ସ୍ଵାମୀ ସ୍ତ୍ରୀକୁ ଦେଇଥାଏ କିନ୍ତୁ ସ୍ତ୍ରୀ ସ୍ଵାମୀକୁ ଦେଇ ନଥାଏ, ତାହା କଣ ? ଏହା ସହିତ ଆହୁରି 20 Gk Questions & Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘଟଣା ଘଟିଥାଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ ହୋଇଯିବ ।

୧- ଆଗ୍ରାର ତାଜମହଲ କିଏ ତିଆରି କରିଥିଲେ ?

ଉ: ଶାହାଜାହାନ

୨- ଚନ୍ଦ୍ରପୃଷ୍ଠରେ ପଦ ଦେଇଥିବା ପ୍ରଥମ ବ୍ୟକ୍ତି କିଏ ?

ଉ: ନୀଲ ଆର୍ମଷ୍ଟ୍ରଙ୍ଗ

୩- ପାଣି ଫୁଟିବାର ସମସ୍ଯା ତାପମାତ୍ରା କେଉଁଟି ?

ଉ: ୧୦୦ ଡିଗ୍ରୀ

୪- ୫୫ ଏକ ଯୁଗ୍ମ ସଂଖ୍ୟା ନା ଅଯୁଗ୍ମ ସଂଖ୍ୟା ?

ଉ: ଅଯୁଗ୍ମ

୫- କିଏ ପଞ୍ଜାବ କେଶରୀ ନାମରେ ପ୍ରସିଦ୍ଧ ଥିଲେ ?

ଉ: ଲାଲା ଲାଜପତ ରାୟ

୬- ଟ୍ରାଫିକ ସିଗନାଲର କେଉଁ ରଙ୍ଗ ଆମକୁ ଅଟକିବା ପାଇଁ କହିଥାଏ ?

ଉ: ଲାଲ

୭- ‘ଘୋଡୀ’ କୁ ଇଂରାଜୀରେ କଣ କୁହାଯାଏ ?

ଉ: Mare

୮- ମିଲଖା ସିଂ କେଉଁ ଖେଳ ସହ ଜଡିତ ଥିଲେ ?

ଉ: ଆଥଲେଟିକ୍ସ

୯- କେଉଁ ଜୀବ ଠାରୁ ପଶମ ପ୍ରାପ୍ତି ହୋଇଥାଏ ?

ଉ: ମେଣ୍ଢା

୧୦- କେଉଁଟି ସାର୍ବଭୌମିକ ଦାତା (Universal Donor) ରକ୍ତ ସମୂହ ଅଟେ ?

ଉ: O ଗୃପ

୧୧- ଶରୀରର କେଉଁ ଅଙ୍ଗ ମୋତିଆବିନ୍ଦୁ ରୋଗରେ ପ୍ରଭାବିତ ହୋଇଥାଏ ?

ଉ: ଆଖି

୧୨- କେଉଁ କମ୍ପ୍ୟୁଟର ପ୍ରୋଗ୍ରାମ ସାହାଯ୍ୟରେ ଆମେ ଚିତ୍ର ଅଙ୍କନ କରିଥାଉ ?

ଉ: ପେଣ୍ଟ (paint)

୧୩- ଏକ ବାସ୍କେଟ ବଲ୍ ଟିମ୍ ରେ କେତେ ଜଣ ଖେଳାଳି ଖେଳନ୍ତି ?

ଉ: ୫ ଜଣ

୧୪- କେଉଁଟି ଭାରତର ସର୍ବ ବୃହତ ବ୍ୟାଙ୍କ ଅଟେ ?

ଉ: ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ

୧୫- ଭାରତ କେତେ ଥର ‘ODI’ କ୍ରିକେଟ ବିଶ୍ଵକପ ବିଜୟୀ ହୋଇଛି ?

ଉ: ୨ ଥର

୧୬- ହୃତପିଣ୍ଡ, କିଡନୀ, ଲିଭର ଓ ଫୁସଫୁସ ମଧ୍ୟରୁ କେଉଁ ଅଙ୍ଗଟି ସବୁଠୁ ବଡ ଅଟେ ?

ଉ: ଲିଭର

୧୭- ରାମାନନ୍ଦ ସାଗରଙ୍କ ରାମାୟଣ ସିରିଏଲରେ କିଏ ରାବଣ ଭୂମିକାରେ ଅଭିନୟ କରିଥିଲେ, ଯାହାଙ୍କର ନିକଟ ଅତୀତରେ ବିୟୋଗ ହୋଇଛି ?

ଉ: ଅରବିନ୍ଦ ତ୍ରିବେଦୀ

୧୮- ରାମାନନ୍ଦ ସାଗରଙ୍କ ରାମାୟଣ ସିରିଏଲରେ କିଏ ଭଗବାନ ରାମଚନ୍ଦ୍ରଙ୍କ ଭୂମିକରେ ଅଭିନୟ କରିଥିଲେ ?

ଉ: ଅରୁଣ ଗୋଭିଲ

୧୯- Februery, Septamber, January ଓ Decamber ମଧ୍ୟରୁ କେଉଁ ଶବ୍ଦଟିର ବନାନ ଠିକ ଅଛି ?

ଉ: January

୨୦- ସ୍ଵାମୀ ସ୍ତ୍ରୀକୁ ଦେଇଥାଏ କିନ୍ତୁ ସ୍ତ୍ରୀ ସ୍ଵାମୀକୁ ଦେଇ ନଥାଏ । ତାହା କଣ ?

ଉ: Surname

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏହିପରି GK ପ୍ରଶ୍ନୋତ୍ତର ପୋଷ୍ଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।