । ତାଙ୍କୁ ପଇସା ଦେଇସାରିବା ପରେ ଏହି ଶବ୍ଦ ତାଙ୍କ ଆଗରେ ନିହାତି କହି ଦିଅନ୍ତୁ । ଯେ ଆପଣ ଆଉ ଥରେ ଆସିବେ । ହଁ ଆଜ୍ଞା କିନ୍ନରଙ୍କୁ ପଇସା ଦେଇସାରିବା ପରେ କହି ଦିଅନ୍ତୁ ଆଉ ଥରେ ଆସିବେ । କାରଣ ଯେତେବେଳେ ଆପଣ ଏହି କଥାଟି ତାଙ୍କୁ କହିଥାନ୍ତି ।

ସେତେବେଳେ କିନ୍ନରଙ୍କୁ ଲାଗିଥାଏ । ଯେ ଆପଣ ତାଙ୍କୁ ଯେଉଁ ବି ଟଙ୍କା ଦେଇଛନ୍ତି । ତାହା କୌଣସି ବାଧ୍ୟବାଧକାତାରେ ନୁହେଁ । ବଂର ସେହି ଟଙ୍କାକୁ ଆପଣ ତାଙ୍କୁ ହୃଦୟରୁ ଖୁସିରେ ଦେଇଛନ୍ତି । ଯାହା ଫଳରେ କିନ୍ନର ମଧ୍ୟ ଆପଣଙ୍କୁ ନିଜ ହୃଦୟରୁ ଖୁସିରେ ଖୁସିରେ ଆପଣଙ୍କ ଉପରେ ଆଶ୍ରୀବାଦର ବର୍ଷା କରିବେ ।

ଯାହା କି ଆପଣଙ୍କ ଭାଗ୍ୟକୁ ଚମକାଇ ଦେବା ଭଳି ଗୁଣ ତାଙ୍କ ଠାରେ ରହିଥାଏ । କାରଣ କିନ୍ନର ମାନଙ୍କର ଆଶ୍ରୀବାଦରେ ବହୁତ ସୁଫଳ ରହିଥାଏ ବୋଲି ମାନାଯାଇଥାଏ । ଆଶା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଗୋଟେ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ