ଟିଭି ର ଏହି ଖତରନାକ ଭିଲେନ “କିଲ୍ୱିସ’ ର ଝିଅ ଦେଖିବାକୁ ଏତେ ହଟ୍, ଦେଖନ୍ତୁ ଫୋଟୋ…

୯୦ ଦଶକ ପିଲାଙ୍କର ସବୁଠୁ ପସନ୍ଦିତା ସିରିୟଲ ଥିଲା ଶକ୍ତିମାନ। ଏହି ଟିବି ସିରିୟଲ ୧୯୯୦ ମସିହାରେ ଆରମ୍ଭ ହୋଇଥିଲା, ଯାହା ଅନ୍ୟ ସବୁ ସିରିୟଲ ର ରେକର୍ଡ ଭାଙ୍ଗି ଥିଲା। ସେହି ସିରିୟଲ ରେ ଥିବା ହିରୋ ଯେତିକି ଚର୍ଚ୍ଚାରେ ଥିଲେ ଭିଲେନ ମଧ୍ୟ ସେହିଭଳି ଚର୍ଚ୍ଚାର ବିଷୟ ଥିଲେ। ଏଥିରେ ହୀରୋ ଭାବେ ଅଭିନୟ କରିଥିଲେ ମୁକେଶ ଖାନ୍ନା, ସେହି ସେରିୟଲ ରେ ଗୋଟେ ଝିଅ ଥିଲା ଯାହାର ନାମ ଥିଲା ଗୀତା ବିଶ୍ବାସ, ୯୦ ଦଶକର ସମସ୍ତ ପିଲା ମନକର ଏହି ସିରିୟଲ ଟି ବହୁତ ପସନ୍ଦ ଥିଲା। ଏହି ସିରିୟାଲ ରେ ତମରାଜ କିଲ୍ୱିସ ର ଅଭିନୟ କରୁଥିବା ଏକ୍ଟରଙ୍କ ନାମ ସୁରେନ୍ଦ୍ର ପାଲ ସିଂହ ଅଟେ।

ତମରାଜ କିଲ୍ୱିସ ର ଏକ ଡାୟଲଗ “ ଅନ୍ଧେରା କାୟମ ରହେ” ବହୁତ ଫେମସ ହୋଇଥିଲା। ସମସ୍ତଙ୍କ ପାଟିରେ ସେହି ଗୋଟେ ଡାୟଲଗ ଶୁଣିବାକୁ ମିଳୁଥିଲା। ଏଥିରେ କିଲ୍ୱିସକୁ ବହୁତ ଖତରନାକ ରୂପରେ ଦେଖିବାକୁ ମିଳୁଥିଲା। କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ଝିଅର କିଛି ଫୋଟୋ ଦେଖାଇବାକୁ ଯାଉଛୁ। ଯିଏ ଦେଖିବାକୁ ବହୁତ ସୁନ୍ଦର। ସୁରେନ୍ଦ୍ରଙ୍କ ଝିଅର ନାମ ରିଚା ପନାଈ ଅଟେ।

ରିଚା ପନାଈଙ୍କ ଜନ୍ମ ୨୪ ଫ୍ରେବୃୟାରି ୧୯୯୩ ରେ ଲଖନଊ ରେ ହୋଇଥିଲା। ୨୫ ବର୍ଷର ରିଚା କିଂଗଫିଶର ଏୟାରଲାଇଂସ ରେ ଏୟାର ହୋସ୍ଟେସ ରୂପେ କାମ କରନ୍ତି। ଏହା ବ୍ୟତୀତ ସେ ଏକ ମଡେଲ ଓ ଅଭିନେତ୍ରୀ ମଧ୍ୟ। ସେ ବଲୀଉଡ ଓ ସାଉଥ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି।

ଏହା ବ୍ୟତୀତ ରିଚା କେତେ ଗୁଡିଏ ଟିଭି ବିଜ୍ଞାପନ ରେ ମଧ୍ୟ କାମ କରିଛନ୍ତି। ସେ ନିଜର ଟିଭି କ୍ୟାରିୟର ଆରମ୍ଭ ଭୀମ ଜ୍ୱେଲ୍ଲେରୀ ନାମକ ଏକ ଜ୍ୱେଲ୍ଲେରୀ କମ୍ପାନୀ ର ବିଜ୍ଞାପନ ରୁ କରିଥିଲେ।