କେଉଁ ଭ୍ୟାକ୍ସିନ କେତେ ପ୍ରଭାବଶାଳୀ ? Dr B. K. Mishra

କରୋନା ପାଇଁ ବଜାରରେ ମିଳୁଥିବା ଟୀକା ଗୁଡିକ କଣ କଣ ଅଟେ ଏହହା କିପରି କାମ କରେ ଓ ଆମେ ଏହାକୁ କିଭଳି ଭାବେ ବାଛି କରି ନେଇପାରିବା । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

ବର୍ତ୍ତମାନ ଭାରତରେ 3 ପ୍ରକାର ଟୀକା ଅଛି ସେଗୁଡିକ ହେଉଛି , କୋଭ୍ୟାକସ୍ସିନ , କୋଭିଷିଲ୍ସ , ସ୍ପୁତନିକ ଭି । ଏହି ସ୍ପୁତନିକ ଭି ଏବେ କିଛି ଦିନ ହେଲା ଆସିଛି ଏହା ରଷିଆର ଟୀକା ଅଟେ । ଏହାକୁ ନେଇ ଅନେକ ପ୍ରଶ୍ନ ଆସୁଛି ଲୋକଙ୍କ ମନରେ କି ଏହାର ପ୍ରଭାବ କିପରି ଏହା କିଭଳି ଆମ ରୋଗ ପ୍ରତିରୋଧକ ଶକ୍ତିକୁ ଠିକ କରିବ ଓ ଶେଷରେ ଏହାର କିଛି ଖରାପ ପ୍ରଭାବ ଅଛି କି ନାହିଁ ।

ଏଫିକେଶୀ ହେଉଛି ଯଦି କିଛି ଲୋକଙ୍କୁ ଏହା କ୍ଲିନିକାଲ ଟ୍ରାଇଆଲ ରେ ଦିଆ ଯାଇଛି ତାହେଲ ଏହା ର ରୋଗକୁ କମେଇବାର କ୍ଷମତା କେତେ । ଇଫେକଟିଭ  ହେଉଛି ଯେତେବେଳ ଏହା ବାହାରେ ଲୋକ ମାନଙ୍କୁ ଦିଆ ଗଲା ସେତେବେଳେ ଏହା କେତେ ମାତ୍ରାରେ ରୋଗକୁ କମେଇ ନିଜର କାମ କରିବାରେ ସଫଳ ହେଲା ।

ସ୍ପୁତନିକ ଭି ର ଏଫିକେଶୀ 91% ଅଟେ ଏହା ରୋଗକୁ ଅଧିକ ବଢିବା ପାଇଁ ଦିଏନି ଏହାର ରୋଗପ୍ରତିରୋଧକ ଶକ୍ତି ଅଧିକ ଅଟେ। କୋଭ୍ୟାକସ୍ସିନ ଏହାର 81% ଅଟେ ଓ କୋଭିଷିଲ୍ସ ର 70% ଅଟେ। ଯଦି ଏହି ଟୀକା ମଝିରେ ସଠିକ ଭାବେ ଅନାର ରଖାଯାଏ ତାହେଲେ ଏହାର ଏଫିକେଶୀ ଅଧିକ ହୋଇ ଯାଏ।

ଦେଖନ୍ତୁ ଜେଭଳି ସଠିକ ସମୟ ଅନ୍ତରରେ ଆପଣ ଖାଇବା ଖାଇଲେ ଆପଣ ସୁସ୍ଥ ରହିବେ ସେଭଳି ଯଦି ଆପଣ ସଠିକ ଭାବେ ନିଜର ଟିକା ମଧ୍ୟରେ ଅନ୍ତର ରଖିବେ ତାହେଲେ ଏହା ଅଧିକ ପ୍ରଭାବ ପକେଇବ।ଏବେ ଆସନ୍ତୁ ଜାଣିବା ଏହା ର ପାର୍ଶ୍ଵ ପ୍ରତିକ୍ରିୟା କଣ ପାଇଁ ହୁଏ । ଆମେ ଯେତେବେଳେ ଭି ଟୀକା ନେଇ ଥାଉ ଏହାର କାମ ହେଲା ଏହା ଶରୀର ଭିଆତ୍ରେ ଥିବା ଆମ ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇବା ପାଇଁ ସାହାଜ୍ଯ କରେ।

ସେଥି ପାଇଁ ଆପଣ ଯଦି ଏହାକୁ ନେଉଛନ୍ତି ତାହେଲେ ଆପଣଙ୍କ ଭିତରେ କିଛି ମାତ୍ରାରେ ତ ପରିବର୍ତ୍ତନ ଆସିବ। ସ୍ପୁତନିକ ଭି ଏହା କୁ ନେବା ପରେ ରୋଗୀର ଦେହରେ କିଛି ମାତ୍ରାରେ ଜର ରହି ପାରେ ଯେଉଁ ଜାଗାରେ ଟୀକା ନେଇଥିବେ ସେ ଜାଗା ହେଉ କିମ୍ବା ପୁରା ଶରୀର ହେଉ ଫୁଲିବାକୁ ଲାଗେ । କୋଭ୍ୟାକସ୍ସିନ ଏହାକୁ ନେବା ପରେ ଆପଣଙ୍କ ଦେହରେ ଜର ଆସିପାରେ ହୁଏତ ଏହା ବହୁତ ଅଧିକ ମାତ୍ରାରେ ଆସି ପାରେ ଏଠି ପାଇଁ ଆପଣଙ୍କୁ ବ୍ୟସ୍ତ ହେବାର ନାହିଁ ।

ଏହା ପରେ ଆଶୁଚି ଆମର କୋଭିଷିଲ୍ସ ଏହାକୁ ଲଗେଇବା ପରେ ଆପଣ ଟୀକା ନେଇଥିବା ଜାଗାରେ ବିନ୍ଧା ହୋଇ ପାରେ ଖୁବ ଜୋରେ କମ୍ପ ସହ ଜର ହୋଇପାରେ ଆପଣ ଏହା ପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ ଆପଣ ଏହାକୁ ସାଧାରଣ ଜର ପାଇଁ ଆସୁଥିବା ମେଡ଼ିସିନ ଖାଇକି କମେଇ ପାରିବେ।

ଆପଣ ନିଜ ଇଚ୍ଛା ଅନୁସାରେ ଟୀକା ନେଇ ପାରିବେ ଯଦି ନ ମିଳୁଛି ତାହେଲେ ସବୁ ଟୀକାର କ୍ଷମତା ସମାନ ଅଟେ ଆପଣ ଏହାକୁ ନେବା ଉଚ୍ଚିତ । ଯଦି ଆପଣଙ୍କୁ ଲାଗୁଛି ଏହା ସଂକ୍ରମଣ କୁ ହେବାରେ ଅଟକେଇ ପାରିବନି ମାତ୍ର ଏହା କମେଇ ପାରିବ । ଆମେ ଏତେ ଜଲ୍ଦି ଆମ ପ୍ରିୟଜନଙ୍କୁ ହରାଇବାନି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ