ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ୫ ଟି ସଂକେତ, ଜାଣନ୍ତୁ ଏବଂ ରୁହନ୍ତୁ ସାବଧାନ

ବ୍ୟକ୍ତିର ଜୀବନର ଦୁଇଟି ସମୟ ଆସିଥାଏ । ଗୋଟିଏ ଭଲ ସମୟ ଏବଂ ଅନ୍ୟଟି ଖରାପ ସମୟ । କିନ୍ତୁ ଆପଣ ମାନେ ଶୁଣିଥିବେ ବ୍ୟକ୍ତି ସହିତ ଭଲ କିମ୍ବା ଖରାପ ହେବା ପୂର୍ବରୁ ଭଗବାନ ଆପଣଙ୍କୁ କୌଣସି ନା କୌଣସି ସଂକେତ ନିଶ୍ଚିତ ଦେଇଥାନ୍ତି । ଯାହାକୁ ମଣିଷ ବୁଝି ପାରେ ନାହିଁ । କିନ୍ତୁ ଏହା ସତ ଅଟେ କି ଯେତେବେଳେ ମନୁଷ୍ୟର ଖରାପ ସମୟ ଆସିଥାଏ ତେବେ ତାହା ପୂର୍ବରୁ ଭଗବାନ ଏହି ୫ ଟି ସଂକେତ ଦେଇଥାନ୍ତି, ସମୟ ଭିତରେ ଏହାକୁ ଜାଣି ନିଅନ୍ତୁ ଏବଂ ନିଜକୁ ସଚେତନ କରନ୍ତୁ ।

ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ୫ ଟି ସଂକେତ

୧. ପ୍ରଥମ ସଂକେତ

ସମସ୍ତଙ୍କୁ ଭଲ ଏବଂ ଖରାପ ସ୍ଵପ୍ନ ଆସିଥାଏ । କିନ୍ତୁ ଆପଣଙ୍କୁ ଯଦି ସବୁଦିନ ଖରାପ ସ୍ଵପ୍ନ ଆସୁଛି ତେବେ ଏହାର ସଂକେତ ହୋଇଥାଏ କି ଆପଣଙ୍କ ଘରେ କିଛି ଅସୁବିଧା ଆସିବାର ଅଛି । କିମ୍ବା ଆପଣଙ୍କୁ ବିଜନେସରେ କ୍ଷତି ହେବାର ଅଛି । ଏଥିରୁ ବଞ୍ଚିବା ପାଇଁ ସବୁଦିନ ଶୋଇବା ପୂର୍ବରୁ ହନୁମାନ ଚାଳିଶା କିମ୍ବା ନିଜର ଇଷ୍ଟଦେବୀ ଦେବତାଙ୍କୁ ପ୍ରାର୍ଥନା କରନ୍ତୁ ।

୨. ଦ୍ଵିତୀୟ ସଂକେତ

ଯଦି ଆପଣ ନିଜ ସ୍ଵପ୍ନରେ କାହାକୁ କାନ୍ଦୁଥିବାର ଦେଖୁଛନ୍ତି ତେବେ ଏହା ବହୁତ ଖରାପ ସ୍ଵପ୍ନ ହୋଇଥାଏ । ଏହି କଥାକୁ କାହାକୁ କହିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଆପଣଙ୍କର ବହୁତ ଖରାପ ହୋଇପାରେ ।

୩. ତୃତୀୟ ସଂକେତ

ଆପଣଙ୍କର ଶରୀର ଯେ କୌଣସି ଅଙ୍ଗର ବାମପଟ ଯେପରି ଗାଲ, ହାତ, କାନ୍ଧ କିମ୍ବା ଆଖି ଡେଇଁ ଥାଏ ତେବେ ଏହା ଆସୁଥିବା ସମସ୍ୟା ବିଷୟରେ ସଂକେତ ଦେଇଥାଏ । ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ଡାହାଣ ଆଖି ଏବଂ ପୁରୁଷମାନଙ୍କର ବାମ ଆଖି ଡେଇଁ ଥାଏ ତେବେ ଆପଣ କୌଣସି ଅଶୁଭ ଖବର ଆପଣଙ୍କୁ ମିଳିବାର ଅଛି । ଏଥିପାଇଁ ଆପଣ ଭଗବାନଙ୍କୁ ମନେ ପକାନ୍ତୁ ।

୪. ଚତୁର୍ଥ ସଂକେତ

ଯଦି ଆପଣ ଅଚାନକ କୌଣସି କଳା ରଙ୍ଗର ବିଲେଇ ଦେଖୁଛନ୍ତି ତେବେ ତାହା ବହୁତ ଖରାପ ସଂକେତ ହୋଇଥାଏ । ଶାସ୍ତ୍ର ଅନୁସାରେ କଳା ବିଲେଇ ଅଶୁଭ ଅଟେ । ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଉପରେ ଖରାପ ପ୍ରଭାବ ପଡିବ । ଏଥିପାଇଁ ଆପଣ ବିଲେଇର ଆଖିକୁ ନ ଦେଖି ତାହାକୁ ଘରୁ ବାହାର କରି ଦିଅନ୍ତୁ । ଏବଂ ଭଗବାନଙ୍କୁ ସ୍ମରଣ କରନ୍ତୁ ।

୫. ଝିଟିପିଟି

ଯଦି ଆପଣ ଅଚାନକ ଘରେ ୨ଟି ଝିଟିପିଟି ଲଢୁଥିବାର ଦେଖୁଛନ୍ତି ତେବେ ଜାଣିନିଅନ୍ତୁ ଆପଣଙ୍କ ଉପରେ ସଙ୍କଟ ଆସିପାରେ । କିମ୍ବା ଆପଣଙ୍କର କାହା ସହିତ ଝଗଡା ହୋଇପାରେ । ଏଥିପାଇଁ ଆପଣ ଘର ଘରେ ଝିଟିପିଟି ଲଢୁଛନ୍ତି ତୀବ ତାଙ୍କୁ ଅଲଗା କରି ଦିଅନ୍ତୁ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।