Interesting Odia GK : କେଉଁ ପଶୁର କ୍ଷୀର ପିଇବା ମାତ୍ରେ ମଣିଷ ମରିଯାଏ ?

ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।

୧- କେବେ ଠାରୁ ରବିବାର ଛୁଟି ଆରମ୍ଭ ହୋଇଥିଲା ?

ଉ: ୧୮୪୩ ମସିହାରୁ

୨- ମକା, ଗହମ, ମଟର ଓ ଆଖୁ- ମଧ୍ୟରୁ କେଉଁ ଫସଲ ବୁଣିବା ପାଇଁ ବୀଜର ପ୍ରୟୋଗ କରାଯାଏ ନାହିଁ ?

ଉ: ଆଖୁ

୩- ହାତୀ ନିଜ ଶୁଣ୍ଢରେ କେତେ ଲିଟର ପାଣି ରଖିପାରେ ?

ଉ: ୫ ଲିଟର

୪- ଶାଶୁ ବୋହୂ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉ: ଗୋୟାଲିୟର ରେ

୫- କେଉଁ ପଶୁ ସବୁଠୁ ଅଧିକ ରାଗୀ ସ୍ଵଭାବର ହୋଇଥାଏ ?

ଉ: ସିଂହ

୬- କେଉଁ ପଶୁକୁ ସବୁଠୁ ଅଧିକ ବୁଦ୍ଧିମାନ ବୋଲି ମାନାଯାଏ ?

ଉ: ସିମ୍ପାଜି

୭- ଭାରତରେ ଲାଇସେନ୍ସ ପାଇବାର ବୟସ କେତେ ?

ଉ: ୧୮ ବର୍ଷ

୮- କେଉଁ ନଦୀ ନିଜ ମାର୍ଗ ବଦଳିବାକୁ ନେଇ ପ୍ରସିଦ୍ଧ ଅଟେ ?

ଉ: କୋସି ନଦୀ

୯- କେଉଁ ଜୀବର ୧ ମିନିଟରେ ୧୦୦୦ ଥର ହୃଦସ୍ପନ୍ଦନ ହୋଇଥାଏ ?

ଉ: ଝିଟିପିଟି

୧୦- କେଉଁ ଭାରତୀୟ ବ୍ୟାଟ୍ସ ମ୍ୟାନ ‘ମୁଲତାନ କେ ସୁଲତାନ’ ନାମରେ ପରିଚିତ ?

ଉ: ବିରେନ୍ଦ୍ର ସେହବାଗ

୧୧- କେଉଁ ଦେଶରେ ସୁନାର ଗାଡି ଚାଲେ ?

ଉ: ସାଉଦି ଆରବରେ

୧୨- କେଉଁଠି ଖଟା ମହୁ ମିଳେ ?

ଉ: ବ୍ରାଜିଲରେ

୧୩- ଭାରତର ରାଷ୍ଟ୍ରୀୟ ଅଧିକୃତ ପଶୁ କିଏ ?

ଉ: ହାତୀ

୧୪- ଭାରତର କେଉଁ ରାଜ୍ୟରେ ରେଳଗାଡି ଚାଲେ ନାହିଁ ?

ଉ: ମେଘାଳୟ

୧୫- ଆମେରିକାର ରାଷ୍ଟ୍ରୀୟ ପଶୁ କିଏ ?

ଉ: ବାଲ୍ଡ ଇଗଲ

୧୬- ବିଶ୍ଵର ସବୁଠୁ ବଡ ଦେଶ କିଏ ?

ଉ: ଋଷ

୧୭- କେଉଁ ଦେଶରେ ମୋଟାପଣ ବଢିବା ବେଆଇନ ଅଟେ ?

ଉ: ଜାପାନରେ

୧୮- କେବେ ରୋଟି ବନାଉଥିବା ମେସିନର ଆବିଷ୍କାର ହୋଇଥିଲା ?

ଉ: ୨୦୦୮ରେ

୧୯- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଆମ୍ବ ଉତ୍ପାଦନ ହୁଏ ?

ଉ: ଉତ୍ତର ପ୍ରଦେଶରେ

୨୦- କେଉଁ ପଶୁର କ୍ଷୀର ପିଇବା ମାତ୍ରେ ମଣିଷ ମରିଯାଏ ?

ଉ: ସିଂହୀ ର

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।