ଏଭଳି କେଉଁ ଶବ୍ଦ ଅଛି ଯାହାକୁ କୁଆଁରୀ ଝିଅ କହିପାରନ୍ତି ନାହିଁ? 31 ଟି GK Question ଓ Answer

ଆଜି ଆମେ ଆପଣଙ୍କ ପାଇଁ ଆଣିଚୁ କିଛି ଜିକେ କ୍ୱେଷ୍ସନ୍ ଆଊ ଆନ୍ସର । ଯାହା ଦ୍ଵାରା ଆପଣଙ୍କ ବୁଦ୍ଧି ବଢିବ ଏବଂ ଆପଣ କିଛି ନୂଆ କଥା ଜାଣିବେ । ଏହା ଆପଣଙ୍କୁ ପରବର୍ତ୍ତୀ ସମୟରେ ସାହାଯ୍ୟ କରିବ ବୋଲି ଆଶା କରୁଛୁ । ଏମିତି ପ୍ରଶ୍ନ IAS, UPSC, IPS ଭଳି ପରୀକ୍ଷା ବା ଆପଣ ଦେବାକୁ ଯାଉଥିବା ଇଣ୍ଟରଭିଉରେ ଆସିପାରେ ।

୧- ଭାରତର କେଉଁ ସହରକୁ ପ୍ୟାରିସ ବୋଲି କୁହାଯାଏ ?

ଉତ୍ତର- ଜୟପୁର

୨- କଂଗ୍ରେସର ଲଖନଊ ଅଧିବେଶନ କେବେ ହୋଇଥିଲା ?

ଉତ୍ତର- ୧୯୧୬

୩- ଫୁଟୁବଲରେ କେଉଁ ଗ୍ୟାସ ଭର୍ତ୍ତି କରାଯାଏ ?

ଉତ୍ତର- ହିଲିୟମ ଗ୍ୟାସ

୪- କେଉଁ ଦେଶରେ ସବୁଠୁ ଅଧିକ ପୋଷ୍ଟ ଅଫିସ ଅଛି ?

ଉତ୍ତର- ଭାରତ

୫- ମହାଭାରତର ରଚିୟତା କିଏ ଥିଲେ ?

ଉତ୍ତର- ବେଦବ୍ୟାସ

୬- ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ ହୋଇଥାଏ ?

ଉତ୍ତର- ୫ ବର୍ଷ

୭- ବିଶ୍ଵର ସବୁଠୁ ସୁରକ୍ଷିତ ଦେଶ କିଏ ?

ଉତ୍ତର- ଆଇସଲ୍ୟାଣ୍ଡ

୮- ଦୁନିଆର ଦ୍ଵିତୀୟ ତାଜମହାଲ କେଉଁ ଦେଶରେ ଅଛି ?

ଉତ୍ତର- ବାଙ୍ଗଲାଦେଶ

୯- ରାଷ୍ଟ୍ରସଙ୍ଗୀତର ଅବଧି କେତେ ଅଟେ ?

ଉତ୍ତର- ୫୨ ସେକେଣ୍ଡ

୧୦- ରାଜଗୀରର ପୁରୁଣା ନାମ କଣ ଅଟେ ?

ଉତ୍ତର- ରାଜଗ୍ରହ

୧୧- କେଉଁ ଜୀବର ଗୋଡ ନ ଥାଏ ?

ଉତ୍ତର- ସାପ

୧୨- କେରଳ ତଟକୁ କଣ କୁହାଯାଏ ?

ଉତ୍ତର- ମାଲବାର ତଟ

୧୩- ଅମୃତ କେଉଁ ଫଳକୁ କୁହାଯାଏ ?

ଉତ୍ତର- ପିଜୁଳି

୧୪- ନାବାର୍ଡର ମୁଖ୍ୟାଳୟ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର- ମୁମ୍ବାଇ

୧୫- ଖଟ୍ଟା ମହୁ କେଉଁଠି ମିଳିଥାଏ ?

ଉତ୍ତର- ବ୍ରାଜିଲର ଏକ ଜଙ୍ଗଲରେ

୧୬- ଭାରତରେ କେଉଁ ରାଜ୍ୟରେ ସବୁଠୁ ଅଧିକ ସୁନା ଅଛି ?

ଉତ୍ତର- କର୍ଣାଟକ

୧୭- କେଉଁ ଜିନିଷଟି ଭାଙ୍ଗିଲା ପରେ ବି ପୁଣି କାମରେ ଆସିଥାଏ ?

ଉତ୍ତର- ଅଣ୍ଡା

୧୮- ଆମେର କିଲ୍ଲା କେଉଁଠି ଅଛି ?

ଉତ୍ତର- ରାଜସ୍ଥାନ

୧୯- ଭାରତର ସବୁଠୁ ବଡ ପଦ କଣ ?

ଉତ୍ତର- ରାଷ୍ଟ୍ରପତି

୨୦- ମରୁଭୂମି ଜାହାଜ କାହାକୁ କୁହାଯାଏ ?

ଉତ୍ତର- ଓଟ

୨୧- ସଲ୍ଟ ଲେକ ସହର କେଉଁଠି ଅଛି ?

ଉତ୍ତର- କୋଲକାତା

୨୨- ଭାରତର କେଉଁ ଗଛକୁ ସବୁଠୁ ଅଧିକ ପବିତ୍ର ବୋଲି ମାନନ୍ତି ?

ଉତ୍ତର- ଓସ୍ତ ଗଛ

୨୩- ବିଶ୍ଵର ସବୁଠୁ ଗରିବ ଦେଶ କିଏ ?

ଉତ୍ତର- ଭୂଟାନ

୨୪- ଶୋଷିଲା ଭୂମି କେଉଁ ଦେଶକୁ କୁହାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା

୨୫- ସବୁଠୁ ହଲକା ଧାତୁ କଣ ଅଛି ?

ଉତ୍ତର- ଲିଥିୟମ

୨୬- କେଉଁ ଦେଶ ପାଖରେ ସବୁଠୁ ଅଧିକ ରୋବଟ ଅଛି ?

ଉତ୍ତର- ଜାପାନ

୨୭- କେଉଁ ଦେଶରେ ସବୁଠୁ ଅଧିକ ତମ୍ବାଖୁର ଉତ୍ପାଦନ ହୋଇଥାଏ ?

ଉତ୍ତର- ଚୀନ

୨୮- କେଉଁ ଦେଶରେ ଗୋଟିଏ ହେଲେ ବି ପୋଲିସ ନାହିଁ ?

ଉତ୍ତର- ସୀଲେଣ୍ଡ

୨୯- ଭାରତ ଛାଡର ନାରା କିଏ ଦେଇଥିଲେ ?

ଉତ୍ତର- ମହାତ୍ମା ଗାନ୍ଧୀ

୩୦- ସିମେଣ୍ଟର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ବ୍ରିଟେନ

୩୧- ଏମିତି କେଉଁ ଶବ୍ଦ ଅଛି ଯାହାକୁ କୁଆଁରୀ ଝିଅ କହି ପାରନ୍ତି ନାହିଁ ?

ଉତ୍ତର- ମୋର ଶାଶୁ ଓ ଶଶୁର

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।