ମ-ଦ ଅଭ୍ଯାସ ଛଡେଇବାର ଜବରଦସ୍ତ ଘରୋଇ ଉପଚାର, ମ-ଦୁ-ଆ ନିଜେ କହିବ ଆଉ ପିଇବି ନାହିଁ ମ-ଦ, ଜଲ୍ଦି ଦେଖନ୍ତୁ

ମ-ଦ୍ୟ-ପା-ନ କରିବା ଆଜିକାଲି ଲୋକଙ୍କ ଏକ ବ-ଦ-ଭ୍ୟା-ସରେ ପରିଣତ ହୋଇଗଲାଣି । କମ ବୟସର ପିଲାଙ୍କ ଠୁ ନେଇ ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ମ-ଦ୍ୟ-ପା-ନ କରୁଛନ୍ତି । ଏହା ଯୋଗୁଁ ଘରର ବାତାବରଣ ଅଶାନ୍ତ ହୋଇଯାଏ ।

ଘରେ କେହି ମ-ଦ୍ୟ-ପା-ନ କଲେ ସମସ୍ତେ ଚିନ୍ତାରେ ରୁହନ୍ତି । ମ-ଦ୍ୟ-ପା-ନ ଯୋଗୁଁ ଅନେକ ସମୟରେ ବ୍ୟକ୍ତି ବିପଦରେ ମଧ୍ୟ ପଡିଥାନ୍ତି । ଏହା ସ୍ୱାସ୍ଥ୍ୟପକ୍ଷେ ମଧ୍ୟ ଖୁବ ହା-ନି-କା-ରକ । ମ-ଦ୍ୟ-ପା-ନ ମା-ରା-ତ୍ମ-କ ରୋଗ ଗୁଡିକୁ ମଧ୍ୟ ନିମନ୍ତ୍ରଣ କରିଥାଏ । ସେଥିପାଇଁ ଘରେ କେହି ମ-ଦ ପିଇଲେ ସମସ୍ତେ ଚାହାନ୍ତି କି ସେ କେମିତି ମ-ଦ ପିଇବା ଛାଡି ଦିଅନ୍ତୁ ବୋଲି ।

ଆପଣଙ୍କ ଏହି ସମସ୍ଯାକୁ ଦୂର କରିବା ପାଇଁ ଆଜି ଆମେ ଗୋଟିଏ ଉପାୟ ନେଇ ଆସିଛୁ । ଯଦି ମ-ଦୁ-ଆ ବ୍ୟକ୍ତି ଏହି ଉପଚାର ଟିକୁ କରିବେ ତେବେ ସେ ଆପେ ମ-ଦ ପିଇବା ଛାଡି ଦେବେ । ଏଥିପାଇଁ ଆପଣଙ୍କୁ ଦୁଇଟି ଜିନିଷ ଦରକାର । ପ୍ରଥମେ ଶୁଣ୍ଠି ନେଇ ସେଥିରୁ ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ । ଆଉ ଦ୍ବିତୀଯରେ ଆପଣଙ୍କୁ ଆବଶ୍ୟକ ହେବ ଜୁଆଣୀ ।

କେବଳ ଏହି ଦୁଇଟି ଜିନିଷରେ ଆପଣଙ୍କ ଏତେ ବଡ ସମସ୍ଯାର ସମାଧାନ ରହିଛି । ମ-ଦ ଏପରି ଏକ ଜିନିଷ ଯାହା ଆମ ଶରୀରକୁ ସଂପୂର୍ଣ୍ଣ ରୂପେ ନଷ୍ଟ କରିଦିଏ । ଏହା ସହ ମ-ଦୁ-ଆ ବ୍ୟକ୍ତି ମ-ଦ୍ୟ-ପା-ନ କରିବାରେ ହିଁ ସମସ୍ତ ଟଙ୍କା ଖର୍ଚ୍ଚ ମଧ୍ୟ କରି ଦିଅନ୍ତି । ଏହି ଉପଚାର କରିବା ଦ୍ଵାରା ଆପଣଙ୍କୁ ଏହି ସମସ୍ତ ସମସ୍ଯାରୁ ମୁକ୍ତି ମିଳିବ ।

ଏଥିପାଇଁ ଆପଣ ଏକ ପ୍ୟାନରେ ଗୋଇଟେ ଗ୍ଳାସ ପଣି ଗରମ କରନ୍ତୁ । ତାପରେ ଏକ ଚାମୁଚ ଜୁଆଣି ନେଇ ସେଥିରେ ଅଳ୍ପ ଟିକେ ପାଣି ମିଶାଇ ପ୍ୟାନରେ ବସିଥିବା ପାଣିରେ ପକାଇ ଦିଅନ୍ତୁ । ତାପରେ ସେଥିରେ ମିଶାନ୍ତୁ ଏକ ଚାମୁଚ ଶୁଣ୍ଠି । ଏହି ମିଶ୍ରଣକୁ ୧୦ ମିନିଟ ପର୍ଯ୍ୟନ୍ତ କମ ଅଞ୍ଚରେ ଫୁଟିବାକୁ ଦିଅନ୍ତୁ । ଯେପରି ଏହା ଫୁଟି ଅଧା ଗ୍ଳାସ ହୋଇଯିବ । ଏହିପରି ସମାନ ଅନୁପାତରେ ଆପଣ ଯେତିକି ପାନୀୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ସେହି ଅନୁସାରେ ହିଁ ସାମଗ୍ରୀ ବ୍ୟବହାର କରନ୍ତୁ ।

ମ-ଦ ପିଇବା ଦ୍ଵାରା ଶରୀରରେ ସଲଫରର ମାତ୍ର କମି ଯାଇଥାଏ । ଏହି ମିଶ୍ରଣକୁ ନିୟମିତ ଭାବେ ପାନ କରିବା ଦ୍ଵାରା ଏହା ଆପଣଙ୍କ ଶରୀରରେ ସଲଫର ସ୍ତରକୁ ସାମାନ୍ଯ କରି ଦେଇଥାଏ ଓ ମ-ଦ ପିଇବା ଇଚ୍ଛାକୁ ଦବେଇ ଦେଇଥାଏ । ସେଥିପାଇଁ ମ-ଦ୍ୟ-ପ ବ୍ୟକ୍ତିଙ୍କୁ ଏହି ଉପଚାର ପ୍ରତିଦିନ ସେବନ କରିବାକୁ ଦେଲେ ସେ ମ-ଦ ଛାଡିବାକୁ ଲାଗିବେ । ଏହି ମିଶ୍ରଣ ଭଲ ଭାବେ ଫୁଟି ଫୁଟି ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଛାଣି ବାହାର କରି ଦିଅନ୍ତୁ ଓ ଦୁଇ ଦିନ ବା ୪୮ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଏକ କାଚ ଗ୍ଳାସ କିମ୍ବା ବୋତଲ ଭିତରେ ସେହିପରି ରଖି ଦିଅନ୍ତୁ ।

ଏହାପରେ ଆପଣ ମଦ ପିଉଥିବା ବ୍ୟକ୍ତିଙ୍କୁ ଏହି ପାଣି ପିଇବାକୁ ଦେଇ ପାରିବେ । ସକାଳେ ଓ ସନ୍ଧ୍ୟାରେ ଅଧ ଗ୍ଳାସ ଲେଖାଏଁ ୧୫ ଦିନ ପର୍ଯ୍ୟନ୍ତ ତାଙ୍କୁ ଏହା ପିଇବାକୁ ଦେଲେ ସେ ଆପେ ମଦ ପିଇବା ଛାଡିଦେବେ । ତେବେ ଆପଣଙ୍କ ଘରେ କେହି ଯଦି ମ-ଦ ପିଉଛନ୍ତି ତେବେ ଆପଣ ଏହି ଉପଚାର ନିଶ୍ଚୟ ଆପଣେଇ ଦେଖନ୍ତୁ ଓ ଆମକୁ କମେଣ୍ଟ କରି ଜଣାନ୍ତୁ । ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।