ଗାନ୍ଧୀଜୀ କେଉଁ ଜାତିର ଲୋକ ଥିଲେ ? ଏହା ସହ ଜାଣନ୍ତୁ ଆହୁରି 10 GK Questions & Answers

ନମସ୍କାର ବନ୍ଧୁଗଣ । ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ତେଣୁ ମୁଁ ଆଜି ଆପଣମାନଙ୍କ ପାଇଁ ନେଇଆସିଛି କେତେକ ଉପଯୋଗୀ ପ୍ରଶ୍ନ ଉତ୍ତର । ଯାହାକୁ ଜାଣିବା ଓ ଅନ୍ୟକୁ ଜଣାଇବା ଆପଣଙ୍କ କର୍ତ୍ତବ୍ୟ । କାରଣ ବାଣ୍ଟିବା ଦ୍ଵାରା ଜ୍ଞାନ ବିକଶିତ ହୋଇଥାଏ । ତେବେ ଆସନ୍ତୁ ଆରମ୍ଭ କରିବା ମଜାଦାର ପ୍ରଶ୍ନ ଉତ୍ତର ।

 

1- କେଉଁ ଜୀବର କ୍ଷୀର ପିଇଲେ ବୁଦ୍ଧି ପ୍ରଖର ହୋଇଥାଏ ?

ଉତ୍ତର :ଗାଈ ର କ୍ଷୀର ପିଇଲେ ବୁଦ୍ଧି ପ୍ରଖର ହୋଇଥାଏ ।

2- ମଣିଷ ନ ଶୋଇକି କେତେ ଦିନ ରହିପାରେ ?

ଉତ୍ତର : ମଣିଷ ନ ଶୋଇକି 12 ଦିନ ରହି ପାରିବ ।

3- କେଉଁ ରାଜ୍ୟରେ ସବୁଠାରୁ ଅଧିକ ଚା ଚାଷ ହୁଏ ?

ଉତ୍ତର : ଆସାମ ରେ ସବୁଠାରୁ ଅଧିକ ଚା ଚାଷ ହୋଇଥାଏ ।

4- କେଉଁ ଦେଶକୁ ସୂର୍ଯ୍ୟର ଦେଶ  ବୋଲି କୁହାଯାଏ ?

ଉତ୍ତର :  ଜାପାନ କୁ ସୂର୍ଯ୍ୟର ଦେଶ ବୋଲି କୁହାଯାଇଥାଏ ।

 

5- କେଉଁ ଜୀବ ଜନ୍ମ ନେବା ସମୟରେ ମାତ୍ର 1 ଇଞ୍ଚ ର ହୋଇଥାଏ ?

ଉତ୍ତର : କଙ୍ଗାରୁ ଜନ୍ମ ନେବା ସମୟରେ ମାତ୍ର 1 ଇଞ୍ଚ ର ହୋଇଥାଏ ।

6- ଭାରତରେ କେଉଁ ଗଛ ଲଗେଇଲେ ଜେଲ ହୋଇଥାଏ ?

ଉତ୍ତର : ଭାରତରେ ଗଞ୍ଜେଇ ଗଛ ଲଗେଇଲେ ଜେଲ ହୋଇଥାଏ ।

 

7- କେଉଁ ରାଜ୍ୟରେ ର ମୁଖ୍ୟ ଭାଷା ଇଂରାଜୀ ଅଟେ ?

ଉତ୍ତର : ନାଗାଲାଣ୍ଡ ର ମୁଖ୍ୟ ଭାଷା ଇଂରାଜୀ ଅଟେ ।

8- ଲାଲକିଲ୍ଲା କେଉଁ ମୋଗଲ ରାଜା ତିଆରି କରିଥିଲା ?

ଉତ୍ତର : ଶାହାଜାହାନ ଲାଲକିଲ୍ଲା କୁ ତିଆରି କରିଥିଲେ ।

9- କେଉଁ ଦେଶରେ ଭିକ ମାଗିଲେ ଜେଲ ହୋଇଥାଏ ?

ଉତ୍ତର : ଚୀନ ଦେଶରେ ଭିକ ମାଗିଲେ ଜେଲ ହୋଇଥାଏ ।

10 –  ମହାତ୍ମା ଗାନ୍ଧୀଜୀ କେଉଁ ଜାତିର ଅଟନ୍ତି ?

ଉତ୍ତର : ମହାତ୍ମା ଗାନ୍ଧୀଜୀ ବଣିଆ ଜାତିର ଲୋକ ଅଟନ୍ତି ।

ଆପଣମାନଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗେ ତେବେ ଆମ ପେଜ୍ କୁ ଲାଇକ କରି ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ।