ଏମିତି ଲୋକଙ୍କୁ କେବେ ବି ସାହାର୍ଯ୍ୟ କରିବେନି, ନହେଲେ ପରେ ପସ୍ତେଇବେ, ଦେଖନ୍ତୁ କଣ କୁହନ୍ତି ଭଗବାନ Sri Krushna !

ସଂସାର ରେ ସବୁ ଙ୍କୁ କିଛି ନା କିଛି କାମ ପାଇଁ ପରସ୍ପର ର ଆବଶ୍ୟକତା ପଡି ଥାଏ । ଆମେ ଯଦି କହିବ ଆକି ଆମେ କାହା ଠାରୁ କେବେ କିଛି ସାହାଜ୍ଯ ନେଇନି ତେବେ ହୁଏ ତ ଆମେ ଭୁଲ ହୋଇ ପାରିବା । କିଛି ଲୋକମାନେ ଖୁବ ସାହାଜ୍ଯ କରି ହୋଇ ଥାନ୍ତି ସେମାନେ ଯାହାଭି ହେଉନା କାହିଁକି ସବୁ କାମରେ ଭଲ ଭାବେ ସାହାଜ୍ଯ କରି ଥାନ୍ତି । କିନ୍ତୁ ଯଦି ଦେଖିବା ପାଇଁ ଜୀବା ତ  ଆମେ ଜାଣି ପାରିବା କି କିଛି ଲୋକମାନେ ଏହି ଭଳି ମଧ୍ୟ ଆମ ପାଖରେ ଅଛନ୍ତି ଯେଉଁ ମାନେ ଅନ୍ୟମାନଙ୍କୁ ସାହାଜ୍ଯ କରିବା ପାଇଁ ଭଲ ପାଇ ନଥାନ୍ତି

କିମ୍ବା ସେମାନେ ଜାଣି ଶୁଣିକି ସାହାଜ୍ଯ କରି ନଥାନ୍ତି । ଆପଣ ମଧ୍ୟ ଏହି ଭଳି କିଛି ଲୋକଙ୍କୁ ଜାଣି ଥିବେ ଯେଉଁ ମାନେ ଏହି ଭଳି ହୋଇ ଥାନ୍ତି । ଯେଉଁ ମାନେ ଆପଣଙ୍କୁ ସେତେବେଳେ ମାନେ ପକାଇ ଥାନ୍ତି ଯେତେବେଳେ ସେମାନେ ଆପଣଙ୍କ ପାଖରେ ହାଜର କରି ଯାଇ ଥାନ୍ତି ଅନ୍ୟ ସମୟରେ ସେମାନେ ଆଖ ପାଖରେ ନଥାନ୍ତି । ଦରକାର ବେଳେ ହାତ ଯୋଡି ଆଖିରୁ ଲୁହ କାଢି ସେମାନେ କ୍ଷମା ମାଗି ନେଇ ଥାନ୍ତି ।

ଏହି ସମୟରେ ଆପଣଙ୍କ ମନରେ ଏକ କଥା ଥାଏ କି ଆପଣ ସେମାନଙ୍କୁ ସାହାଜ୍ଯ କରିବେ କି ନ କରିବେ । ଭଗବାନ କହିଛନ୍ତି କି ଯଦି ଏହି ଭଳି ଆପଣଙ୍କୁ କେହି ମନ ପକାଇ ଥାନ୍ତି  ତେବେ ଆପଣ ତାଙ୍କୁ ସାହାଜ୍ଯ କରିବା କଥା । କୁହାଯାଏ କି ସେତେବେଳେ ଦୀପ ର କଥା ମନ ପଡିଥାଏ ସେତେବେଳେ ଯେତେବେଳେ ଅନ୍ଧାର ଆସିଯାଇ ଥାଏ । ଆପଣ ତାକକୁ ଶ୍ଵାର୍ଥୀ ନ ବ୍ଭାବୀ ନିଜକୁ ଦୀପ ଭାବନ୍ତୁ କି ଆମେ ଜଣଙ୍କ ସାହାଜ୍ଯ କରିବାର ଯୋଗ୍ୟ ।

ଆମକୁ ଲୋକମାନେ ବିସବାଶ କରନ୍ତି କି ଆମେ ତାଙ୍କୁ ସାହାଜ୍ଜ୍ୟା  କରିବା । ତେଣୁ ଆପଣ ଦୀପ ହୁଅନ୍ତୁ ସ୍ଵାର୍ଥୀ ନୁହେଁ । ସାମନା ରେ ଥିବା ଲୋକ କଣ ଭାବୁଛି ତା ପାଇଁ ମୁ କଣ ପାଇଁ ମୋ ଚିନ୍ତା ବଦଳାଇ ଦେବୀ ଏହା କଣ ଠିକ ଅଟେ । ଆଉ ଏକ କଥା ମଧ୍ୟ ଅଛି ଦିନେ ଜଣେ ସାଧୁ ନଦୀରେ ଗାଧୋଇବା ବେଳେ ଏକ ବିଛାକୁ ବୁଡିବାର ଦେଖିଲେ ସେ ତାକୁ ବଞ୍ଚାଇବା ପାଇଁ ନିଜ ହାତରେ ଉଠାଇଲେ ସେ ତାଙ୍କୁ କାମୁଡି ଦେଲା ।

ସେ ପୁଣି ପାଣିରେ ପଡି ଗଲା ସାଧୁ ପୁଣି ତାକୁ ପାଣିରୁ ଉଧାର କରିବା ପାଇ ଚେଷ୍ଟା କରିଲେ ସେ ପୁଣି ଆଘାତ କଳା ସାଧୁ ପୁଣି ତାକୁ  ଉଧାର କରିବା ଅପାଇନ ଚେଷ୍ଟା କଲେ ଓ ତାକୁ ଉଧାର ମଧ୍ୟ କଲେ । ଏହା ପାଖରେ ଥିବା ଏକ ସ୍ତ୍ରୀ ଲୋକ ଦେଖିକି ପଚାରିଲା ଏହି ବିଛା ଆପଣଙ୍କୁ ଏତେ ଥର ଆଘାତ କଲାଣି ଆପଣ କଣ ପାଇଁ ତାକୁ ଉଠାଉ ଛନ୍ତି । ସାଧୁ କହିଲେ ସେ ଏକ ଜୀବ ହୋଇ ଯଦି ନିଜ ସ୍ଵଭାବ ବଦଳାଉନି ମୁ ଏକ ସାଧୁ ହୋଇ କିଭଳି ନିଜ ଧର୍ମ ଭୁଲିବି କିଭଳି ନିଜ ସ୍ଵଭାବ ବଦଳାଇବି । କିଛି ସମୟରେ ନିଜକୁ ପରିବର୍ତ୍ତନ ଅକରିବା ପାଇଁ ପଡେ ମାତ୍ର ସବୁ ସମୟରେ ଆପଣ ଯେଉଁ ଭଳି ଥାନ୍ତି ସେହି ଭଳି ରହିବା ଭଲ ଅଟେ ।