ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- କେଉଁ ଦେଶରେ ମଦ୍ୟପାନ କଲେ ୨୫ ବର୍ଷର କାରାଦଣ୍ଡ ଦିଆ ଯାଇଥାଏ ?
ଉ: ଇସ୍ରାଇଲ ଦେଶରେ ।
୨- କେଉଁ ଫଳ ଖାଇବା ପରେ ସବୁ ଜିନିଷ ଦ୍ଵିଗୁଣା ଦେଖା ଯାଇଥାଏ ?
ଉ: ମେନ ଫ୍ରୁଟ ।
୩- କେଉଁ ଦେଶର ରାଷ୍ଟ୍ରୀୟ ପଶୁ କୁକୁର ?
ଉ: କ୍ୟୁବାର ରାଷ୍ଟ୍ରୀୟ ପଶୁ କୁକୁର ।
୪- ସାପ ବିଷର ରଙ୍ଗ ଦେଖିବାକୁ କେମିତି ହୋଇଥାଏ ?
ଉ: ହଳଦିଆ ରଙ୍ଗର ହୋଇଥାଏ ।
୫- ଗୋଟିଏ ଉଡାଜାହାଜରେ କେତୋଟି ଚକା ରହିଥାଏ ?
ଉ: ୧୪ରୁ ୨୨ ଟି ଚକା ରହିଥାଏ ।
୬- କେଉଁ ଦେଶର ଲୋକ କେବେବି ଭାରତ ଆସି ନାହାନ୍ତି ?
ଉ: ନ୍ୟୁ ଟୁ ଦେଶର ଲୋକେ ।
୭- କେଉଁ ଦେଶକୁ ଭାରତର ତଲୱାର ବା ଖଣ୍ଡା ବୋଲି କୁହାଯାଏ ?
ଉ: ଇସ୍ରାଏଲ ଦେଶକୁ ।
୮- କେଉଁ ଦେଶ ପାଖରେ ଗୋଟିଏ ବି ପରମାଣୁ ଅସ୍ତ୍ର ନାହିଁ ?
ଉ: ଭେଟିକାନ ସିଟି ପାଖରେ ନାହିଁ ।
୯- କେଉଁ ଫଳକୁ ଆପଣ ଉଡାଜାହାଜରେ ନେଇ ଯାଇ ପାରିବେ ନାହିଁ ?
ଉ: ନଡିଆ ।
୧୦- କେଉଁ ଦେଶରେ ପିଲା ଜନ୍ମ ହେଲେ ସରକାର ନାମକରଣ କରିଥାନ୍ତି ?
ଉ: ସିଙ୍ଗାପୁରରେ।
୧୧- କେଉଁ ଦେଶର ସୁରକ୍ଷା ଦାୟିତ୍ଵ ଭାରତ ହାତରେ ରହିଛି ?
ଉ: ଭୁଟାନ ଦେଶର ।
୧୨- କେଉଁମାନଙ୍କ ଶବକୁ ଚୁପଚାପ ସତ୍କାର ନିମନ୍ତେ ନିଆ ଯାଇଥାଏ ?
ଉ: କିନ୍ନରଙ୍କ ଶବକୁ ।
୧୩- ଜଣେ ବ୍ୟକ୍ତି ଗୋଟିଏ ଦିନରେ ସର୍ବାଧିକ କେତେ କିମି ପାଦରେ ଚାଲି ଯାଇପାରିବେ ?
ଉ: ୧୭୫ କିମି ।
୧୪- ବିଶ୍ଵର କେଉଁ ବଡିବିଲ୍ଡର ସିଂହକୁ ଲଢେଇରେ ହରେଇ ଦେଇଥିଲେ ?
ଉ: ଶ୍ୟାଡୋ ବଡିବିଲ୍ଡର ।
୧୫- ଦୁନିଆର ସବୁଠୁ ମହଙ୍ଗା ଚକୋଲେଟର ନାମ କଣ ?
ଉ: ଗ୍ଲୋରିଅସ ଚକୋଲେଟ ।
୧୬- କେଉଁ ଦେଶ ସଂପୂର୍ଣ୍ଣ ଭାବେ ପାଣିରେ ବୁଡି ରହିଛି ?
ଉ: ନେବାଡା ଦେଶ ।
୧୭- ସାଇକେଲର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉ: ଭାରତରେ ।
୧୮- କେଉଁ ଜୀବର ମୁହଁରେ ଦାନ୍ତ ନଥାଏ ?
ଉ: ପେଙ୍ଗୁଇନ ।
୧୯- ହୃତପିଣ୍ଡ ବିନା ମଣିଷ କେତେ ସମୟ ଯାଏଁ ବଞ୍ଚିପାରିବ ?
ଉ: ତିନିରୁ ଚାରି ମିନିଟ ପର୍ଯ୍ୟନ୍ତ ।
୨୦- ଏମିତି କେଉଁ ଶବ୍ଦ ଅଛି ଯେଉଁଥିରେ ଫଳ, ଫୁଲ ଓ ମିଠା ତିନୋଟିର ନାମ ରହିଛି ?
ଉ: ଗୁଲାବ ଜାମୁନ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।