ଆଜି ଆମେ ଆପଣଙ୍କ ପାଇଁ ଛୋଟ ପିଲାମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ଛୋଟ ପିଲାମାନଙ୍କ ପରୀକ୍ଷାରେ ମଧ୍ୟ ଆସିଥାଏ । ଏମିତିରେ ଆଜିଆର ଏହି ପ୍ରଶ୍ନକୁ ଜାଣିବା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ବହୁତ ସୁବିଧା ମିଳିବ । ତେବେ ଚାଳନ୍ତୁ ଜାଣିବା ସେହି ପ୍ରଶ୍ନ ବିଷୟରେ ।
ପ୍ରଶ୍ନ – କେଉଁ ପ୍ରକାରର ଖାଦ୍ୟର ଅଭାବ ହେଲେ ଗୋଡ ହାତ ଝିମି ଝିମି ହୋଇଥାଏ ?
ଉତ୍ତର – ଭିଟାମିନ B
ପ୍ରଶ୍ନ – ଶରୀରରକୁ କିଏ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିଥାଏ ?
ଉତ୍ତର – ଭିଟାମିନ
ପ୍ରଶ୍ନ – ଆମ ଚର୍ମରେ ଭିଟାମିନ D କିଏ ସୃଷ୍ଟି କରିଥାଏ ?
ଉତ୍ତର – କଅଁଳା ଖରା
ପ୍ରଶ୍ନ – ଛୋଟ ପିଲାମାନଙ୍କର ମୁହଁ ଫୁଲିବା ଓ ପେଟ ବାହାରିବାକୁ କେଉଁ ରୋଗ କୁହାଯାଏ ?
ଉତ୍ତର – ରିକେଟ
ପ୍ରଶ୍ନ – କିଏ ରୋଗ ବ୍ୟାପିବାରେ ସାହାର୍ଯ୍ୟ କରି ନ ଥାଏ ?
ଉତ୍ତର – ପିମ୍ପୁଡି
ପ୍ରଶ୍ନ – କେଉଁ ସାର ଆମର ଦାନ୍ତ, ହାଡ ଓ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରିଥାଏ ?
ଉତ୍ତର – ଧାତୁସାର
ପ୍ରଶ୍ନ – ସବୁଜ ପନିପରିବା, ଫଳ କ୍ଷୀର, ଓ ସକାଳର ସୂର୍ଯ୍ୟକିରଣରେ କଣ ମିଳିଥାଏ ?
ଉତ୍ତର – ଜୀବସାର
ପ୍ରଶ୍ନ – କେଉଁ ଖାଦ୍ୟସାର ଶରୀରକୁ ଆକର୍ଷକ ଓ ସୁନ୍ଦର କରିଥାଏ ?
ଉତ୍ତର – ସ୍ନେହସାର
ପ୍ରଶ୍ନ – ମାଙ୍କଡର କେଉଁ ଅଙ୍ଗ ତାକୁ ଗୋଟିଏରୁ ଆଉ ଗୋଟିଏ ଡାଳକୁ ଡେଇଁପାରେ ସାହାର୍ଯ୍ୟ କରିଥାଏ ?
ଉତ୍ତର – ମାଙ୍କଡର ପଛ ଗୋଡ ଦୁଇଟି ଅଧିକ ଲମ୍ବା ହୋଇଥାଏ
ପ୍ରଶ୍ନ – କାହାର ଗୋଡ ଗୁଡିକ ହାତ ଭଳି ବି କାମ କରିଥାଏ ?
ଉତ୍ତର – ମାଙ୍କଡ
ପ୍ରଶ୍ନ – ଘାସ ମାଟିର କେଉଁଭଳି ଉପକାର କରେ ?
ଉତ୍ତର – ହାଲୁକା କରେ
ପ୍ରଶ୍ନ – ଶରୀରରେ ଦୂଷିତ ରକ୍ତ କାହା ମଧ୍ୟାମରେ ପରିଷ୍କାର ହୋଇଥାଏ ?
ଉତ୍ତର – ଫୁସଫୁସ
ପ୍ରଶ୍ନ – ଶରୀରର କେଉଁ ଅଙ୍ଗ ଆମ ଶରୀରର ରକ୍ତ ସଞ୍ଚାଳନର କେନ୍ଦ୍ରସ୍ଥଳୀ ଅଟେ ?
ଉତ୍ତର – ହୃତପିଣ୍ଡ
ପ୍ରଶ୍ନ – ଶରୀରର କେଉଁ ଅଙ୍ଗ କାମ ନ କରିଲେ ଆମ ଶରୀରର ଅଚଳ ହୋଇଯିବ ?
ଉତ୍ତର – ସ୍ନାୟୁ
ପ୍ରଶ୍ନ – ରକ୍ତରେ ଥିବା ଅଦରକାରୀ ତରଳ ପଦାର୍ଥକୁ କିଏ ଛାଣି ବାହାର କରିଦିଏ ?
ଉତ୍ତର – ବୃକକ
ପ୍ରଶ୍ନ – ଯଦି ଅଚାନକ ହରିଣ ମରିଯିବେ ତେବେ କଣ ହବ ?
ଉତ୍ତର – ଜୀବ ସନ୍ତୁଳିତ ନଷ୍ଟ ହୋଇଯିବ
ପ୍ରଶ୍ନ – କେଉଁ ଜୀବ ଚାଷ ଜମିର ଫସଲ ଖାଇ ନଷ୍ଟ କରିଦିଏ ?
ଉତ୍ତର – ପଙ୍ଗପାଳ
ପ୍ରଶ୍ନ – ବାୟୁର କେଉଁ ଉପାଦାନରୁ ଉଦ୍ଭିଦ ପାଇଁ ସାର ପ୍ରସ୍ତୁତ ହୋଇଥାଏ ?
ଉତ୍ତର – ଅମ୍ଳଜାନ
ପ୍ରଶ୍ନ – କେଉଁ କାର୍ଯ୍ୟ ତାପଶକ୍ତି ଦ୍ଵାରା ହୋଇ ନ ଥାଏ ?
ଉତ୍ତର – ମସଲା ପେଶିବା
ପ୍ରଶ୍ନ – ପ୍ଲେଗ ରୋଗ କାହା ଦ୍ଵାରା ବ୍ୟାପିଥାଏ ?
ଉତ୍ତର – ମୂଷା
ପ୍ରଶ୍ନ – ଗ୍ରହ ମାନଙ୍କ ମଧ୍ୟରୁ କାହାକୁ ବଳୟ ଗ୍ରହ କୁହାଯାଏ ?
ଉତ୍ତର – ଶନି
ପ୍ରଶ୍ନ – ପନିପରିବାକୁ ଅତ୍ୟଧିକ ସିଝାଇଲେ କଣ ନଷ୍ଟ ହୋଇଯାଏ ?
ଉତ୍ତର – ଭିଟାମିନ
ପ୍ରଶ୍ନ – ସିମେଣ୍ଟ କାରାଖାନାରେ ସିମେଣ୍ଟର ଗୁଣ୍ଡ ଶରୀରକୁ ଗଲେ କେଉଁ ରୋଗ କରିଥାଏ ?
ଉତ୍ତର – ଯକ୍ଷ୍ମା
ପ୍ରଶ୍ନ – ମସ୍ତିଷ୍କକୁ କିଏ ଖବର ଦେଇଥାଏ ?
ଉତ୍ତର – ସ୍ନାୟୁ