King Cobra ର ଏମିତି ଭୟଙ୍କର ଗର୍ଜନ ଶୁଣିଲେ ଆପଣ ମଧ୍ୟ ଭୟରେ ଥରିବେ, ଏହାର ଆକ୍ରମଣରୁ ବଞ୍ଚିବା ମୁସ୍କିଲ, ଦେଖନ୍ତୁ video

ଆମ ଓଡିଶାର ଭଦ୍ରକ ଜିଲ୍ଲାରେ ଅଧିକାଂଶ ନାଗ ପ୍ରଜାତିର ସାପ ଦେଖିବାକୁ ମିଳନ୍ତି । ଖାଦ୍ୟ ସନ୍ଧାନରେ କିମ୍ବା ବାସସ୍ଥାନ ସନ୍ଧାନରେ ଚାଳଛପର ଘରହେଉ ବା କୋଠାଘର ଉଭୟକୁ ପଶି ଆସନ୍ତି ସାପମାନେ । ଆମ ଦେଶରେ ନାଗ ସାପ ବା କୋବ୍ରା ପ୍ରଜାତିର ସାପଙ୍କ ଉଦ୍ଧାର ପାଇଁ ଭାରତ ସରକାର ଆଇନ ପ୍ରଣୟନ କରିଛନ୍ତି । ଏମାନଙ୍କୁ ମା-ରି-ବା ବେ-ଆ-ଇ-ନ ଅଟେ ଓ ଏପରି କରିବା ଦ୍ଵାରା ୬ ବର୍ଷର ଜେ-ଲ ଦ-ଣ୍ଡ ଭୋଗିବାକୁ ପଡିପାରେ ।

ଭଦ୍ରକ ଜିଲ୍ଲାରେ କାହା ଘରେ ସାପ ଦେଖାଗଲେ ସେମାନେ ତୁରନ୍ତ ସ୍ଥାନୀୟ ସାପଧରାଳିଙ୍କୁ ଯୋଗାଯୋଗ କରନ୍ତି ଓ ସେ ଆସି ସାପ ଉଦ୍ଧାର କରି ନେଇ ତାଙ୍କୁ କୌଣସି ସୁରକ୍ଷିତ ସ୍ଥାନରେ ଛାଡି ଦିଅନ୍ତି । ଭଦ୍ରକର ଏକ ଗାଁରେ ଜଣଙ୍କ ଘରର ବାଡିରେ ଏକ ବିରାଟ ବଡ କିଙ୍ଗ କୋବ୍ରା ଦେଖିବାକୁ ମିଳିଥିଲା । ଏହାପରେ ସେମାନେ ସାପଧରାଳିଙ୍କୁ ଖବର ଦେଇଥିଲେ । ସେ ଆସି ସେଠାରୁ ଏହି ଅହିରାଜ ସାପକୁ ଉଦ୍ଧାର କରି ନେଇଥିଲେ ।

ଏତେ ବଡ ସାପକୁ କାବୁ କରିବା ଖୁବ ମୁସ୍କିଲ ହୋଇଥିଲେ ମଧ୍ୟ ସାପଧରାଳି ଜଣକ ଖୁବ କୁଶଳୀ ହୋଇଥିବାରୁ ଅତ୍ୟନ୍ତ ଦକ୍ଷତାର ସହ ତାକୁ କାବୁ କରି ଏକ ମୁଣାରେ ପୁରାଇ ଦେଇଥିଲେ । ଏହାପରେ ବାଲେଶ୍ଵରର ସୋର ଜଙ୍ଗଲ ଓ ପରିବେଶ ବିଭାଗରେ ଏହାକୁ ଛାଡିବାକୁ ନେଇ ଯାଇଥିଲେ । ସେଠାରେ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଅହିରାଜ ସାପକୁ ଜଙ୍ଗଲରେ ଛାଡି ଦେଇଥିଲେ । କିନ୍ତୁ ମୁଣା ଭିତରୁ ଏହାକୁ ଖୋଲିବା ମାତ୍ରେ ସାପଟି ସାପଧରାଳିଙ୍କୁ ଦଂ-ଶ-ନ କରିବାକୁ ଚେଷ୍ଟା କରିଥିଲା ।

କିନ୍ତୁ ସେ ଭୟ ନକରି ଏହାର ଧ୍ୟାନ ଭଟକାଇବାକୁ ଚେଷ୍ଟା କରିଥିଲେ । ତା’ପରେ ସାପଟି ଧୀରେ ଧୀରେ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା । କିଙ୍ଗ କୋବ୍ରା ବା ଅହିରାଜକୁ ଦୁନିଆର ସବୁଠୁ ବି-ଷ-ଧ-ର ସାପ ମଧ୍ୟରୁ ଗୋଟିଏ ବୋଲି ମାନାଯାଏ । ଏହି ସାପ ଖୁବ ଲମ୍ବା ହୋଇଥାନ୍ତି । ପ୍ରାୟ ୬ ମିଟର ପର୍ଯ୍ୟନ୍ତ ଏମାନେ ଲମ୍ବା ହୋଇଥାନ୍ତି ।

ଏହି ସାପ ଏତେ ବି-ଷ-ଧ-ର ଅଟେ ଯେ ଏହା କାମୁଡିବାର ଅଧଘଣ୍ଟା ମଧ୍ୟରେ ସଠିକ ଚିକିତ୍ସା ନକରିଲେ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।