ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ବିଜୟ ସ୍ତମ୍ଭ କେଉଁ ରାଜ୍ୟରେ ଅବସ୍ଥିତ ?
ଉ: ରାଜସ୍ଥାନରେ ଅବସ୍ଥିତ ।
୨- କଳା ସୁନା କାହାକୁ କୁହାଯାଏ ?
ଉ: କୋଇଲାକୁ କଳା ସୁନା କୁହାଯାଏ ।
୩- ଭାରତର କେଉଁ ସହର ଅଙ୍ଗୁର ଚାଷ ପାଇଁ ପ୍ରସିଦ୍ଧ ?
ଉ: ନାସିକରେ ସବୁଠୁ ଅଧିକ ଅଙ୍ଗୁର ଚାଷ ହୁଏ ।
୪- କେଉଁ ଜୀବ ତା’ ପାଟିରେ ଚାଲିଥାଏ ?
ଉ: ଗେଣ୍ଡା ନିଜ ପାଟିରେ ଚାଲେ ।
୫- ବିଶ୍ଵର ସବୁଠୁ ବୃହତ୍ତମ ସାପର ନାମ କଣ ?
ଉ ଆନାକୋଣ୍ଡା ସାପଙ୍କ ମଧ୍ୟରେ ବୃହତ୍ତମ ।
୬- କେଉଁ ଜୀବର ରକ୍ତର ରଙ୍ଗ ନୀଲ ଅଟେ ?
ଉ: ଝିଣ୍ଟିକାର ରକ୍ତ ନୀଳ ।
୭- କେଉଁ ପକ୍ଷୀର ଦାନ୍ତ ନଥାଏ ?
ଉ: ବାଦୁଡିର ଦାନ୍ତ ନଥାଏ ।
୮- କେଉଁ ଫୁଲକୁ କେହି ଦେଖି ପାରନ୍ତି ନାହିଁ ?
ଉ: ଡିମିରି ଫୁଲକୁ ।
୯- କେଉଁ ଗଛରେ ୫୦ ବର୍ଷରେ ଥରେ ଫୁଲ ଫୁଟେ ?
ଉ: ପୂଯା ଗଛରେ ।
୧୦- କେଉଁ ଜୀବର ଆଠ ଟି ଆଖି ଥାଏ ?
ଉ: ମାଙ୍କଡସା ର ଆଠଟି ଆଖି ।
୧୧- କେଉଁ ଜୀବର ଆଖି ନଥାଏ ?
ଉ: ଜିଆ ର ଆଖି ନାହିଁ ।
୧୨- କେଉଁ ଜୀବ ସବୁଠୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିପାରେ ?
ଉ: କଇଁଛ ସବୁଠୁ ଅଧିକ ଦିନ ବଞ୍ଚେ ।
୧୩- କେଉଁ ଜୀବର ୧୦ଟି ଗୋଡ ରହିଥାଏ ?
ଉ: କଙ୍କଡାର ୧୦ଟି ଗୋଡ ଥାଏ ।
୧୪- ରୋଷେଇ ପାଇଁ ତିଆରି ହେଉଥିବା ମାଟିରେ ତିଆରି ଚୁଲିର ତିନି ମୁଣ୍ଡକୁ କଣ କୁହାଯାଏ ?
ଉ: ଝିଙ୍କା କୁହାଯାଏ ।
୧୫- କେଉଁ ପକ୍ଷୀ ତଳମୁହାଁ କରି ବସା ବାନ୍ଧେ ?
ଉ: ବାୟା ଚଢେଇ ତଳକୁ ଝୁଲାଇ ବସା ବାନ୍ଧେ ।
୧୬- କେଉଁ ଦେଶରେ ବିଲେଇ ମାନଙ୍କୁ ପୂଜା କରାଯାଏ ?
ଉ: ମିଶାର ଦେଶରେ ବା ଇଜିପ୍ଟରେ ।
୧୭- ତିମି ମାଛ ଛୁଆ ଦିଏ ନା ଅଣ୍ଡା ଦିଏ ?
ଉ: ଛୁଆ ଦିଏ ।
୧୮- କେଉଁ ଗଛରେ ଫୁଲ ନହୋଇ ଫଳ ହୋଇଥାଏ ?
ଉ: ପଣସ ଗଛରେ ।
୧୯- କେଉଁ ଜୀବର ମାତ୍ର ଗୋଟିଏ ବୋଲି ଶିଙ୍ଘ ରହିଥାଏ ?
ଉ: ଗଣ୍ଡାର ।
୨୦- କେଉଁ ପ୍ରାଣୀ ତିନି ବର୍ଷ ଶୁଏ ?
ଉ: ଗେଣ୍ଡା ତିନି ବର୍ଷ ଯାଏଁ ଶୋଇ ରହିଥାଏ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।