କାହାରି ନାମ ଚିନ୍ତା କରି ଗୋଟିଏ ମାଛ ବାଛନ୍ତୁ ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି !

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣମାନଙ୍କ ପାଇଁ ନେଇଆସିଛୁ ଭବିଷ୍ୟତ ସହ  ଯୋଡିତ ସମାଧାନ ବାବଦ ରେ । ଆପଣଙ୍କ ଆଗରେ ତିନୋଟି ରଙ୍ଗର ମାଛର ଚିତ୍ର ରହିହି ଯଥା ନୀଳ ,ହଳଦିଆ ଓ ଲାଲ । ଆପଣ ଏଥିରୁ କୋଣସି ଗୋଟାଏ ଆପଣଙ୍କ ମନପସନ୍ଦ ମାଛ ବାଛନ୍ତୁ  । ଦେଖନ୍ତୁ ସେହି ମାଛ ଆପଣଙ୍କ ଜୀବନରେ କଣ ଚାଲୁଅଛି ଏବଂ ଭବିଷ୍ୟତରେ କଣ ହେବ ତାହା ସମ୍ପର୍କରେ ଆପଣଙ୍କୁ କହିବ ।

ଏବେ ମୁଁ ଆପଣଙ୍କୁ ପାଞ୍ଚ ମିନିଟ୍ ର ସମୟ ଦେଉଛି କୋଣସି ଗୋଟାଏ ଚୟନ କରନ୍ତୁ । ଆସନ୍ତୁ ଜାଣିବା ଏହା ଆପଣଙ୍କ ଭବିଷ୍ୟତ ସମ୍ପର୍କରେ କଣ କହୁଛି । ନୀଳ ରଙ୍ଗ ମାଛ  : ଏହି ରଙ୍ଗର ମାଛକୁ ଚୟନ କରୁଥିବା ଲୋକମାନେ ଅନେକ ପ୍ରଶ୍ନକୁ ମନରେ ରଖି ବିଚଳିତ ହେଉଛନ୍ତି । ତେବେ ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଥିବା ଦୁଃଖକଷ୍ଟ ସବୁ ଦିନ ପାଉନ ଦୂର ହେବାକୁ ଯାଉଛି ।

ଏହି ସବୁ ଦଶା ଆପଣଙ୍କ ଜାତକ ଦୋଷ ଯୋଗୁଁ ହେଉଥିଲା । ଏଣୁ ଆପଣ ବହୁତ ଦୁଃଖ ସହ କରିଛନ୍ତି ଏବଂ ରୋଗରେ ପଡି ଅଧିକ ଧନ କର୍ଚ୍ଚ ହୋଇଛି । ଆପଣଙ୍କ ଘରଉପକରଣ ରେ ଅନେକ ପଇସା କର୍ଚ୍ଚ ହୋଇଛି ତେଣୁ ଆପଣ ଏବେ ଆପଣଙ୍କ ଇଷ୍ଟଦେବଙ୍କୁ ପୂଜା କରିବାର ବ୍ୟବସ୍ଥା କରନ୍ତୁ । ଆପଣ ଶାନ୍ତି ନିମନ୍ତେ ଦେବାଦେବୀମାନଙ୍କ ପୂଜାରେ ଲାଗିପଡନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଥିବା ସମସ୍ତ ପ୍ରକାରର ଦୁଃଖ ଅସୁବିଧା ଦୂର ହେଇଯିବ ।

ହଳଦୀ ରଙ୍ଗ ମାଛ :  ଏହି ମାଛକୁ ବାଛିଥିବା ବ୍ୟକ୍ତିବିଶେଷ ମାନଙ୍କ ଜୀବନରେ ପାପ ଫଳ ଦୂର ହୋଇ ଶୁଭ ଫଳ ପ୍ରାପ୍ତ କରିବାର ଯୋଗ ବନୁଛି । ନିକଟରେ ଆପଣ ବନ୍ଧୁଙ୍କ ସହ ସମ୍ପର୍କରେ ଆସିବେ ଓ ଏହି ବନ୍ଧୁ ଦ୍ଵାରା ଆପଣ ବିଶେଷ ଲାଭ ପ୍ରାପ୍ତ କରିବେ । ଆପଣ ବର୍ତ୍ତମାନ  ପରିସ୍ଥିତିକୁ ନେଇ ଯେତେ ଭୟଭୀତ ହେଉଥିଲେ ତାହା ଦୂର ହେବାକୁ ଯାଉଛି । ପୂର୍ବରୁ ଯୋଜନା କରୁଥିବା କାମ ସଫଳତାପୂର୍ବକ ହେବ । ଆପଣ ଏହି ଦିନମାନଙ୍କରେ କୋଣସି ବ୍ରାହ୍ମଣ ବା ଆବଶ୍ୟକ ଥିବା ବ୍ୟକ୍ତି ଦାନପୂର୍ଣ୍ଣ ଆଦି କାର୍ଯ୍ୟ କରନ୍ତୁ । ଦେଖିବେ ଏହା ଦ୍ଵାରା ଆପଣ ଆର୍ଶୀବାଦ ପ୍ରାପ୍ତ ହୋଇ ଜୀବନରେ ଥିବା ବାଧାବିଗ୍ନ୍ ଦୂର ହେବ ।

ଲାଲି ରଙ୍ଗ ମାଛ : ଏହି ରଙ୍ଗର ମାଛକୁ ବାଛିଥିବା ଆପଣଙ୍କ ଜୀବନରେ ଅନେକ ସମସ୍ୟା ରହିଛି ଓ ଆପଣ ଜଗତରେ ଇଶ୍ଵର ଅଛନ୍ତି ବୋଲି ବିଶ୍ଵାସ କରି ପାରୁନାହାଁନ୍ତି । ଆପଣ ଯାହାଙ୍କ ଉପରେ ବିଶ୍ବାସ ରଖିଥିଲେ ସେ ହିଁ ଆପଣଙ୍କୁ ସାହାଯ୍ୟ କରିବାରେ ପଛ ଘୁଞ୍ଚା ହେଉଛନ୍ତି ।

ଯାହା ଫଳରେ ଆପଣ ସଂପୂର୍ଣ୍ଣ ଭାଙ୍ଗି ପଡ଼ୁଛନ୍ତି । ଏହା ଗ୍ରହ ଦୋଷ ଯୋଗୁଁ ହେଉଛି ତେଣୁ ତାହାର ନିରାକାରଣ କରିବା ଉଚିତ୍ । ଦେଖିବେ ବିଳମ୍ବ ହେବ ହେଲେ ନିଶ୍ଚିତ ଶୁଭ ସମୟ ଆପଣ ପାଇଁ ଆସୁଛି । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ । ତେବେ ଆମ ପେଜ୍ କୁ  ଲାଇକ,ଶେୟାର ଓ କାମେଣ୍ଟ କରନ୍ତୁ ।