ଖୋଲୁଛି ରହସ୍ୟ, ସକାଳେ କଲେଜ ରେ ପାଠ ପଢୁଥିଲେ ରାତିରେ ଦୀପାଲି ବାରରେ ଡ୍ୟାନ୍ସ କରୁଥିଲେ

ସକାଳେ କଲେଜ ରାତି ରେ ବାର ଡ୍ୟାନ୍ସର । ରମାଦେବୀ ବିଶ୍ଵ ବିଦ୍ୟାଳୟ ରେ ପାଠ ପଢୁଥିଲେ ଆଉ ଦୀପାଲି ବାର ରେ ଡ୍ୟାନ୍ସ କରୁଥିଲେ । ରାତି ହେଲେ ବାର ର ମଞ୍ଚ ରେ ବେଶ ବଦଳାଇ ନାଚୁଥିଲେ । ଘରୁ ମିଛ କହି ଭୁବନେଶ୍ବର ଆସୁଥିଲେ । 4ରୁ 5 ଦିନ ରହି ପୁଣି ଘରକୁ ଫେରି ଯାଉଥିଲେ । ଏକ୍ସଟ୍ରା କ୍ଳାସ ଅଛି କହି ଘରୁ ଆସି ବାର ରୁ ଟଙ୍କା ରୋଜଗାର କରୁଥିଲେ । ହଁ ଦର୍ଶକ ବନ୍ଧୁ ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁ ପରେ ଏମିତି କିଛି ଚର୍ଚ୍ଚା ଏବେ ଆରମ୍ଭ ହୋଇଛି ।

ଯାହା ଏବେ ତଦନ୍ତ ରେ ସାହାର୍ଯ୍ୟ କରୁଛି । ରମାଦେବୀ କଲେଜ ରେ ଯୁକ୍ତ 2 ରେ ପାଠ ପଢୁଥିଲେ ଶୁଭଲକ୍ଷ୍ମୀ । କଲେଜ ସରିବା ପରେ ଯାଉଥିଲେ ଦୀପାଲି ବାର କୁ । ତେବେ ଦୀପାଲି ବାର ରେ ତାଙ୍କର ମୃତ୍ୟୁ ହେବା ପରେ ବିଭିନ୍ନ କଥା ଏବେ ସାମନା କୁ ଆସିବାରେ ଲାଗିଛି । କିଏ କହୁଛି ତାଙ୍କର ପୁରୁଷ ବନ୍ଧ ତାଙ୍କୁ ହତ୍ୟା କରିଛନ୍ତି ତ ଆଉ କିଏ କହୁଛନ୍ତି ଦୀପାଲି ବାର କୁ ଡ୍ୟାନ୍ସ କରିବାକୁ ଯାଉଥିଲେ ।

ତେବେ ବାର ର 10 ଜଣ କର୍ମଚାରୀ ଙ୍କୁ ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁ କୁ ନେଇ ପୋଲିସ ଜେରା କରିଥିବା ବେଳେ ବାର କର୍ମଚାରୀ ଙ୍କର ଏଥିରେ ହାତ ଥିବା ସନ୍ଦେହ କରା ଯାଉଛି । ଅନ୍ୟ ପଟେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ଶୁଭଲକ୍ଷ୍ମୀ ଙ୍କ ଫୋନ ରେକର୍ଡ ଯାଞ୍ଚ କରିବା ସହ ସେ କାହା କାହା ସହ କଥା ହୋଇଥିଲେ ତାହାକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ ।

ଯଦି ଦେଖିବା ପୋଲିସ ଏହାକୁ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ତଥ୍ୟ ମିଳିବା ପରେ ହତ୍ୟା ମାମଲା ରୁଜୁ କରିବ ବୋଲି କହିଛି । କିନ୍ତୁ ପରିବାର ଲୋକେ କହିଛନ୍ତି ଯେ ତାଙ୍କ ଝିଅ କୁ ହତ୍ୟା କରା ଯାଇଛି । ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ସବୁ ସତ ସାମ୍ନା କୁ ଆସିବ । ଏହା ହତ୍ୟା ନା ଜୀବନ ହାରିଛନ୍ତି ଶୁଭଲକ୍ଷ୍ମୀ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ସବୁ ସତ ସାମ୍ନା କୁ ଆସିବ ।

ତେବେ ପୋଲିସ ଦିଗରେ ଏ ଦିଗରେ ଅଧିକ ଯାଞ୍ଚ କରିବାରେ ଲାଗିଛି । ଶୁଭଲକ୍ଷ୍ମୀ ଙ୍କ ସହ ଜଡିତ ଛୋଟ ଛୋଟ କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।