କେଉଁ ଜିନିଷ ଲୁଣରେ ପକାଇଲେ ପଇସା ଅଭାବ ଦୂର ହୁଏ ? Ajira Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରେ ସୋରିଷ ତେଲରେ ଲବଙ୍ଗ ପକାଇ ଜଳିବା ଦ୍ଵାରା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ପ୍ରତ୍ଯେକ ଗୁରୁବାର ଦିନ ଜଳ ସହିତ କ୍ଷୀର ତୁଳସୀ ଗଛରେ ଅର୍ପଣ କରିବା ବହୁତ ହିଁ ମଙ୍ଗଳକାରୀ ଅଟେ । ଏହା ସହ ଘରୁ ମଧ୍ୟ ଅଶାନ୍ତି ଦୂର ହୋଇଥାଏ । ରୋଷେଇ ଘରେ ରୁଟି କରିବା ପୂର୍ବରୁ ତାୱାରେ ଅଳ୍ପ ଟିକେ କ୍ଷୀର ଛିଟା ପକାଇ ତାହା ପରେ ତାୱାକୁ କପଡାରେ ପୋଛି ରୁଟି କରନ୍ତୁ । ଏହା ଦ୍ଵାରା ଘର ପରିବାରର ସ୍ଵାସ୍ଥ ଅବସ୍ତା ଭଲ ରହିଥାଏ ।

ଘରେ ଶୁଖିଯାଇଥିବା ଫୁଲ କିମ୍ବା ଝାଉଂଳି ପଡିଥିବା ଫୁଲ ଆଣି ରଖନ୍ତୁ ନାହିଁ । ଏପରି ରଖିବା ଦ୍ଵାରା ଘରେ ଅଶାନ୍ତି ଦେଖା ଦେଇଥାଏ । ଘରର ବୈଠକ କିମ୍ବା ଡ୍ରଇଙ୍ଗ ରୁମ୍ ରେ ସାଧୁସନ୍ଥଙ୍କ ଫୋଟୋ ଲଗାଇବା ଘର ପାଇଁ ଅତ୍ୟନ୍ତ ହିଁ ଶୁଭ ହୋଇଥାଏ । ଏହା ସହ ଘର ସକାରାତ୍ମକ ଶକ୍ତିର ସଂଚାର ଘଟି ଥାଏ । ଘରେ କେବେବି ଗୋଲାକାର ଫର୍ଣ୍ଣିଚର ରଖିବା ଉଚିତ ନୁହେଁ । ଏହା ଘର ଅଆଇନ ଅଶୁଭ ହୋଇଥାଏ ।

ଘରେ ପୁରୁଣା ରୁ ପୁରୁଣା ଔଷଧ ମାନ ପକାଇ ରଖିବା ଅନୁଚିତ । ଏହା ଦ୍ଵାରା ଘରେ ସବୁବେଳେ କାହାର ନା କାହାର ସ୍ଵାସ୍ଥ ସମସ୍ଯା ଦେଖା ଯାଇଥାଏ । ଘରେ କେବେ ମଧ୍ୟ ଭାଙ୍ଗି ଯାଇଥିବା ମୂର୍ତ୍ତି ବା କୌଣସି ଜିନିଷ ଆଦି ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଘରର ଉନ୍ନତିରେ ବାଧକ ଆସିଥାଏ । ସନ୍ଧ୍ୟା ସମୟରେ ଘରକୁ ଅନ୍ଧକାର କରି ରଖିବା ଅନୁଚିତ । ଏହା ଘର ପାଇଁ ଅଶୁଭତ୍ଵ ଡାକି ଆଣିଥାଏ ।

ଘରୁ କୌଣସି ଯାତ୍ରାରେ ବାହାରକୁ ଯିବା ପୂର୍ବରୁ ଘର ଠାକୁରଙ୍କୁ ଫୁଲ ଅର୍ପଣ କରି ଠାକୁରଙ୍କୁ ମୁଣ୍ଡିଆ ମାରି ଘର ବାହାରକୁ ଯାଆନ୍ତୁ । ଯାତ୍ରା ଶୁଭପ୍ରଦ ହୋଇଥାଏ । ଘରର ଛାତ ଉପରେ ପକ୍ଷୀ ମାନଙ୍କ ପାଇଁ ଯଦି ଖାଇବା ପାଇଁ ଦାନା ଓ ପିଇବା ପାଇଁ ପାଣିର ବ୍ୟବସ୍ଥା କରିଥାନ୍ତି । ଏହା ଆପଣଙ୍କ ଘରର ସୁଖ, ସମୃଦ୍ଧିକୁ ଉନ୍ନତ କରିଥାଏ ।

ଘରୁ କୌଣସି ଗୁରୁତ୍ଵପୂର୍ଣ୍ଣ କାମ ରେ ବାହାରକୁ ଯିବାର ଥିଲେ । ଘରୁ ଗୁଡ ଖାଇକରି ଯାଆନ୍ତୁ । ଯାତ୍ରା ଶୁଭପ୍ରଦ ହୋଇଥାଏ । ଘରର ଅର୍ଥାଭାବ ଦୂର କରିବା ଘରେ ମନିପ୍ଳାଣ୍ଟ ଗଛ ଲଗାଇବା ଉଚିତ । ଘରେ ଧଳା ଓ ନୀଲ ରଙ୍ଗର ଅପରାଜିତା ଫୁଲ ଲଗାଇବା ଦ୍ଵାରା ଘରର ସମସ୍ଯା ଖଣ୍ଡନ ହୋଇଥାଏ ।

ଏକ ପାତ୍ରରେ କିଛି ଲୁଣ ରଖି ସେଥିରେ ୫ ଟି ଲବଙ୍ଗ ମିଶାଇ ଦେଇ ଘରର ଏକ କୋଣରେ ରଖନ୍ତୁ । ଏହା ଦ୍ଵାରା ଘରର ଆର୍ଥିକ ସ୍ଥିତି ଧୀରେ ଧୀରେ ବୃଦ୍ଧି ହେବାର ଦେଖା ଯାଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ