୫୦ ହଜାର ନେ ଚୁପ ହେଇକି ବସ, କାହାରିକୁ କିଛି ବି କହନା, ଆଗକୁ ଆହୁରି ଦେବି… ଏମିତି କିଛି କହିଛନ୍ତି ଶୁଭଲକ୍ଷ୍ମୀ ଙ୍କ ବାପାଙ୍କୁ ଦୀପାଲି ବାର ର ମ୍ୟାନେଜର

50 ହଜାର ନେ ଚୁପ ହେଇ ବସ । କାହାକୁ କିଛି ବି କୁହନା । ଥାନାରୁ କେସ ଉଠାଇ ଦେ । ଏବେ 50 ହଜାର ନେ ଆଗକୁ ଆହୁରି ନେବୁ । ହଁ ଦର୍ଶକ ବନ୍ଧୁ ଶୁଭଲକ୍ଷ୍ମୀ ଙ୍କ ବାପାଙ୍କୁ ଏମିତି କିଛି କହି ଟଙ୍କା ଦିଆ ଯାଉଛି । ଆଉ ଟଙ୍କା ଦେଉଛନ୍ତି ନିଜେ ଦୀପାଳି ବାର ର ମ୍ୟାନେଜର । ଦୀପାଲି ବାର ର ମ୍ୟାନେଜର ଶୁଭଲକ୍ଷ୍ମୀ ଙ୍କ ବାପା ଙ୍କ ହାତକୁ ଟଙ୍କା ଦେଇଛନ୍ତି । ଆଉ ତାଙ୍କ ବାପା ମଧ୍ୟ ନେଇଛନ୍ତି ।

ହେଲେ ଶୁଭଲକ୍ଷ୍ମୀ ଙ୍କ ବାପା ଜାଣି ନ ଥିଲେ କି ତାଙ୍କୁ କେସ ଚପାଇ ଦେବାକୁ ଟଙ୍କା ଦିଆ ଯାଇଛି ବୋଲି । ଶୁଭଲକ୍ଷ୍ମୀ ଙ୍କ ବାପା ପକେଟ ରେ ପୁରାଇ ଆସିଛନ୍ତି 50 ହଜାର ଟଙ୍କା ଦୀପାଲି  ବାର ର ମ୍ୟାନେଜର । ଆଉ କହିଛନ୍ତି କି ଆଗକୁ ମଧ୍ୟ ଏମିତି ଟଙ୍କା ମିଳିବ । ଖାଲି ପାଟି ବନ୍ଦ ରଖ । ଏହି ବାର ମ୍ୟାନେଜର ଙ୍କର ବୁଦ୍ଧି ପ୍ରଖର ରହିଛି ଯାହା ଜଣା ପଡୁଛି ।

କେମିତି ଯାଚୁ ଛନ୍ତି ଟଙ୍କା ଶୁଭଲକ୍ଷ୍ମୀ ଙ୍କ ବାପାଙ୍କୁ । କେସ କୁ କେମିତି ଚପାଇ ଦେବା ପାଇଁ କରୁଛନ୍ତି ପ୍ରୟାସ । ଦୀପାଲି ବାର ରେ ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁ କୁ ନେଇ ଏବେ ଗୋଟେ ପରେ ଗୋଟେ ରହସ୍ୟ ସାମନାକୁ ଆସୁଛି । ତେବେ ବାର ମ୍ୟାନେଜର ଙ୍କର ଏଥିରେ କିଛି ହାତ ନାହିଁ ତ  ? କେସ କୁ କଣ ପାଇଁ ଚାପା ଦେବାକୁ ଚାହୁଁ ଛନ୍ତି ବାର ମ୍ୟାନେଜର ?

ଶୁଭଲକ୍ଷ୍ମୀ ଙ୍କ ସହ ବାର ମ୍ୟାନେଜରଙ୍କର କଣ ରହିଛି ସମ୍ପର୍କ ? ଦୁହିଙ୍କ ମଧ୍ୟରେ କିଛି ଗୁପ୍ତ ସମ୍ପର୍କ ରହିଥିଲା କି ଯାହାକୁ ଚପାଇ ଦେବା ପାଇଁ ଚେଷ୍ଟା କରୁଛନ୍ତି ଦୀପାଲି ବାର ର ମ୍ୟାନେଜର । ଏମିତି ନାନା ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଯେବେ ଦୀପାଲି ବାର ର ମ୍ୟାନେଜର ଶୁଭଲକ୍ଷ୍ମୀ ଙ୍କ ବାପାଙ୍କୁ ଦେଇଛନ୍ତି 50 ହଜାର ଟଙ୍କା ।

ସେପଟେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ବାର ର 10 ଜଣ କର୍ମଚାରୀଙ୍କୁ ନେଇ ପୋଲିସ ଜେରା କରିଛି । ମ୍ୟାନେଜର ଙ୍କର କଣ ରହିଛି ଏଥିରେ ସମ୍ପର୍କ ତାହା ଜେରା ହେଲା ପରେ ଜଣା ପଡିବ । ମ୍ୟାନେଜର ବାବୁ ଜଣକ କଣ ସବୁ ଲୁଚାଉଛନ୍ତି ତାହା ଯାଞ୍ଚ ପରେ ସାମ୍ନା କୁ ଆସିବ । ତେବେ ଦୀପାଲି ବାର ର ମ୍ୟାନେଜର ଏମିତି କାହିଁକି କରୁଛନ୍ତି ନା ତାଙ୍କୁ କେହି ଏମିତି କରିବାକୁ କହିଛି ତାହା ସଠିକ ତଦନ୍ତ ପରେ ଜଣା ପଡିବ ।

ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।