ଗର୍ଭଧାରଣର ସଠିକ୍‌ ସମୟ କ’ଣ ? Dr Priyadarshini Tripathy

ଗର୍ଭଧାରଣର ସଠିକ ସମୟ କ’ଣ ? ବହୁତ ଦମ୍ପତ୍ତିଙ୍କର ଗର୍ଭଧାରଣକୁ ନେଇ ଅନେକ କିଛି ମନରେ ପ୍ରଶ୍ନ ରହିଥାଏ ? ଗର୍ଭଧାରଣର ସଠିକ ସମୟ କଣ ହୋଇଥାଏ ? କଣ କଲେ ମହିଳା ପ୍ରେଗନେଣ୍ଟ ହୋଇପାରିବେ ? ତେବେ ଗର୍ଭଧାରଣକୁ ନେଇ ମନରେ ଥିବା ଅନେକ ଗୁଡିଏ ଗୁରୁତ୍ଵପୂର୍ଣ୍ଣ କଥା ଉପରେ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀ କଣ ପ୍ରତିକ୍ରିୟା ରଖୁଛନ୍ତି ଆସନ୍ତୁ ଜାଣିବା । ତେବେ ଡାକ୍ତରଙ୍କ କହିବା ଆଧାରରେ ବହୁତ କପୁଲ୍ ମୋ ପାଖକୁ କମ୍ପ୍ଲେନ ନେଇକି ଆସିଥାନ୍ତି ।

ଯେ ସ୍ଵାମୀଙ୍କ ଧାତୁ ଠିକ ରହୁଛି, ମେନ୍ସ ବି ଠିକ ସମୟରେ ହେଉଛି, ହରମୋନ ଠିକ ରହୁଛି ଆମେ କୌଣସି ଗର୍ଭନିରୋଧକ ମଧ୍ୟ ବ୍ୟବହାର କରୁନାହୁଁ । ହେଲେ ଏତେ ସବୁ କରି ମଧ୍ୟ କଂସିବ କରିବାରେ ଆମର ଅସୁବିଧା ରହୁଛି । ମହିଳା ମାନେ ପ୍ରେଗନେଣ୍ଟ ହେବାରେ ବହୁ ସମସ୍ଯା ରହୁଛି । ତେବେ ଗର୍ଭଧାରଣକୁ ନେଇ ଏଭଳି କିଛି ମନରେ ଦ୍ଵନ୍ଦ ରହିଥିଲେ । ସେମାନଙ୍କୁ ମୁଁ ଏଠାରେ କହି ରଖିବା ପାଇଁ ଚାହୁଁଛି ।

ଯେ ସବୁ ସ୍ତ୍ରୀ ଲୋକଙ୍କର ପ୍ରତି ସାଇକେଲରେ ଇଣ୍ଟରକୋର୍ସ କରିବା ଦ୍ଵାରା ମହିଳା ପ୍ରେଗନେଣ୍ଟ ହେବାର 25 ପ୍ରତିଶତ ସମ୍ଭାବନା ରହିଥାଏ । ଯଦି ଜଣେ ମହିଳାଙ୍କ ପିରିୟଡ୍ସ ଯଦି ଠିକ ଭାବେ ମାସକୁ ମାସ ହେଉଛି । ଯେତେବେଳେ ମହିଳାଙ୍କ ଓଭାରୀରୁ ଓଭମ ବାହାରିଥାଏ । ସେଇଟା ଡେ-30 ରୁ ଡେ-15 ମଧ୍ୟରେ ହିଁ ବାହାରିଥାଏ । ଓଭାରୀରୁ ବାହାରୁଥିବା ଓଭମ ବା ଅଣ୍ଡା ମାତ୍ର 24 ଘଣ୍ଟା ପର୍ଯ୍ୟନ୍ତ ହିଁ ବଞ୍ଚିକି ରହିଥାଏ ।

ତେଣୁ ଏହି ଅଣ୍ଡା ନଷ୍ଟ ହେବା ପୂର୍ବରୁ ମାନେ ଡେ-30 ରୁ ଡେ-15 ମଧ୍ୟରେ ଯେତେବେଳେ ଅଣ୍ଡା ରିଲିଜ ହେଉଛି । ଅଣ୍ଡା ରିଲିଜର 24 ଘଣ୍ଟା ପୂର୍ବରୁ ଯଦି କପୁଲ୍ ଇଣ୍ଟରକୋର୍ସ କରନ୍ତି । ତେବେ ସେହି କ୍ଷେତ୍ରରେ ମହିଳା ମାନଙ୍କର ପ୍ରେଗନେଣ୍ଟ ହେବାର ସମ୍ଭାବନା ଅଧିକ ରହିଥାଏ । ସେଥିପାଇଁ ଗର୍ଭବତୀ ପାଇଁ ଇଚ୍ଛୁକ ଥିବା ମହିଳା ଡେ-12 ରୁ ଡେ-16 ମଧ୍ୟରେ ହିଁ କପୁଲ୍ସ ଇଣ୍ଟରକୋର୍ସ କରିପାରିବେ ।

ଡେ-12, ଡେ-14, ଡେ-16, ଡେ-18 ଏହିଭଳି ଭାବେ ଯଦି ଦିନେ ଛଡା ଦିନେ କପୁଲ୍ସ ଶାରୀରିକ ସମ୍ବଦ୍ଧ ବନାଇବେ । ତେବେ ସେହି କ୍ଷେତ୍ରରେ ମହିଳା ଗର୍ଭବତୀ ହେବାର ସମ୍ଭାବନା ବହୁତ ଅଧିକ ବଢିଯାଇଥାଏ ।

ତେଣୁ ମହିଳା ମାନଙ୍କ ପିରିୟଡ୍ସ ସାଇକେଲ ରେଗୁଲାର ଥିଲେ । ସେମାନେ ଏହି ସବୁ ଦିନ ମାନଙ୍କରେ କଂସିବ ପାଇଁ ଇଣ୍ଟରକୋର୍ସ କରିପାରିବେ । ତେବେ ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ସହ ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ ।