ଚଢାଉ ବେଳେ ପୋଲିସ ହାତରେ ଲାଗିଲା ବସ୍ତା ବସ୍ତା ଟଙ୍କା ଓ ଗଉଣୀ ଗଉଣୀ ସୁନା, କିଏ ଏହି କୁବେର ? ଦେଖନ୍ତୁ video କଣ କହୁଛନ୍ତି ପୋଲିସ SP

ଅନାୟାସରେ ଚାଲିଥିଲା ନି-ଶା କା-ର-ବା-ର । ବେ-ନି-ୟ-ମ ଗ-ଞ୍ଜେ-ଇ ବେପାର ସାଙ୍ଗକୁ କ୍ଵିଣ୍ଟାଲ କ୍ଵିଣ୍ଟାଲ ଅ-ଫି-ମ ବେ-ପା-ର ମଧ୍ୟ ଚାଲିଥିଲା । ଏମିତି ନି-ଶା ବେ-ପା-ର କରି କୋଟି କୋଟି ସମ୍ପତ୍ତିର ମାଲିକ ହୋଇ ଯାଇଥିଲେ । କିନ୍ତୁ ଏବେ ନି-ଶା ବେ-ପା-ରୀ-ଙ୍କ ଗୁମର ପେଡି ଖୋଲିଯାଇଛି । ଖଲିକୋଟ ଥାନା ନିକଟସ୍ଥ ଖୋଜାବାଲି ଗ୍ରାମରୁ ଆସିଛି ଏହିଭଳି ଖବର । ଉକ୍ତ ନି-ଶା ବେ-ପା-ରୀ-ଙ୍କ ଘରୁ ଆଖି ତରାଟିବା ଭଳି ଟଙ୍କା, ପୁଳା ପୁଳା ସୁନା ଗହଣା ଓ ବିପୁଳ ନି-ଶା ସା-ମ-ଗ୍ରୀ ଜ-ବ-ତ କରିଛି ପୋ-ଲି-ସ ।

ଗତ ଅକ୍ଟୋବର ୨୧ ତାରିଖ ଦିନ ଖଲିକୋଟ ପୋ-ଲି-ସ-ର ଏକ ୫ ଜଣିଆ ଟିମ୍ ରଜନୀକାନ୍ତ ପଟ୍ଟନାୟକଙ୍କ ଘରେ ଅ-ତ-ର୍କି-ତ ଚ-ଢା-ଉ କରିଥିଲେ । ଆଉ ଏହି ସମୟରେ ଘର ଭିତରେ ଯାହା ଦେଖିଲା ପୋ-ଲି-ସ ତାଜୁବ ହୋଇ ଯାଇଥିଲା । ତେବେ କେବଳ ପୋ-ଲି-ସ ନୁହେଁ ଏହାକୁ ଶୁଣୁଥିବା ଏବଂ ଦେଖୁଥିବା ପ୍ରତ୍ଯେକ ଲୋକ ତାଜୁବ ହୋଇ ଯାଉଛନ୍ତି । ପୋ-ଲି-ସ ୮ କିଲୋଗ୍ରାମରୁ ମଧ୍ୟ ଅଧିକ ସୁନା ଗହଣା ଯାହାର ମୂଲ୍ୟ କୋଟି କୋଟି ଟଙ୍କା, ୭୫ ଲକ୍ଷ ନଗଦ ଟଙ୍କା ଏବଂ ଅନେକ ମାତ୍ରାରେ ନି-ଶା ଦ୍ର-ବ୍ଯ ମଧ୍ୟ ଜ-ବ-ତ କରିଛି ।

ଯାହା ଖଲିକୋଟ ସମେତ ସମସ୍ତ ରାଜ୍ୟରେ ଚା-ଞ୍ଚ-ଲ୍ୟ ସୃଷ୍ଟି କରିଛି । ତେବେ ଏହି ନି-ଶା ବେ-ପା-ର ଅନେକ ବର୍ଷ ଧରି ସେଠାରେ ଚାଲି ଆସୁଥିବାର ସ-ନ୍ଦେ-ହ କରାଯାଉଛି । ତେବେ ଏତେ ସବୁ ସୁନା ଗହଣା ଓ ଟଙ୍କା କେଉଁଠାରୁ ଆସିଲା ? ଏହା ପଛରେ କଣ ଆଉ କାହାର ମଧ୍ୟ ହାତ ରହିଛି ? ଜଣେ ବ୍ୟକ୍ତି ଏତେ ଟଙ୍କା ତାଙ୍କ ଘରେ କାହିଁକି ରଖିଥିଲେ ? ଏହି ସବୁ ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ଜଣେ ସାଧାରଣ ବ୍ୟକ୍ତିଙ୍କ ପାଖେ ଏତେ ଟଙ୍କା ବାହାରିବା ଓ ସେସବୁ ତାଙ୍କର ଯେ ହୋଇଥିବ ଏହା କାହାରିକୁ ମଧ୍ୟ ବିଶ୍ବାସ ହେଉ ନାହିଁ ।

ତେବେ ଅ-ଭି-ଯୁ-କ୍ତ-କୁ ରି-ମା-ଣ୍ଡ-ରେ ଆଣିବା ପରେ ତ-ଦ-ନ୍ତ ଆରମ୍ଭ କରିଛି ପୋ-ଲି-ସ । ତାକୁ ଅଧିକରୁ ଅଧିକ ଜେ-ରା କରାଯିବ ଓ ଏହାପରେ ଆଉ କେଉଁମାନେ ଏଥିରେ ସାମିଲ ଅଛନ୍ତି କି ନାହିଁ ତାହା ନିଶ୍ଚୟ ସାମନାକୁ ଆସିବ ବୋଲି କହିଛନ୍ତି ପୋଲିସ ଏସପି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ୍କ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।