ଫିଲ୍ମରେ ବିନା ମେକଅପରେ ନଜର ଆସି ଏହି ୪ ହିରୋଇନ ବଦଳାଇଦେଲେ ଗ୍ଲାମର ର ପରିଭାଷା, ଲୋକମାନେ କରିଲେ ଏମିତି ପ୍ରଶଂସା

କୌଣସି ମହିଳା ପାଇଁ ତାହାର ସୁନ୍ଦରତା ସବୁଠୁ ଅଧିକ ମୂଲ୍ୟବାନ ଜିନିଷ ଅଟେ । ସମସ୍ତେ ଚାହାନ୍ତି କି ସେମାନେ ଅଧିକ ସୁନ୍ଦର ଓ ଆକର୍ଷକ ଦେଖା ଯାଆନ୍ତୁ । ବଲୀଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଆକର୍ଷକ ଦେଖିବା ପାଇଁ ଭିନ୍ନ ଭିନ ପ୍ରକାର ସର୍ଜରୀ ବି କରିସାରିଛନ୍ତି । ଅନ୍ୟ ପଟେ କିଛି ଅଭିନେତ୍ରୀମାନେ ଏମିତି ବି ଅଛନ୍ତି ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ ବହୁତ ମେକଅପ ବି ଲଗାଇଥାନ୍ତି ।

ଯଦି ଆପଣ ଏହି ଅଭିନେତ୍ରୀମାନଙ୍କୁ ବିନା ମେକଅପରେ ଦେଖିନେବେ ତ ତାଙ୍କୁ ଚିହ୍ନିବା ବହୁତ କଷ୍ଟ ହେବ । କିନ୍ତୁ ବଲୀଉଡରେ କିଛି ପ୍ରାକୃତିକ ସୁନ୍ଦରତା ଅଭିନେତ୍ରୀମାନେ ବି ଅଛନ୍ତି । କହିବାକୁ ଗଲେ ବହୁତ କମ ଅଭିନେତ୍ରୀମାନେ ଅଛନ୍ତି ଯେଉଁମାନେ ପରଦାରେ ବିନା ମେକଅପରେ ଆସିବାକୁ ସାହାସ କରନ୍ତି ।

ଏମିତିରେ ଆଜିର ଏହି ପୋଷ୍ଟରେ ଆପଣଙ୍କୁ ବଲୀଉଡର ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ପରଦାରେ ବିନା ମେକଅପରେ ବି ନଜର ଆସିସାରିଛନ୍ତି ।

ଆଲିଆ ଭଟ୍ଟ

ଆଲିଆ ଭଟ୍ଟ କିଛି ବର୍ଷ ମଧ୍ୟରେ ହିଁ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ହୋଇଯାଇଛନ୍ତି । ସେ ‘ହାଈୱେ’, ‘ଡିୟର ଜିଂଦଗୀ’, ‘ହଂପଟୀ ଶର୍ମା କୀ ଦୁଲ୍ହନିୟା’, ‘ରାଜୀ’, ‘ଗଲୀ ବୟ’ ଓ ‘କଲଂକ’ ଭଳି ଫିଲ୍ମରେ ଅଭିନୟ କରି ପ୍ରମାଣିତ କରିଦେଇଛନ୍ତି କି ସେ ବୟସରେ ବହୁତ କମ ଅଟନ୍ତି କିନ୍ତୁ ଅଭିନୟ ମାମଲାରେ କାହାଠାରୁ ବି ପଛରେ ନୁହଁନ୍ତି । ଆଲିଆ ଭଟ୍ଟ ‘ଉଡତା ପଞ୍ଜାବ’ ଓ ‘ହାଈୱେ’ ଭଳି ଫିଲ୍ମରେ ବିନା ମେକଅପରେ ନଜର ଆସି ସାରିଛନ୍ତି ।

ଐଶ୍ୱର୍ୟା ରାୟ ବଚ୍ଚନ

ଐଶ୍ୱର୍ୟା କେବଳ ବଲୀଉଡରେ ନୁହେଁ ଦୁନିଆର ସବୁଠୁ ସୁନ୍ଦର ମହିଳାଙ୍କ ମଧ୍ୟରେ ଜଣେ ଅଟନ୍ତି । ଐଶ୍ୱର୍ୟା ମେକଅପ ସହିତ ଓ ବିନା ମେକଅପରେ ବି ସୁନ୍ଦର ଦେଖାଯାଆନ୍ତି । କହିଦେଉଛୁ କି ଫିଲ୍ମ ‘ସରବଜିତ’ରେ ଐଶ୍ୱର୍ୟା କିଛି ସିନରେ ବିନା ମେକଅପରେ ବି ନଜର ଆସିଥିଲେ ।

ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା ଚୋପଡା ଆଜି ବଲୀଉଡର ଟପ ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ତାଙ୍କୁ ଲୋକମାନେ ଇଣ୍ଟରନ୍ୟାସନାଲ ଲେବୁଲରେ ବି ଚିହ୍ନିବାକୁ ଲାଗିଲେଣି । ଗୋଟିରୁ ବଢି ଗୋଟିଏ ଫିଲ୍ମରେ କାମ କରିସାରିଥିବା ପ୍ରିୟଙ୍କା ଚୋପଡା ଫିଲ୍ମ ‘ବର୍ଫି’ରେ ବିନା ମେକଅପରେ ନଜର ଆସି ସାରିଛନ୍ତି ।

କିୟାରା ଆଡବାନୀ

ଜଲ୍ଦି ହିଁ କିୟାରା ଆଡବାନୀ ସାହିଦ କପୁରଙ୍କ ସହ ଫିଲ୍ମ ‘କବୀର ସିଂହ’ରେ ନଜର ଆସିବେ । ବର୍ତ୍ତମାନ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯାହାକୁ ଦର୍ଶକମାନେ ବହୁତ ପସନ୍ଦ ବି କରୁଛନ୍ତି । ଖାସକରି ଲୋକମାନେ କିୟାରାଙ୍କର ବିନା ମେକଅପର ଲୁକକୁ ବହୁତ ପସନ୍ଦ କରୁଛନ୍ତି । ଏହି ଫିଲ୍ମର ଟ୍ରେଲରରେ ଆପଣ କିୟାରାଙ୍କୁ ପ୍ରାୟତଃ ସିନରେ ବିନା ମେକଅପରେ ଦେଖିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।