ଆଜିକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷା ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ଅନେକ ପ୍ରଶ୍ନ ପଚରା ଯାଉଛି । ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏଭଳି ପଚରା ଯାଉଛି । ଅନେକ ସମୟରେ ପିଲାଙ୍କୁ ସାମାନ୍ଯ ପ୍ରଶ୍ନର ଉତ୍ତର ଦେଇ ନପାରିବା ଯୋଗୁଁ ବିଫଳତାର ସ୍ଵାଦ ଚାଖିବାକୁ ପଡୁଛି । ତେଣୁ ଅନ୍ୟ ସବୁ ବିଷୟ ସହିତ ଆପଣଙ୍କ ସାଧାରଣ ଜ୍ଞାନ ମଧ୍ୟ ଭଲ ଥିବା ଆବଶ୍ୟକ । ସେଥିପାଇଁ ଆମେ ଆପଣଙ୍କ ପାଇଁ ଆଜି କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଓ ଏହାର ଉତ୍ତର ନେଇ ଆସିଛୁ ।
୧- ଆଗ୍ରାର ତାଜମହଲ କେଉଁ ରାଜ୍ୟରେ ଅବସ୍ଥିତ ?
ଉ: ଉତ୍ତରପ୍ରଦେଶ ରେ ଅବସ୍ଥିତ ।
୨- କେଉଁ ଜୀବ ନିଜ ଜିଭରେ ନିଜ କାନ ସଫା କରେ ?
ଉ: ଜିରାଫ ଜିଭରେ କାନ ସଫା କରେ ।

୩- ଭାରତର କେଉଁ ରାଜ୍ୟରେ ସର୍ବ ପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାଏ ?
ଉ: ଅରୁଣାଚଳ ପ୍ରଦେଶରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଏ ।
୪- ଭାରତର କେଉଁ ରାଜ୍ୟରେ ସବୁ ଜିନିଷ ଶସ୍ତାରେ ମିଳେ ?
ଉ: ଗୋଆରେ ସବୁ ଜିନିଷ ଶସ୍ତାରେ ମିଳେ ।
୫- କେଉଁ ପଦାର୍ଥକୁ କଳା ସୁନା ବୋଲି କୁହାଯାଏ ?
ଉ: କୋଇଲାକୁ କଳା ସୁନା କୁହାଯାଏ ।
୬- ପୃଥିବୀର ବୃହତ୍ତମ ବ୍ଯାଙ୍କର ନାମ କଣ ?
ଉ: ଆମେରିକାନ ବ୍ଯାଙ୍କ
୭- ପୃଥିବୀର ବୃହତ୍ତମ ଲୁହା ଖଣି କେଉଁଠି ଅବସ୍ଥିତ ?
ଉ: ଅଷ୍ଟ୍ରେଲିଆ ରେ ଅବସ୍ଥିତ ।
୮- ସୂର୍ଯ୍ୟାସ୍ତର ଦେଶ କାହାକୁ କୁହାଯାଏ ?
ଉ: ଋଷିଆ କୁ ସୂର୍ଯ୍ୟାସ୍ତର ଦେଶ କୁହାଯାଏ ।

୯- ପୃଥିବୀର ଦ୍ଵୀପ ମହାଦେଶ କିଏ ?
ଉ: ଅଷ୍ଟ୍ରେଲିଆ ଦ୍ଵୀପ ମହାଦେଶ ଅଟେ ।
୧୦- ପୃଥିବୀର ବାୟୁ ନଗରୀ କିଏ ?
ଉ: ଚିକାଗୋ
୧୧- ପୃଥିବୀର ବଜ୍ରପାତର ଦେଶ କାହାକୁ କୁହାଯାଏ ?
ଉ: ଜାପାନକୁ ବଜ୍ରପାତର ଦେଶ କୁହାଯାଏ ।
୧୨- ପୃଥିବୀର ଇଗଲ ଦେଶ କିଏ ?
ଉ: ଆଲବାନିଆ ହେଉଛି ଇଗଲ ଦେଶ ।
୧୩- ପୃଥିବୀର ଶୀତଲ ମରୁଭୂମିର ଓଟ କାହାକୁ କୁହାଯାଏ ?
ଉ: ବଲଗା ହରିଣକୁ ଶୀତଳ ମରୁଭୂମିର ଓଟ କୁହାଯାଏ ।
୧୪- ଭାରତର ପ୍ରଥମ କଲେଜ କେଉଁଟି ?
ଉ: କଲିକତା ହିନ୍ଦୁ କଲେଜ

୧୫- ଭାରତର ବୃହତ୍ତମ ପାଠାଗାରର ନାମ କଣ ?
ଉ: କୋଲକାତା ନ୍ୟାସନାଲ ଲାଇବ୍ରେରୀ
୧୬- ଓଡିଶାରେ ସମୁଦାୟ କେତୋଟି ସବଡିଭିଜନ ରହିଛି ?
ଉ: ୫୮ ଟି ସବଡିଭିଜନ ରହିଛି ।
୧୭- କେଉଁ ପ୍ରାଣୀକୁ ସବୁ ଜିନିଷ ଡବଲ ଦେଖାଯାଏ ?
ଉ: ହାତୀକ ସବୁ ଡବଲ ଦେଖାଯାଏ ।
୧୮- ଏମିତି କଣ ଅଛି ଯାହା ଆପଣ ବ୍ରେକଫାଷ୍ଟ ପୂର୍ବରୁ ଖାଇପାରିବେ ନାହିଁ ?
ଉ: ଲଞ୍ଚ ବା ଡିନର
୧୯- ମୟୂର ଅଣ୍ଡା ଦିଏ ନା ଛୁଆ ଜନ୍ମ କରେ ?
ଉ: ଛୁଆ ଜନ୍ମ କରେ
୨୦- ତାହା କେଉଁ ଜିନିଷ ଯାହାକୁ ଝିଅମାନେ ବର୍ଷକୁ ଥରେ କିଣନ୍ତି ?
ଉ: ରାକ୍ଷୀ, ଝିଅମାନେ ବର୍ଷକୁ ଥରେ କିଣନ୍ତି ।
ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।