Baleswar ଜିଲ୍ଲା Sora ରୁ ଜଣଙ୍କ ଘରେ ଲୁଚିଥିଲା ଏକ ଭୟଙ୍କର ନାଗରାଜ (King Cobra), ସଂସାରର ସବୁଠୁ ଲମ୍ବା ବିଷଧର ସାପ, ପୁରା Video ଦେଖିଲେ ଆପଣଙ୍କ ନିଦ ହଜିଯିବ

ନାଗରାଜ, ଅହିରାଜ ବା କିଂ କୋବ୍ରା ଦୁନିଆର ସବୁଠୁ ଲମ୍ବା ବି-ଷ-ଧ-ର ସାପ ଅଟେ । ନାଗ ପ୍ରଜାତିର ଏହି ସାପ ତା ପାଟିରୁ ବି-ଷ ଉଦଗାର ଅକ୍ରିୟ ମଧ୍ୟ ଆ-କ୍ର-ମ-ଣ କରିପାରେ । ଏହି ବି-ଷ ଏତେ ଭୟଙ୍କର ଯେ ମନୁଷ୍ୟ ଦେହରେ ପଡିଲେ ସ୍ନାଯୁକୁ ଅଚଳ କରି ଦେଇପାରେ । ଏହି ଅହିରାଜ ସାପ ପ୍ରାୟତଃ ଅନ୍ୟ ସାପଙ୍କୁ ହିଁ ନିଜ ଶି-କା-ର ବନେଇ ଭୋଜନ କରେ । ଦିନ ସମୟରେ ହିଁ ଏହି ସାପ ଅଧିକ ସକ୍ରିୟ ରୁହନ୍ତି । ଅହିରାଜ ହିଁ ଏକମାତ୍ର ପ୍ରଜାତିର ସାପ ଯିଏ ନିଜ ରହିବା ପାଇଁ ବସା ତିଆରି କରେ ଓ ନିଜେ ଅଣ୍ଡାକୁ ସୁରକ୍ଷା ପ୍ରଦାନ କରନ୍ତି ।

ଏହି ଅହିରାଜ ସାପର ଜୀବନକାଳ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ଏମାନେ ପାହାଡ ଓ ଗଛ ଚଢିବା ସହ ପାଣିରେ ଭଲ ପହଁରି ପାରନ୍ତି ମଧ୍ୟ । ଏହି ସାପର ବି-ଷ ଏତେ ଭୟଙ୍କର ଯେ ହାତୀର ଜୀବନ ମଧ୍ୟ ଚାଲିଯାଇ ପାରେ । ଅହିରାଜ ସାପ ମାସ ମାସ ଧରି ଭୋଜନ ନ କରି ମଧ୍ୟ ରହିପାରେ । ଅହିରାଜ ସାପ କା-ମୁ-ଡି-ଲେ ଯଦି ତୁରନ୍ତ ଚିକିତ୍ସା ନ କରାଯାଏ ତେବେ ମାତ୍ର ୩୦ମିନିଟ ମଧ୍ୟରେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇ ପାରେ ।

ଏହି ଅହିରାଜ ବା କିଙ୍ଗ କୋବ୍ରା ସାପକୁ ବାଲେଶ୍ଵର ସୋର ର ଓଉପଦ ଗ୍ରାମରୁ ଜଣେ ଚାଷୀଙ୍କ ଘରୁ ଉଦ୍ଧାର କରାଯାଇ ଥିଲା । ପାହାଡିଆ ଅଞ୍ଚଳ ହୋଇଥିବାରୁ ସେହି ଇଲାକା ବନ୍ୟ ଜୀବଜନ୍ତୁଙ୍କ ବାସସ୍ଥଳୀ ଅଟେ । ଚାଷୀଙ୍କ ଘରେ ପଡି ରହିଥିବା କିଛି କାଠ ଗଦା ଭିତରେ ଆସି ପଶି ରହିଥିଲା ଅହିରାଜ ସାପ । ଗ୍ରାମବାସୀ ଏହା ଜାଣିବା ପରେ ସ୍ଥାନୀୟ ସାପଧରାଳିଙ୍କୁ ଖବର ଦେଇଥିଲେ । ଏତେ ଲମ୍ବା ଅହିରାଜ ସାପକୁ ଦେଖିବା ପାଇଁ ସେଠାରେ ସ୍ଥାନୀୟ ଲୋକେ ଖୁବ ଭିଡ ଜମାଇ ଥିଲେ ।

ବନ୍ୟ କର୍ମଚାରୀଙ୍କ ଉପସ୍ଥିତରେ ସାପଧରାଳି ଅତ୍ୟନ୍ତ କୌଶଳପୂର୍ଣ୍ଣ ଭାବେ ସାପକୁ ଧରି ବାହାରକୁ ଆଣିଥିଲେ ଓ ସଫଳତାର ସହ ଏକ ମୁଣା ଭିତରେ ପୁରାଇ ଜଙ୍ଗଲ ସ୍ଥାନରେ ଛାଡିବାକୁ ନେଇ ଯାଇଥିଲେ । ଆମ ଦେଶ ଭାରତରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ କୋବ୍ରା ସାପକୁ ମାରିବା ବେଆଇନ ଅଟେ । ଏପରି କରିବା ଦ୍ଵାରା ୬ ବର୍ଷର ଜେ-ଲ ଦ-ଣ୍ଡ ଓ ଜୋ-ରି-ମା-ନା ଭୋଗିବାକୁ ପ-ଡି-ପା-ରେ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।