କେଉଁ ସହରରେ ଦେଖାଯାଏ 5ଟି ସୂର୍ଯ୍ୟ, ଏହା ସହିତ ଆହୁରି 12 ଟି GK ପ୍ରଶ୍ନ ଓ ଉତ୍ତର

ଆଜି ଆମେ ଆପଣଙ୍କ ପାଇଁ କିଛି ଜିକେ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହା ଦ୍ଵାରା ଆପଣଙ୍କ ବୁଦ୍ଧି ବଢିବ ଏବଂ ଆପଣ କିଛି ନୂଆ କଥା ଜାଣିବେ । ଏହା ଆପଣଙ୍କୁ ପରବର୍ତ୍ତୀ ସମୟରେ ସାହାଯ୍ୟ କରିବ ବୋଲି ଆମେ ଆଶା କରୁଛୁ । ଏମିତି ପ୍ରଶ୍ନ IAS, UPSC, IPS ଭଳି ପରୀକ୍ଷା କିମ୍ବା ଆପଣ ଦେବାକୁ ଯାଉଥିବା ଇଣ୍ଟରଭିୟୁରେ ଆସିପାରେ ।

୧- ଏକ ସୁସ୍ଥ ମନୁଷ୍ୟର ହୃଦୟ ସ୍ପନ୍ଦନ ମିନିଟ ପ୍ରତି କେତେଥର ହୋଇଥାଏ ?

ଉତ୍ତର- ୭୨ ଥର

୨- ଭାରତର ପ୍ରଥମ ମହିଳା ଆଇପିଏସ ଅଫିସର କିଏ ?

ଉତ୍ତର- କିରଣ ବେଦୀ

୩- ଲୋକ ସଭାର ସଦସ୍ୟ ସଂଖ୍ୟା କେତେ ?

ଉତ୍ତର- ୫୪୫

୪- ରାଜ୍ୟ ସଭାର ସଦସ୍ୟ ସଂଖ୍ୟା କେତେ ?

ଉତ୍ତର- ୨୫୦

୫- ଦୁଇ ରେଳ ଧାରଣା ମଧ୍ୟରେ ଏକ ଛୋଟ ଫାଙ୍କ ରଖାଯାଏ କାହିଁକି ?

ଉତ୍ତର- ରେଳ ଧାରଣାରେ ରେଳ ଗାଡି ଯିବା ସମୟରେ ରେଳ ଗାଡି ଓ ଧାରଣା ମଧ୍ୟରେ ଘର୍ଷଣ ହୁଏ ଫଳରେ ତାପ ସୃଷ୍ଟି ହୁଏ ଓ ରେଳଧାରଣା ପ୍ରସାରିତ ହେବାକୁ ଲାଗିଥାଏ । ଏମିତିରେ ଯଦି ଫାଙ୍କ ନ ରହୁଛି ତେବେ ଧାରଣା ବଙ୍କା ହୋଇଯିବ ଓ ଦୁର୍ଘଟଣା ହେବ । ସେଥିପାଇଁ ଦୁଇ ରେଳ ଧାରଣା ମଧ୍ୟରେ ଏକ ଛୋଟ ଫାଙ୍କ ରଖାଯାଏ ।

୬- ଲୁହାର ତିଆରି ଏକ ଜାହାଜ ପାଣିରେ ଭାସେ ମାତ୍ର ଏକ ଲୁହା କଣ୍ଟା ପାଣିରେ ବୁଡି ଯାଏ କାହିଁକି ?

ଉତ୍ତର- ଲୁହା କଣ୍ଟା ଦ୍ୱାରା ଅପସାରିତ ଜଳର ଓଜନ ଲୁହା କଣ୍ଟା ଠାରୁ କମ ଯୋଗୁଁ ଲୁହା କଣ୍ଟାଟି ବୁଡି ଯାଏ । କିନ୍ତୁ ଅପର ପକ୍ଷେ ଜାହାଜ ଦ୍ୱାରା ଅପସାରିତ ଜଳର ଓଜନ ଜାହାଜ ଠାରୁ ଅଧିକ ଯୋଗୁଁ ଜାହାଜ ଟି ନ ବୁଡି ଭାସି ଥାଏ ।

୭- BDO ର ଫୁଲ ଫର୍ମ କଣ ?

ଉତ୍ତର- Block Development Officer

୮- DSP ର ଫୁଲ ଫର୍ମ କଣ ?

ଉତ୍ତର- Deputy superintendent of police

୯- MP ର ଫୁଲ ଫର୍ମ କଣ ?

ଉତ୍ତର- Member of parliament

୧୦- ସବୁଠୁ ପୁରୁଣା ବେଦr ନାଁ କଣ ?

ଉତ୍ତର- ରୁକବେଦ

୧୧- ରୁକ ବେଦରେ କିଏ ପୂଜା ପାଆନ୍ତି ?

ଉତ୍ତର- ଇନ୍ଦ୍ରଦେବ

୧୨- କେଉଁ ସହର ରେ ୫ ଟି ସୂର୍ଯ୍ୟ ଦେଖା ଯାଏ ?

ଉତ୍ତର- china, Inner Mongolia

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।