Aryan Khan ଙ୍କ ସହ ଗିରଫ ହୋଇଥିବା Munmun Dhamecha କିଏ ? Aryan ଙ୍କ ସହ ତାଙ୍କର କଣ ସମ୍ପର୍କ ?

ରବିବାର ଦିନ ନି-ଶା-ଦ୍ର-ବ୍ଯ କା-ର-ବା-ର ଅ-ଭି-ଯୋ-ଗ-ରେ ବଲିଉଡର କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ନା-ର୍କୋ-ଟି-କ୍ସ କ-ଣ୍ଟ୍ରୋ-ଲ ବ୍ଯୁ-ରୋ ଗି-ର-ଫ କରିଛି । ଆର୍ୟନଙ୍କ ସହ ଆହୁରି ୭ ଜଣଙ୍କୁ ମଧ୍ୟ ଗି-ର-ଫ କରିଛି N-C-B । ଏହା ପୂର୍ବରୁ N-C-B ଆର୍ୟନଙ୍କ ସହ କେବଳ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ଗି-ର-ଫ କରିଥିଲା । ଅରବାଜ ହେଉଛନ୍ତି ଆର୍ୟନଙ୍କ ଘନିଷ୍ଠ ବନ୍ଧୁ ଓ ସେ ହିଁ ଆର୍ୟନଙ୍କୁ କୃଜରେ ଆଣିଥିଲେ ବୋଲି କୁହାଯାଉଛି ।

ଭଉଣୀ ସୁହାନାଙ୍କ ବ୍ଯତୀତ ଅନନ୍ୟା ପାଣ୍ଡେ ଓ ସନୟା କପୁରଙ୍କ ସହ ସୋ-ସି-ଆ-ଲ ମି-ଡି-ଆ-ରେ ଆର୍ୟନଙ୍କ ଅନେକ ଫଟୋ ସାମନାକୁ ଆସୁଛି । ତେବେ ଏପରି ପରିସ୍ଥିତିରେ ଅନେକ ଲୋକ ପ୍ରଶ୍ନ କରୁଛନ୍ତି ଆର୍ୟନଙ୍କ ସହ ଗି-ର-ଫ ହୋଇଥିବା ମୁନମୁନ ଧମେଚା କିଏ ବୋଲି । ତେବେ ମୁନମୁନ ଧମେଚା ମୁମ୍ବାଇ ନୁହେଁ ବରଂ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି । ମୁନମୁନଙ୍କ ବିଷୟରେ ଅନେକ ତଥ୍ୟ ବର୍ତ୍ତମାନ ଗୋପନୀୟ ଭାବେ ରଖାଯାଇଛି ।

ତେବେ ମୁନମୁନ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅ ଓ ତାଙ୍କ ବୟସ ୨୩ ବର୍ଷ ବୋଲି ଜଣାପଡିଛି । ମୁନମୁନ ଧମେଚା ଜଣେ ଫ୍ୟାଶନ ମଡ଼େଲର ବୋଲି ସୂଚନା ମିଳିଛି । ତାଙ୍କ ଫଟୋ ଗୁଡିକରେ ମୁନମୁନ ବହୁତ ଷ୍ଟାଇଲିଶ ଦେଖା ଯାଉଛନ୍ତି ଓ ଦେଖିବାକୁ ଖୁବ ସୁନ୍ଦର ମଧ୍ୟ ଅଟନ୍ତି । ଫ୍ୟାଶନ ଡିଜାଇନିଙ୍ଗ ମାଧ୍ୟମରେ ହିଁ ସେ ବଲିଉଡର ବଡ ବଡ ତାରକାଙ୍କ ସମ୍ପର୍କରେ ଆସିଛନ୍ତି । କାରଣ ସୋ-ସି-ଆ-ଲ ମି-ଡି-ଆ-ରେ ଅନେକ ସିନେ ତାରକାଙ୍କ ସହ ତାଙ୍କର ଫଟୋ ଥିବା ଦେଖିବାକୁ ମିଳିଛି ।

ମୁନମୁନ ନିଜ ସୋ-ସି-ଆ-ଲ ମି-ଡି-ଆ ହ୍ୟା-ଣ୍ଡେ-ଲ-ରେ ନିଜ ସମ୍ବନ୍ଧରେ ଅନେକ ତଥ୍ୟ ସାମନାକୁ ଆଣିଛନ୍ତି । ଅନେକ ବଲିଉଡ ସେଲିବ୍ରିଟିଙ୍କ ସହ ମୁନମୁନ ସୋ-ସି-ଆ-ଲ ମି-ଡି-ଆ-ରେ ନିଜ ଫଟୋ ସେ-ୟା-ର କରିଛନ୍ତି । ଏଥିରେ ଅର୍ଜୁନ ରାମପାଲ, ବରୁଣ ଧାୱନ, ବିଶ୍ବାସ ରାଇ, ନିଖିଲ ଚୟନାପା ଓ ଗୁରୁ ରାନ୍ଧାୱାଙ୍କ ଭଳି ସେଲିବ୍ରିଟି ସାମିଲ ଅଛନ୍ତି ।

ତେବେ ଆର୍ୟନଙ୍କ ସହ ଗି-ର-ଫ ହେବା ପରେ ମୁନମୁନଙ୍କୁ ନେଇ ଚର୍ଚ୍ଚା ଥମିବାରେ ନାଁ ଧରୁନି । ଆର୍ୟନଙ୍କ ସହ ମୁନମୁନ ମଧ୍ୟ ୭ ଅକ୍ଟୋବର ଯାଏଁ N-C-B କ-ଷ୍ଟ-ଡି-ରେ ରହିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।