ଆଜିର ରାଶିଫଳ, 14 ଅଗଷ୍ଟ 2020, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହଠାତ ଧନ ପ୍ରାପ୍ତ ହେବାର ସଂଯୋଗ ଅଛି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କ କୌଣସି ବି କାମ ହେଉ ନା କାହିଁକି ନିଜ ମନ ମୁତାବକ କରିବେ । ଆଜି ଆପଣ କୌଣସି ଏକ ଖାସ ବିଷୟରେ ଆଲୋଚନା କରିବେ ଯାହା ଆପଣଙ୍କୁ ଲାଭବାନ କରିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଭଲରେ କଟିବ । କିଛି କାମରୁ ଆପଣଙ୍କୁ ମୁକ୍ତି ମିଳିବ । ଆଜିର ଦିନ ମଧ୍ୟମ ଧରଣର ରହିବ । ପାର୍ଟନରଙ୍କ ଉପଦେଶ ମିଳିବା ଦ୍ଵାରା ଆପଣ ବହୁତ ଧନ ଆୟ କରିବେ । ପରିବାରରେ ଖୁସି ଓ ଶାନ୍ତି ରହିବ । ଜୀବନସାଥିଙ୍କ ସହ ଭଲରେ ଦିନ କଟିବ ଓ ପରିବାରେ ଆପଣଙ୍କ କର୍ମକୁ ନେଇ ସମସ୍ତେ ଖୁସିରେ ରହିବେ । ଆପଣଙ୍କ ପ୍ରାୟତଃ ସବୁ କାମ ସଂପୂର୍ଣ୍ଣ ହେବାର ସମ୍ଭାବନା ଅଛି ।

ବୃଷ

ନିଜ ପରିବାର ସହ ଆଜି ଭଲରେ ଦିନ କଟିବ । ଯେଉଁମାନେ ମାର୍କେଟିଂଗ କରନ୍ତି ସେମାନଙ୍କ ଆଜି ଉନ୍ନତି ହେବାର ବାଟ ଫିଟିଯିବ । କୌଣସି ଏକ ବଡ ଲୋକଙ୍କ ସାହାର୍ଯ୍ୟରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆଜିର ଦିନ ସବୁ ଜିନିଷ ଶୁଭ ପ୍ରଦ ହେବ ନାହିଁ । ଯଦି ଆପଣ ପ୍ରଭୁଙ୍କ ସ୍ମରଣ କରିବେ ତେବେ ଆପଣ ସବୁ କର୍ମରେ ଜୟ ଲାଭ କରିବେ । ଧାର୍ମିକ କାର୍ଯ୍ୟ ଓ ପୂଜା ପାଠରେ ମନ ଲାଗିବ । ଶାରୀରିକ ଓ ମାନସିକରେ ମଧ୍ୟ ବହୁତ ଖୁସିରେ ରହିବେ । ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ଆପଣ କୌଣସି କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହିବା ସହିତ କାହାକୁ ଟଙ୍କା ମଧ୍ୟ ଦିଅନ୍ତୁ ନାହିଁ ନଚେତ ବଡ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।

ମିଥୁନ

ଅଫିସରେ ଆପଣଙ୍କ ଥିବା ଉପର ଅଧିକାରୀଙ୍କ ସହଯୋଗରେ ଆପଣ ବହୁତ ଉନ୍ନତି କରିବେ । ନିଜର କିଛି ବ୍ୟବସାୟରେ ଆମଦାନୀ ହ୍ରାସ ହେବ । ଆଜି ଆପଣ ନିଜକୁ ସତେଜ ଅନୁଭବ କରିବେ । ନିଜ ଉପରେ ବିଶ୍ଵାସ ରଖନ୍ତୁ ଓ କଠିନ ପରିଶ୍ରମ ଦ୍ଵାରା ଲାଭ ପ୍ରଦ ହେବ । ଧର୍ଯ୍ୟ ରଖନ୍ତୁ । ନିଜ ବ୍ୟବସାୟରେ କିଛି ପରିମାଣରେ ବଢାଇବାକୁ ଚାହୁଁଥିଲେ ତେବେ ଆଜିଦ୍ର ଦିନ ହିଁ ଆପଣଙ୍କ ପାଇଁ ବହୁତ ଶୁଭ ଅଟେ । ପରିବାରରେ ଖୁସି ରହିବା ସହିତ କିଛି ନୂଆ ଖୁସି ଆସିବାର ସମ୍ଭାବନା ଅଛି । ଛୋଟ ମୋଟ ରୋଗ ହୋଇପାରେ ସେଥିପାଇଁ ନିଜେ ସତର୍କ ରୁହନ୍ତୁ ।

କର୍କଟ

ନିଜର କିଛି ବଡ ନିଷ୍ପତି ନେବାରେ ଆପଣ ସଫଳ ହେବେ । ଭାବି ଚିନ୍ତି କରିଥିବା କାମ ଆପଣଙ୍କୁ ଆଗକୁ ବହୁତ ଲାଭ ଦାୟକ ଦେବ । କୋଟରେ ଥିବା କାମରେ କିଛି ବାଧା ବିଘ୍ନ ଆସିପାରେ । ବହୁତ ପୂର୍ବରୁ ଆରମ୍ଭ କରିଥିବା କାମ ବର୍ତ୍ତମାନ ସମୟରେ ପୁରା ହେବେ ଯାହା ଦ୍ଵାରା ଆପଣଙ୍କ ମନ ଖୁସିରେ ଭରିଯିବ । ପରିଶ୍ରମରେ ଭଲ ଲାଭ ପାଇବେ । ରେଷ୍ଟୁରାଣ୍ଟ କରିଥବା ଲୋକେ ଏହି ସମୟରେ ଅଳ୍ପ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟରେ ହଠାତ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସୁଯୋଗ ଅଛି । ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଆସିପାରେ । ଅଫିସରେ କିଛି ତ୍ରୁଟି ଦେଖା ଦେଇପାରେ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟନ ଦିଅନ୍ତୁ ।

ସିଂହ

କିଛି ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବ । ଆର୍ଥିକ ସମସ୍ୟା ଲାଗି ରହିବ । ଖର୍ଚ ଓ ଆୟକୁ ସମାନ କରିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧ୍ୟରେ କିଛି ତ୍ରୁଟି ଦେଖା ଦେଇପାରେ । ସେଥିପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଭାବିଥିବା କିଛି ନୂଆ କାମ ଓ ବ୍ୟବସାୟ ଆରମ୍ଭ କରି ପାରିବେ । ଅଧିକାରୀଙ୍କ ସାହାର୍ଯ୍ୟ ମିଳିବ । ଆପଣଙ୍କ ଦାମ୍ପଦ୍ୟ ଜୀବନ ବହୁତ ଭଲରେ କଟିବ । କିଛି କାମରୁ ଆପଣଙ୍କୁ ମୁକ୍ତି ମିଳିବ । ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ପାର୍ଟନରଙ୍କ ସହ ମିଶି ଆପଣ ବହୁତ ଧନ ଆୟ କରିବେ । ଆଧ୍ୟାତ୍ମିକ କାମ ପ୍ରତି ମନ ଏତେ ଲାଗିବା ନାହିଁ ।

କନ୍ୟା

ନିଜେ ଆଜି ବହୁତ ସତେଜ ଅନୁଭବ କରିବେ ଓ ଆଜି ଆପଣ ଯେଉଁ କାମ କରନ୍ତୁ ନା କାହିଁକି ସେହି କାମ ସମୟ ପୂର୍ବରୁ ହିଁ ଶେଷ ହୋଇଯିବ । ଆଜି ଆପଣ ବ୍ୟବସାୟରେ ବହୁତ ଲାଭଦାୟକ ହେବ । କଠିନ ପରିଶ୍ରମ ଦ୍ଵାରା ଆପଣ କିଛି ନୂଆ ଜିନିଷ କିମ୍ବା ନୂଆ ଗାଡି ମଧ୍ୟ କିଣିବାର ସୁଯୋଗ ଅଛି । ପରିବାରରେ ଓ ଅଫିସରେ କିଛି ସହଯୋଗୀଙ୍କ ସହ ପାଟିତୁଣ୍ଡ ଦ୍ଵାରା ଆପଣଙ୍କ କ୍ଷତି ହେବା ସହିତ ଆପଣଙ୍କ ମନ ବହୁତ ଅଶାନ୍ତ ରହିବ ତେଣୁ ସତର୍କ ରୁହନ୍ତୁ । କରିଥିବା ପରିଶ୍ରମ ଆପଣଙ୍କ ବ୍ୟର୍ଥ ହେବ ନାହିଁ କିନ୍ତୁ ଆପଣଙ୍କୁ ଅଳ୍ପ ଧର୍ଯ୍ୟ ଧରି ରହିବାକୁ ପଡିବ । ଗାଡିରେ ଗଲାବେଳେ ସାବଧାନ ହୋଇ ଚଳାଇବାକୁ ଚେଷ୍ଟା କରନ୍ତୁ ନଚେତ ଧକା ହେବାର ସୁଯୋଗ ଅଛି ।

ତୁଳା

ଆଜି ଘରେ ବହୁତ ବଡ ଆୟୋଜନ କରିଥିବେ କିନ୍ତୁ ବ୍ୟର୍ଥ ଯିବ । ମିଡିଆରେ କରୁଥିବା ଲୋକମାନଙ୍କ କର୍ମ କ୍ଷେତ୍ରରେ ଦିନ ମଧ୍ୟମ ଧରଣର ରହିବ । ଯଦି ଆପଣ ସଫଳତା ଚାହାନ୍ତି ତେବେ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ । ଦୂରରେ ଥିବା ସାଙ୍ଗ ଓ ପରିବାର ଲୋକଙ୍କ ଠାରୁ କିଛି ସାହାର୍ଯ୍ୟ ପାଇଁ ଆପଣ ବହୁତ ଖୁସିରେ ରହିବେ । ଆଜି ଆପଣଙ୍କ କୌଣସି ଏକ କାରଣରୁ ବହୁତ କଷ୍ଟ ପାଇବେ । ଉଦାସ ରହିବା ସହିତ ଆପଣଙ୍କ ମନରେ କେବେ ବି ଶାନ୍ତ ରହି ପାରିବ ନାହିଁ ।

ବିଚ୍ଛା

ଆପଣଙ୍କ କୌଣସି ନା କୌଣସି କାମରେ ବାଧା ଆସିପାରେ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବାରେ ଲାଗିବ । ବହୁତ ଦିନ ପୂର୍ବରୁ ରହିଯାଇଥିବା କାର୍ଯ୍ୟ ବର୍ତ୍ତମାନ ପୂର୍ଣ୍ଣ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ବେରୋଜଗାରିରୁ ମୁକ୍ତି ମିଳିବ । ନିଜ କାମ  ପ୍ରତି ଧ୍ୟାନ ରଖନ୍ତୁ ଓ ଦାୟିତ୍ଵର ସହ କାମ କରିବାକୁ ଚେଷ୍ଟା କରନ୍ତୁ । ପେଟ ସମସ୍ୟା ଦେଖା ଦେଇପାରେ ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ନଚେତ ବଢିଯିବାର ସମ୍ଭାବନା ଅଛି । ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି ।

ଧନୁ

ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ କାର୍ଯ୍ୟରେ ଲାଗି ରହିବ । ଆଖ ପାଖରେ ଥିବା ମନ୍ଦିର କିମ୍ବା ଧାର୍ମିକ ସ୍ଥାନକୁ ପରିବାର ସହିତ ମିଶି ଦର୍ଶନ କରିବାକୁ ଯାଇ ପାରନ୍ତି । ଛାତ୍ରମାନେ ଆପଣଙ୍କ ସଫଳତାରେ ଖୁସି ରହିବେ । ଅନାବଶ୍ୟକ କାର୍ଯ୍ୟରେ ଆପଣ ଟଙ୍କା ଖର୍ଚ କରନ୍ତୁ ନାହିଁ । ଶାରୀରିକ ଓ ମାନସିକ ରୂପରେ ବହୁତ ଖୁସିରେ ରହିବେ । ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ ନଚେତ ବହୁତ ବଡ ଅସୁବିଧା ହେବାର ସମୁଖୀନ ଅଛି । ଅଯଥା ସମୟ ବ୍ୟର୍ଥ କରନ୍ତୁ ନାହିଁ । କିଛି କଥାକୁ ନେଇ ବଡ ସମସ୍ୟା ଦେଖା ଦେଇପାରେ ।

ମକର

ହଠାତ ଧନ ପ୍ରାପ୍ତ ହେବାର ସଂଯୋଗ ଅଛି । ଉପର ଅଧିକାରୀଙ୍କ ସହ ସାବଧାନ ହୋଇ କଥା ହେବାକୁ ଚେଷ୍ଟା କରନ୍ତୁ । କୌଣସି ମାମଲାରେ ଆପଣ ଲାଭ କ୍ଷତି ର ହିସାବ ରଖନ୍ତୁ ନାହିଁ କାରଣ ସବୁଠୁ ବଡ ହେଉଛି ସମ୍ପର୍କ, ଯଦି ସେହି ସମ୍ପର୍କ ନରହେ ତେବେ ଅଯଥା ପାଟିତୁଣ୍ଡ କରି ଲାଭ କିଛି ନାହିଁ ପରିସ୍ଥିତି କୁ ନିଜ ହାତରେ ରଖିବାକୁ ଚେଷ୍ଟା କରନ୍ତୁ । ପ୍ରେମ ସମ୍ପର୍କରେ ବେସୀ ଅହୋଂଙ୍କାର ରହିବା ଭଲ ନୁହେଁ । କଠିନ ପରିଶ୍ରମ ଦ୍ଵାରା ଆପଣଙ୍କୁ ବହୁତ ଲାଭ ହେବ । ଛୋଟ ପିଲା ମାନଙ୍କୁ ଆଜି ଛୋଟ ମୋଟ ରୋଗ ହେବାର ସମ୍ଭାବନା ଅଛି ।

କୁମ୍ଭ

ବହୁତ ଲୋକଙ୍କ ଆପଣଙ୍କ ଉପରେ ବହୁତ ବିଶ୍ଵାସ ରଖିବେ ।  ରୋଜଗାର ରେ ଧନ ଲାଭ କରିବା ସହିତ ନୂଆ ନୂଆ ପନ୍ଥୀ ଦେଖା ଦେବ ଓ ଏହା ଆପଣଙ୍କୁ ବହୁତ ଲାଭ ଦାୟକ ହେବ । ଭଲ ପାଠ ପଢୁଥିବା ଲୋକେ ଏହି ସମୟରେ ଆପଣ ମାନେ ନିଶ୍ଚିନ୍ତ ରୂପେ ସଫଳତା ଲାଭ କରିବେ । ସାମାଜିକ ଓ ବ୍ୟବସାୟରେ ବହୁତ ଲାଭ ଦାୟକ ହେବ । ନିଜେ କରିଥିବା କଠିନ ପରିଶ୍ରମ କରିବା ଦ୍ଵାରା ଆପଣ ସମାଜରେ ସଂମ୍ମାନ ଅର୍ଜନ କରିବେ ।

ମୀନ

ଆଜି କୌଣସି ଏକ ବ୍ୟକ୍ତି ଆପଣଙ୍କୁ ସାହାର୍ଯ୍ୟ କରିବେ । ଚାକିରି କରିଥିବା ବ୍ୟକ୍ତି ଭଲ ସୁଯୋଗ ଆସିବାର ସମ୍ଭାବନା ଅଛି । ମନରେ କିଛି କଥାକୁ ନେଇ ଆପଣ ଆଜି ବହୁତ ଖୁସି ରେ ରହିବେ । କିଛି ପୁରୁଣା ସାଙ୍ଗ ସହିତ ଭେଟ ହୋଇପାରନ୍ତି । ଆର୍ଥିକ ସମସ୍ୟା ଲାଗିରହିବ । ନିଜର ଥିବା ଖର୍ଚ ଓ ଆମଦାନୀରେ ଟିକେ ସମାନ କରିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧ୍ୟ ରେ କିଛି ତ୍ରୁଟି ଦେଖା ଦେଇପାରେ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟନ ଦିଅନ୍ତୁ । ପରିବାରରେ ଦାଇତ୍ୟ କୁ ଠିକ ଭାବରେ କରିବାକୁ ଚେଷ୍ଟା କରନ୍ତୁ, କିନ୍ତୁ କୌଣସି ଏକ କଥାକୁ ନେଇ ଆପଣଙ୍କୁ ଖରାପ ଲାଗିପାରେ ଓ ପରିବାରରେ ପାତୁତୁଣ୍ଡ ହେବ ସେଥିପାଇଁ ନିଜେ ଟିକେ ସତର୍କ ରୁହନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।