ବିଜୁଳି ମିଟରକୁ ନେଇ ମୋଦୀ ସରକାର ଆଣିବେ ଏମିତି ଏକ ନୂଆ ଯୋଜନା , ଯାହା ବିଷୟରେ ଜାଣିଲେ ଖୁସି ହୋଇଯିବେ ଆପଣ – ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

ଏମିତି ତ ମୋଦୀ ସରକାର କିଛି ନା କିଛି ନୂଆ ଯୋଜନା ବନେଇବାରେ ଲାଗିଛି । ଯଦିଓ ଏହି ସବୁ ଯୋଜନା ଦେଶର ଭଲ ପାଇଁ ହୋଇଥାଏ କିନ୍ତୁ ସବୁଦିନ ଏହି ସବୁ ନୂଆ ଯୋଜନା ପାଇଁ ସାଧାରଣ ଜନତାଙ୍କୁ ବହୁତ ହଇରାଣ ହେବାକୁ ପଡିଥାଏ । ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ ଯେ ମୋଦୀ ସରକାର ବିଦ୍ୟୁତ ବା ବିଜୁଳି କୁ ନେଇ ଏକ ନୂତନ ଯୋଜନା ତିଆରି କରିଛନ୍ତି । ଯାହା ବିଷୟରେ ଜାଣିଲେ ଆପଣ ବୋଧେ ଖୁସି ହୋଇଯିବେ । ଅଜ୍ଞାନ ହଁ, ଆପଣ ମାନେ ତ ଜାଣିଥିବେ ଗରମ ଦିନେ ବିଜୁଳିର ବିଲ୍ କେତେ ଅଧିକା ଆସିଥାଏ,  ଏବେ ସିତ ଦିନ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ସମୟରେ ମୋଦୀ ସରକାର ବିଜୁଳି ମିଟରକୁ ନେଇ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି ।

ଏବେ ଏହି ନୂଆ ଯୋଜନା ଟି କଣ? ଏହା ଜାଣିବା ପାଇଁ ଆପଣଙ୍କୁ ପୁରା ଖବର ପଢିବାକୁ ପଡିବ । ଏମିତି ବି ହୋଇପାରେ ଯେ କିଛି ଲୋକଙ୍କୁ ମୋଦୀ ସରକାର ର ଏହି ଯୋଜନା ପସନ୍ଦ ଆସି ନ ପାରେ ଏବଂ ଏମିତି ମଧ୍ୟ ହୋଇ ପାରେ ମୋଦୀ ସରକାର ର ଏହି ଯୋଜନା ବିଷୟରେ ଜାଣି କିଛି ଲୋକ ଖୁସିରେ ନାଚି ଉଠିବେ । ଆପଣ ଏହି ଯୋଜନା ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ଥିବେ, ତେବେ ଚାଲନ୍ତୁ ଆପଣଙ୍କୁ ଏହି ନୂଆ ଯୋଜନା ବିଷୟରେ ଭଲ ଭାବେ କହିବୁ । ଆପଣ ଏହା ତ ଜାଣି ଥିବେ ମୋଦୀ ସରକାର ଯେବେ ନୂତନ ଯୋଜନା ଆରମ୍ଭ କରନ୍ତି ତା ସହ କେତେ ଗୁଡିଏ ଜିନିଷ ବନ୍ଦ କରି ଦିଅନ୍ତି । ତ କେତେ ଗୁଡିଏ ଜିନିଷ ଆରମ୍ଭ କରନ୍ତି । ଯାହା ଫଳରେ ସାଧାରଣ ଲୋକଙ୍କୁ ଅସୁବିଧା କମ ଫାଇଦା ଅଧିକା ହୋଇଥାଏ ।

ଯଦି ଆପଣଙ୍କ ଘରେ ମଧ୍ୟ ମିଟର ଲାଗିଛି ତେବେ ଆପଣଙ୍କ ପାଇଁ ଏହି ନୂଆ ଯୋଜନା କୌଣସି ଖୁସି ଖବର ଠାରୁ କମ ନୁହେଁ । ଏହି ନୂଆ ଯୋଜନା ଦ୍ଵାରା ଗରିବ ଲୋକ ମାନଙ୍କୁ ଟିକେ ସୁବିଧା ମିଳିବ । ମୋଦୀ ସରକାର ବିଜୁଳି ମିଟର ରେ ପ୍ରିପେଡ କାର୍ଡ ଲଗାଇବେ । ଯେମିତି ଆପଣ ନିଜର ଫୋନ ରିଚାର୍ଜ କରାଉଛନ୍ତି ବା ଟିଭି ରିଚାର୍ଜ କରାଉଛନ୍ତି ଠିକ ସେମିତି ଆପଣଙ୍କୁ ମାସ ଶେଷରେ ନିଜର ମିଟର ରିଚାର୍ଜ କରାଇବାକୁ ପଡିବ । ଯାହା ଫଳରେ ଆପଣଙ୍କ ଘରେ ବିଜୁଳି ପହଞ୍ଚି ଯିବ ।

ଏହା ଏକ ଏମିତି ଯୋଜନା ଯାହାର ସବୁଠୁ ଅଧିକ ଲାଭ ଗରିବ ଶ୍ରେଣୀ ର ଲୋକଙ୍କୁ ହିଁ ମିଳିବ । ଏହି ନୂଆ ଯୋଜନା ପାଇଁ ସେମାନଙ୍କ କଷ୍ଟ ଟିକେ କମ ହେବ । ଯଦିଓ ମୋଦୀ ସରକାର ଏହି ନୂତନ ଯୋଜନା ବିଷୟରେ ଘୋଷଣା କରି ନାହାନ୍ତି କିନ୍ତୁ ଖବର ଅନୁସାରେ ସେ ଏହି ଯୋଜନାର ବହୁତ ଜଲ୍ଦି ଘୋଷଣା କରିବେ । ଟିଭି ରିଚାର୍ଜ ନ ହେଲେ ଗୋଟେ ଦିନ ରହି ହେବ କିନ୍ତୁ ଯଦି ବିଜୁଳି ରିଚାର୍ଜ ନ ହେଲା ତେବେ ଏହାର ପ୍ରଭାବ ବହୁତ ଲୋକଙ୍କ ଉପରେ ପଡିବ ।

ଏମିତିରେ କହିବା କଷ୍ଟ ହେବ ଯେ ଏହି ନୂଆ ଯୋଜନା ରେ ଲୋକ ଖୁସି ହେବେ କି ଦୁଖୀ ।