ଚନ୍ଦ୍ରମାଙ୍କ ସିଂହ ରାଶିରେ ଗୋଚର, ଅଚାନକ ଖୋଲିଯିବ ଏହି ୩ଟି ରାଶିର ଭାଗ୍ୟ

ଚନ୍ଦ୍ରମା ସିଂହ ରାଶିରେ ଗୋଚର କରିସାରିଛନ୍ତି । ଏହି ଗୋଚର ଦ୍ଵାରା କେତେକ ରାଶିମାନଙ୍କ ଉପରେ ଭଲ ପ୍ରଭାବ ପଡିବ ତ ଅନ୍ୟ ପଟେ କିଛି ରାଶିମାନଙ୍କ ଉପରେ ଖରାପ ପ୍ରଭାବ ପଡିବ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କୁହା ଯାଉଛି କି ଆସୁଥିବା ସମୟ ବହୁତ ଖାସ ଅଟେ । ଏହି ଗୋଚର ଫଳରେ କିଛି ରାଶିଙ୍କ ବହୁତ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି ।

ମେଷ ରାଶି

ଏହି ରାଶିର ଲୋକମାନଙ୍କ ବ୍ୟବସାୟ ଠିକ ଠାକ ରହିବ । ମନୋରଞ୍ଜନ କରିବା ପାଇଁ ଆପଣ ବହୁତ ଟଙ୍କା ଖର୍ଚ କରିବେ । ଏହି ମାସରେ ଆପଣ ନିଜର ପ୍ରତିଭା ଦ୍ଵାରା ବହୁତ କିଛି ଲାଭ କରିବେ । ଆପଣଙ୍କୁ ସମାଜରେ ମାନ ସମ୍ମାନ ମିଳିବ । ଏହି ମାସରେ ଆପଣଙ୍କ ଘରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ବୃଷ ରାଶି

ଏହି ମାସରେ କୌଣସି ନୂଆ କାମ କରନ୍ତୁ ନାହିଁ । ଦେଖି ଚାହିଁ ନିବେଶ କରନ୍ତୁ । ଯଦି କରନ୍ତି ବଡ ହାଇରାଣରେ ପଡିବେ । କୌଣସି ବିବାଦରେ ପଡନ୍ତୁ ନାହିଁ, କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ । ଏହି ମାସରେ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଏହି ମାସରେ ଆପଣ ସୁସ୍ଥ ଅନୁଭବ କରିବେ । ଏହି ମାସରେ ଆପଣଙ୍କ ପରିବାରରେ ଥିବା ବଡ ସମସ୍ୟା ସମାଧାନ ହୋଇଯିବାର ସମ୍ଭାବନା ଅଛି ।

ମିଥୁନ ରାଶି

ନିଜର ଶକ୍ତିରେ ବୃଦ୍ଧି ହେବ ଓ ଏହି ମାସରେ ଆପଣଙ୍କ ମନ ବଳ ବଢିବ । ନୂଆ ସମ୍ପର୍କ ବଢିବା ସହିତ ବ୍ୟବସାୟରେ ଭଲ ଲାଭ ହେବ । ବହୁତ ପୁରୁଣା ପଡିଥିବା କୋଟ କଚେରୀ କାମ ବର୍ତ୍ତମାନ ପୁରା ହେବ । ପିଲାମାନେ ବହୁତ ଖୁସିରେ ରହିବେ ଓ ପ୍ରଗତି ମଧ୍ୟ କରିବେ ।

କର୍କଟ ରାଶି

ଦେଖିଚାହିଁ କାମ କରିବାକୁ ଚେଷ୍ଟା କରନ୍ତୁ ଓ ସାବଧାନ ରୁହନ୍ତୁ । ଯଦି ଆପଣ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି ତେବେ ଅଳ୍ପ ଅପେକ୍ଷା କରନ୍ତୁ । ଯଦି କୌଣସି ଜିନିଷରେ ନିବେଶ କରୁଛନ୍ତି ସେହି ଜିନିଷରେ ଲାଗିଥିବା ଟଙ୍କା ହୁଅତ ଫେରି ନ ପାରେ । ଆର୍ଥିକ ସମସ୍ୟା ଖରାପ ରହି ପାରେ ।

ସିଂହ ରାଶି

ଏହି ମାସରେ ପ୍ରୟାସ କରିଥିବା ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ବ୍ୟାପାରରେ ଭଲ ଲାଭ ହେବ । ଘରର ସମସ୍ୟାକୁ ନେଇ ଚିନ୍ତା ବଢିପାରେ । ଆପଣଙ୍କୁ ମାତା ପିତାଙ୍କ ଧ୍ୟାନ ରଖିବାକୁ ପଡିବ । ଆର୍ଥିକ ସମସ୍ୟାରେ ଅଳ୍ପ ତ୍ରୁଟି ଦେଖା ଦେବ ।

କନ୍ୟା ରାଶି

ଖର୍ଚ ଅଧିକ ବଢିପାରେ ଓ କୌଣସି ନା କୌଣସି କାମରେ ଆପଣ ବଡ ହଇରାଣ ହୋଇପାରନ୍ତି । ଜୀବନସାଥି ଓ ସନ୍ତାନ ସମ୍ବନ୍ଧରେ କିଛି ଖୁସି ଖବର ଆସିପାରେ । ଘରେ କୌଣସି ଲୋକ ରୋଗରେ ପଡ଼ିପାରନ୍ତି । କାର୍ଯ୍ୟରେ କାହା ସାଙ୍ଗରେ ପାଟିତୁଣ୍ଡ ହୋଇପାରେ ସେଥିପାଇଁ କରି ସତର୍କ ରୁହନ୍ତୁ ।

ତୁଳା ରାଶି

ଏହି ମାସରେ ଆପଣଙ୍କ ଆମଦାନୀ ବଢିପାରେ ଓ ଧନ ମଧ୍ୟ ମିଳିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେ ଏହି ମାସରେ ଭଲ ଅନୁଭବ କରିବେ । ଏହି ମାସରେ ଆପଣଙ୍କ ପରିବାରରେ ଥିବା ବଡ ସମସ୍ୟା ସମାଧାନ ହୋଇଯିବାର ସମ୍ଭାବନା ଅଛି ।

ବିଚ୍ଛା ରାଶି

ଆପଣଙ୍କ ଘରେ ଏହି ମାସରେ କୌଣସି ଏକ ମଙ୍ଗଳ କାର୍ଯ୍ୟ ହୋଇପାରେ । ନିଜର ସାଙ୍ଗମାନଙ୍କ ଠାରୁ ଏହି ମାସରେ ଆପଣଙ୍କୁ ସହାୟତା ମିଳିବ । ନିବେଶ କରିଥିବା କାର୍ଯ୍ୟ ବର୍ତ୍ତମାନ ଆପଣଙ୍କୁ ବହୁତ ଲାଭଦାୟକ କରିବ । ହଠାତ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି ।

ଧନୁ ରାଶି

ସମାଜରେ ମାନ ଓ ପ୍ରତିଷ୍ଠା ବଢିବ । ଆପଣ ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ । ଆପଣ ଏହି ମାସରେ କିଛି ଘର କାମରେ ଲିପ୍ତ ରହିବେ ଓ ସେହି କାମରେ ସଫଳ ମଧ୍ୟ ହେବେ । ଭଲ ପାଇବା କ୍ଷେତ୍ରରେ ଆପଣଙ୍କୁ କିଛି ନୂଆ ଖୁସି ଖବର ମିଳିପାରେ ।

ମକର ରାଶି

ଏହି ମାସରେ ଆପଣ ଯେତେ ପରିଶ୍ରମ କରିଲେ ମଧ୍ୟ ଲାଭ କମ ମିଳିବ କିନ୍ତୁ ଅଳ୍ପ ଧର୍ଯ୍ୟ ରଖନ୍ତୁ ଆଗକୁ ଶୁଭ ଫଳ ମିଳିବ । ଆପଣ ଅନାବଶ୍ୟକ କାର୍ଯ୍ୟରେ ଫସି ପାରନ୍ତି ତେଣୁ ଅଳ୍ପ ସାବଧାନ ରୁହନ୍ତୁ । ଭଲ ହେବ ଯେତେ ଆପଣ ଝଗଡାରୁ ଦୂରେଇ ରହିବେ ଆପଣଙ୍କ ପାଇଁ ସେତେ ଭଲ ହେବ ।

କୁମ୍ଭ ରାଶି

ଯଦି କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଏହି ସମୟ ହିଁ ସଠିକ ଅଟେ ଓ ଖୁବ ଶୀଘ୍ର ଆରମ୍ଭ କରିଦିଅନ୍ତୁ କରିଥିବା କାର୍ଯ୍ୟ ଲାଭ ଦାୟକ ହେବ । ଯଡି ଆପଣ ଘରେ କୌଣସି ଅସୁବିଧା ଥିଲେ ତାକୁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

ମୀନ ରାଶି

ଏହି ମାସରେ ବହୁତ ସଂଘର୍ଷ କରିବା ପରେ ସଫଳତା ହାସଲ କରିବେ । ସାଙ୍ଗ କିମ୍ବା ଗୁରୁଜନମାନଙ୍କ ସହାୟତା ମିଳିପାରେ । ଏହି ମାସରେ କୌଣସି ଧାର୍ମିକ ସ୍ଥଳକୁ ଯାଇପାରନ୍ତି । ବ୍ୟାବସାୟରେ କିଛି ଅସୁବିଧା ଦେଖା ଦେବ ଓ ଆପଣ ବହୁତ ପରିଶ୍ରମ କରି ବହୁତ ଲାଭ ପ୍ରଦ ହେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।