ଆପଣ ଭାବିବି ପାରିବେନି କିଏ ସେହି AU ଯାହାଙ୍କୁ ରିୟା ସୁଶାନ୍ତଙ୍କ ଯିବା ପରେ କରିଥିଲେ 63 ଥର କଲ

ଆପଣ ମାନେ ନିଶ୍ଚୟ ଜାଣିଥିବେ କି ରିୟା ଙ୍କ ଫୋନ ଡିଟେଲ୍ ରେ ଗୋଟେ ନମ୍ୱର୍ AU ନାମ ରେ ହେଇଥିଲା । ଯାହାକୁ ନେଇ ବହୁତ୍ ପ୍ରଶ୍ନ ଉଠିଥିଲା କି AU ନମର କିଏ ସେ ବ୍ୟକ୍ତି ଯାହାଙ୍କୁ ରିୟା ୭୦ ଥର ଫୋନ କରିଥିଲେ । ନା କେବଳ କରିଥିଲେ ବରଂ ରିସିଭ୍ ମଧ୍ୟ କରିଥିଲେ । ଦୁଇ ପଟୁ କଥା ବାର୍ତ୍ତା ଚାଲିଥିଲା । ମଝିରେ ଖବର ମିଳିଥିଲା ରିୟା ଙ୍କ ସର୍ପୋଟର ଙ୍କ ତରଫ ରୁ କି ସେ ରିୟା ଙ୍କ ସାଙ୍ଗ ଥିଲେ ଯାହାର ନାମ ଅନନ୍ୟା ଉଦାସ ଅଟେ ।

କିନ୍ତୁ ସେ ସବୁ ମିଥ୍ୟା ଥିଲା ବର୍ତମାନ ମିଳିଛି ବଡ଼ ଖବର AU ଆଊ କେହି ନୁହଁ ଆଦିତ୍ୟ ଠାକରେ ଅଟନ୍ତି । ଯଦି ଆପଣ ଆଦିତ୍ୟ ଠାକରେ ଙ୍କ ନା ଗୁଗୁଲ ରେ ସର୍ଚ୍ କରିବେ ବା ଟୁଇଟର ରେ ସର୍ଚ୍ କରିବେ ତେବେ ଆପଣ ନିଜେ ମଧ୍ୟ ଜାଣିପାରିବେ କି ।

ରିୟା ଙ୍କ ଫୋନ ରେ ସେଭ କରାଯାଇଥିବା ନମ୍ୱର୍ କାହାର ଏବଂ ଏହା ଏକ ବଡ଼ କାରଣ ଯାହା ପାଇଁ ସୁଶାନ୍ତ ଙ୍କ ମୃତ୍ୟୁ କେଶ୍ କୁ ଦବାଇ ଦିଆ ଯାଉଚି । କାରଣ ଏଥିରେ ମହାରାଷ୍ଟ୍ର ଙ୍କ CM ଙ୍କ ପୁଅ ଆଦିତ୍ୟ ଠାକରେ ଙ୍କ ନା ଆସୁଚି । ଯଦି ଏହି କେଶ୍ ରେ ଆଦିତ୍ୟ ଙ୍କ ନା ଅଛି ତେବେ ମହାରାଷ୍ଟ୍ର CM ଙ୍କ ଏତେ ଡର କାହିଁକି ଲାଗୁଛି ଯେମିତି ତାଙ୍କୁ ନିଜ ପୁଅ ଉପରେ ଭରସା ନାହିଁ ।

ତାଙ୍କୁ ଏହା ଭାବିବା ଦରକାର୍ କି ସୁଶାନ୍ତ ବି କାହାର ପୁଅ ଥିଲେ ଯାହାଙ୍କ ବୁଢ଼ା ବାପା ନିଜ ପୁଅ ର ମୃତ୍ୟୁ ପାଇଁ ନ୍ୟାୟ ମାଗିଛନ୍ତି । କଣ୍ ମିଳିବ ନ୍ୟାୟ ସୁଶାନ୍ତ ସିଂ ରାଜପୁତ ଙ୍କୁ, କଣ୍ ପ୍ରକୃତ ଦୋଷୀ କୁ ମିଳିବ ଦଣ୍ଡ? ଜାଣିବା ପାଇଁ ଆମ ସହିତ ରୁହନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।