Odia Interesting Gk- ଏମିତି କେଉଁ ଶବ୍ଦ ଅଛି ଯାହାକୁ ଆମେ ଲେଖିପାରିବା, କିନ୍ତୁ ପଢି ପାରିବା ନାହିଁ ? କେବଳ ବୁଦ୍ଧିମାନ ହିଁ ଉତ୍ତର ଦେଇପାରିବେ

ଅନେକ ଲୋକ ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ଏବଂ ଉତ୍ତର ପଢିବାକୁ ଭଲ ପାଆନ୍ତି । ଏହା ଆପଣଙ୍କ ସାଧାରଣ ଜ୍ଞାନକୁ ବଢାଇବା ସହ ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ମଧ୍ୟ ସାହାଯ୍ୟ କରିଥାଏ । ଆପଣ ଯଦି ସାଧାରଣ ଜ୍ଞାନ ପଢିବାକୁ ଭଲ ପାଆନ୍ତି କିମ୍ବା କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆମେ ଆପଣଙ୍କ ପାଇଁ ବଛାବଛା ପ୍ରଶ୍ନ ଏବଂ ତା’ର ଉତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- କେଉଁ ଦେଶ ଆଜି ପର୍ଯ୍ୟନ୍ତ କେଉଁ ଦେଶର ମଧ୍ୟ ଗୁଲାମ ହୋଇନାହିଁ ?

ଉ: ନେପାଳ

୨- ମନୁଷ୍ୟ କେତେ ପ୍ରକାରର ବାସ୍ନାକୁ ଅନୁଭବ କରିପାରେ ?

ଉ: ୫୦ ହଜାରରୁ ମଧ୍ୟ ଅଧିକ

୩- କେଉଁ ଜିନିଷ ଦିନରାତି ଚାଲିଥାଏ ?

ଉ: ଘଡି ବା ସମୟ

୪- କେଉଁ ପଶୁ ବିଲକୁଲ ଶବ୍ଦ କରିପାରେ ନାହିଁ ?

ଉ: ଜିରାଫ

୫- କେଉଁ ଦେଶରେ କଳା ଗୋଲାପ ଫୁଲ ଦେଖିବାକୁ ମିଳେ ?

ଉ: ତୁର୍କୀ

୬- ଗୋଟିଏ ଫିଲ୍ମ ତିଆରି କରିବା ପାଇଁ ପ୍ରାୟତଃ କେତେ ସମୟ ଲାଗିଥାଏ ?

ଉ: ୬ ରୁ ୮ ମାସ

୭- ନୂଆ ଗାଡି ମାନଙ୍କର ନମ୍ବର ପ୍ଳେଟରେ A/F କାହିଁକି ଲେଖା ଯାଇଥାଏ ?

ଉ: କାଗଜପତ୍ର ବନି ନଥିବାରୁ

୮- କିଏ ଆମ ଘରର ସ୍ତ୍ରୀଲୋକଙ୍କ ସାମ୍ନାରେ ସିଟି ବଜାଏ କିନ୍ତୁ ଆମେ କିଛି କହି ନଥାଉ ?

ଉ: ପ୍ରେସର କୁକର

୯- କେଉଁ ଦେଶରେ ଆଳୁ ଚାଷ କରାଯାଏ ନାହିଁ ?

ଉ: ବେନିଆ

୧୦- କେଉଁ ପଶୁକୁ ସବୁ ଜିନିଷ ଦ୍ଵିଗୁଣ ଅଧିକ ବଡ ଦେଖାଯାଏ ?

ଉ: ହାତୀ

୧୧- କାହାକୁ ମିସାଇଲ ମ୍ୟାନ ନାମରେ ଜଣାଯାଏ ?

ଉ: ଏପିଜେ ଅବଦୁଲ କଲାମ

୧୨- କେଉଁ ଦେଶର ଆଇନ ସବୁଠୁ କଠୋର ବୋଲି ମାନାଯାଏ ?

ଉ: ସାଉଦି ଆରବ

୧୩- କେଉଁ ଦେଶର ଲୋକଙ୍କୁ ଅଧିକ ପରିଶ୍ରମୀ ମାନାଯାଏ ?

ଉ: ଜାପାନ

୧୪- ବିଶ୍ଵ ପାଣିପାଗ ବିଜ୍ଞାନ ଦିବସ କେବେ ପାଳନ କରାଯାଏ /

ଉ: ୨୩ ମାର୍ଚ୍ଚ

୧୫- ପୃଥିବୀରେ ସମୁଦାୟ କେତୋଟି ମହାସାଗର ରହିଛି ?

ଉ: ମହାସାଗର

୧୬- କେଉଁ ଦେଶରେ ଗୋଟିଏ ମଧ୍ୟ ନ୍ଯୁଜ ଚ୍ଯାନେଲ ନାହିଁ ?

ଉ: ଗ୍ରୀକ

୧୭- କାହାର ଚାରୋଟି ଗୋଡ ଅଛି କିନ୍ତୁ ସେ ଚାଲିପାରେ ନାହିଁ ?

ଉ: ଟେବୁଲ

୧୮- କେଉଁ ଗଛର କାଠ ସୁନା ଠାରୁ ବି ଅଧିକ ମୂଲ୍ଯବାନ ?

ଉ: ଲାଲ ଚନ୍ଦନ

୧୯- କେଉଁ ପକ୍ଷୀର ଡେଣା ନଥାଏ ?

ଉ: କିୱି ପକ୍ଷୀ

୨୦- ଏମିତି କେଉଁ ଶବ୍ଦ ଅଛି ଯାହା ଆମେ ଲେଖିପାରିବା କିନ୍ତୁ ପଢି ପାରିବା ନାହିଁ ?

ଉ: ନାହିଁ ଶବ୍ଦ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।