ଝିଅ ଏମିତି କଣ କଲା ଯେ ଘରଲୋକ ନିଜେ Video ବନେଇ Viral କଲେ ? ପୁରା Video ଦେଖିଲେ ଆପଣ ତାଜୁବ ହେଇଯିବେ !

ନିଜ ପ୍ରେମିକ ବା ପ୍ରେମିକାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ବା ତାଙ୍କ ସହ କିଛି ମୂହୁର୍ତ୍ତ ବିତାଇବା ପାଇଁ ସମସ୍ତେ ଅଥୟ ଅଧୀର ହୋଇଯାନ୍ତି । ଆଉ ଏଥିପାଇଁ ଖୋଜି ବୁଲନ୍ତି କେତେ ସୁଯୋଗ । ପ୍ରେମିକ ଲୁ-ଚି ଲୁ-ଚି ପ୍ରେମିକାଙ୍କ ଘରକୁ ଆସିଥିବା ଏବଂ କେହି ଆସିଗଲେ ପରଦା ପଛରେ, ଆଲମୀରା ଭିତରେ କିମ୍ବା ଖଟ ତଳେ ଲୁ-ଚି-ବା-ର ଆପଣ ଅନେକ ଫିଲ୍ମରେ ଦେଖିଥିବେ । କିନ୍ତୁ କେବେ କେଉଁ ଟ୍ରଙ୍କ ବା ବାକ୍ସ ଭିତରେ ପ୍ରେମିକ ଲୁ-ଚି ରହିଥିବାର ଦେଖିଛନ୍ତି କି ? ଏପରି ଏକ ନିଆରା ଘ-ଟ-ଣା-ର ଭିଡିଓ ଏବେ ଖୁବ ଭା-ଇ-ରା-ଲ ହେଉଛି ।

ବୁଢୀ ଅସୁରୁଣୀର କୁହୁକ ପେଡିର ଜୀବନ ଥିବା ଗପ ଭଳି ଏଠି ସତରେ ଟ୍ରଙ୍କ ଭିତରୁ ବାହାରିଥିଲେ ପ୍ରେମିକ । ଘରଲୋକଙ୍କ ଅନୁପସ୍ଥିତିରେ ପ୍ରେମିକା ଘରକୁ ଆସିଥିଲେ ପ୍ରେମିକ । କିନ୍ତୁ ଘରଲୋକ ଫେରିବା ପରେ ଏହି କଥା ଜାଣି ନେଇଥିଲେ । ଏହାପରେ ପ୍ରେମିକାଙ୍କ ଭାଇ ଏବଂ ମାଆ ତାଙ୍କୁ ଟ୍ରଙ୍କ ଖୋଲିବାକୁ ବାରମ୍ବାର କହୁଥିଲେ । ଝିଅ ଏଥିପାଇଁ ରାଜି ହେଉ ନଥିଲେ । ତେଣୁ ସେମାନଙ୍କ ମଧ୍ୟରେ ଅନେକ ସମୟ ଧରି ଚାଲିଥିଲା ଯୁ-କ୍ତ-ତ-ର୍କ ।

ସେପଟେ ଝିଅର ଭାଇଙ୍କୁ ତାଙ୍କ ମାଆ ବାରମ୍ବାର ଭିଡିଓ ବନେଇବା ପାଇଁ ମଧ୍ୟ କହୁଥିଲେ । କିନ୍ତୁ ଝିଅ ବା ପ୍ରେମିକ ଏହାର ପ୍ର-ତି-ରୋ-ଧ କରୁଥିଲେ । ଆପଣ ପ୍ରଥମେ ଭିଡିଓ ଦେଖି ନିଶ୍ଚୟ ଭାବିଥିବେ କି ଟ୍ରଙ୍କ ଭିତରେ ଝିଅଟି ପ୍ରେମିକ ଦେଇଥିବା ସନ୍ତକ ସବୁ ସାଇତି ରଖିଛି । ଯାହା ତାଙ୍କ ଘରଲୋକ ଜାଣିପାରି ତାଙ୍କୁ ବାକ୍ସ ଖୋଲିବାକୁ କହୁଛନ୍ତି । ପ୍ରେମିକ ଦେଇଥିବା ଉପହାର ଘରଲୋକଙ୍କ ନଜରରୁ ଟ୍ରଙ୍କ ଆଦିରେ ଲୁ-ଚା-ଇ ରଖନ୍ତି ପ୍ରେମିକା ମାନେ ।

କିନ୍ତୁ ଅନେକ ସମୟ ପରେ ଯେତେବେଳେ ଯୁବତୀ ଟ୍ରଙ୍କ ଖୋଲିଥିଲେ ଟ୍ରଙ୍କ ଭିତରୁ ବାହାରିଥିଲେ ସ୍ଵୟଂ ପ୍ରେମିକ । ଏହା ଦେଖିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଯେତିକି ଲାଗିବ ହସ ମଧ୍ୟ ସେତିକି ଲାଗିବ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।