କେଉଁ ଖୁସି ଖବର ମିଳିବ ! କେଉଁ ପ୍ରକାର ଇଛା ପୂରଣ ହେବ ! Choose one number!

ବନ୍ଧୁଗଣ ଆଗାମୀ ସମୟରେ ଆପଣଙ୍କୁ କେଉଁ ପ୍ରକାର ଖୁସି ଖବର ମିଳିବାକୁ ଯାଉଛି । ଆପଣଙ୍କର କେଉଁ ଇଛା ପୂରଣ ହେବାକୁ ଯାଉଛି । ଇଶ୍ଵରଙ୍କ ପକ୍ଷରୁ ଆପଣଙ୍କୁ କେଉଁ ସନ୍ଦେଶ ମିଳିବାକୁ ଯାଉଛି ? ଏହି ସବୁ କଥା ଜାଣିବା ପାଇଁ ଆପଣଙ୍କୁ 1, 2, 3 ଓ 4 ନମ୍ବର ମଧ୍ୟରୁ କୌଣସି 1 ନମ୍ବରକୁ ନିଜ ପାଇଁ ବାଛନ୍ତୁ । ସେହି ନମ୍ବର ଆଧାରରେ ଆପଣଙ୍କ ପାଇଁ ଇଶ୍ଵରଙ୍କର ସୂଚନା ଜାଣନ୍ତୁ ।

1- ପ୍ରଥମ ନମ୍ବରକୁ ନିଜ ପାଇଁ ବାଛିଥିବା ଲୋକଙ୍କ ପାଇଁ ସୂଚନା ହେଉଛି । ଆପଣଙ୍କୁ ଯାହା ଠିକ ଲାଗୁଛି । ଆପଣ ଯାହା କରିବାକୁ ଚାହୁଁଥିଲେ । ତାହା ଆପଣଙ୍କୁ ମିଳିବାକୁ ଯାଉଛି । ହେଲେ ଆପଣଙ୍କର ଯେଉଁଥିରେ ଖୁସି ଅଛି । ସେଥିରେ ହୁଏତ ଅନ୍ୟ କିଛି ଲୋକ ଖୁସି ନହୋଇ ପାରନ୍ତି । ଆପଣଙ୍କୁ ଯାହା ଠିକ ଲାଗୁଛି ତାଙ୍କୁ ସେଇଟା ଠିକ ଲାଗି ନପାରେ । ହେଲେ ଆପଣ ଯଦି ସେହି କାମ ଠିକ ବୋଲି ନିଜ ପାଇଁ ଭାବୁଛନ୍ତି । ତେବେ ଆପଣ ଭଗବାନଙ୍କ ଉପରେ ବିଶ୍ବାସ ରଖି ଆଗକୁ ବଢନ୍ତୁ ।

2-ଆପଣଙ୍କ ପାଇଁ ଇଶ୍ଵରଙ୍କ ପକ୍ଷରୁ ବହୁତ ଭଲ ପଜିଟିଭ ଏନର୍ଜି ରହିଛି । ଆପଣ ଯେଉଁ ବି କାର୍ଯ୍ୟ କରୁଛନ୍ତି । ସେହି କାର୍ଯ୍ୟ ଆଗକୁ ଆପଣ କରିବା ଦ୍ଵାରା ସେଥିରୁ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣଙ୍କୁ ଏକ ପ୍ରକାର ସାଟିସଫେକସନ ନିଜ କାମରେ ଆସିବ । ଯେଉଁ ବି ପୋଜିସନରେ ଆପଣ ରହିଥିବେ । ସେଠାରେ ନିଜକୁ ଏକ ରାଜା ଭଳି ଫିଲ୍ କରିପାରିବେ । 1 ମାସ ମଧ୍ୟରେ ଆପଣଙ୍କୁ ଏଭଳି କିଛି ନିଜ କାର୍ଯ୍ୟରେ ବା ନିଜ ଠାରେ ପରିବର୍ତ୍ତନ ହେବା ଭଳି ଲାଗିବ ।

3- ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବାକୁ ଯାଉଛି । ଆପଣ ନିଜ ପରିବାର ସହ କୁଆଡେ ବୁଲିବାକୁ ଯାଇପାରନ୍ତି ବା କିଛି ନୂଆ ଜିନିଷ ନିଜ ଘରକୁ କ୍ରୟ କରିକି ଆଣିବେ । ହେଲେ ଆପଣ କିଛି କାର୍ଯ୍ୟ କରିବା ନେଇ ବହୁ ଦ୍ଵନ୍ଦରେ ରହିବେ । କଣ କରିବେ ଓ କଣ ନାହିଁ ଏ କଥାକୁ ନେଇ ସାମାନ୍ୟ ବିଚଳିତ ରହିପାରନ୍ତି । ହେଲେ ଆପଣଙ୍କ ଅନ୍ତର ହୃଦୟରୁ ଯାହା ଆପଣଙ୍କୁ ଠିକ ଲାଗିବ ଆପଣ ସେହି କାମଟି କରନ୍ତୁ ସବୁ ଭଲ ହେବ ବୋଲି ୟୁନିଭର୍ସ ସୂଚନା ଦେଉଛନ୍ତି ।

4- ଆପଣ ନିଜ ପାଇଁ ଯାହା ବି ଭାବିକି ରଖିଛନ୍ତି । ବା ଆପଣ ନିଜ ଲାଇଫରେ ଯେଉଁ ନିଷ୍ପତ୍ତି ନେଇଛନ୍ତି । ତାହା ଆପଣଙ୍କ ପାଇଁ ଠିକ ରହିବ କି ନାହିଁ ତାହା ଏବେ ଆପଣଙ୍କ ମନରେ ଚାଲୁଛି । ତେବେ ମାତ୍ର କିଛି ଦିନର ଅପେକ୍ଷା ଭିତରେ ଆପଣ ଜାଣିବାକୁ ପାଇବେ । ଆପଣଙ୍କ ଦ୍ଵାରା ନିଆଯାଇଥିବା ନିଷ୍ପତ୍ତି ବହୁତ ଭଲ ଆପଣଙ୍କ ପାଇଁ ରହିଛି ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।