କେଉଁ ଫଳ ପାଚିଲେ ତାର ନାମ ବଦଳି ଯାଏ ? ଉତ୍ତର ଜାଣିଥିଲେ କୁହନ୍ତୁ, 10 GK Quiz

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣମାନଙ୍କ ପାଇଁ ନେଇକି ଆସିଛୁ ମଜାକଦାର ପ୍ରଶ୍ନ ଓ ଉତ୍ତର ପ୍ରତିଯୋଗୀତା । ଏହା ଆପଣମାନଙ୍କ ବ୍ୟାପାର,ବାଣିଜ୍ୟ ରାଜନୈତିକ ଓ ସାଧାରଣ ଜ୍ଞାନ ର ଅଭିବୃଦ୍ଧି କରିଥାଏ । ଛାତ୍ରଛାତ୍ରୀମାନେ ମଧ୍ୟ ଏହା ସମ୍ପର୍କରେ ଜାଣିବା ଉଚିତ୍ । ସାଧାରଣ ଜ୍ଞାନ ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ହୋଇଥାଏ । ତେଣୁ ଆଜିର ପ୍ରତିଯୋଗୀତାକୁ ଆରମ୍ଭ କରିବା । ଆପଣ ଯଦି ଉତ୍ତର ଜାଣନ୍ତି ତେବେ ତଳେ କମେଣ୍ଟ କରି ଜଣାନ୍ତୁ ।

 

1- ହଳିଥାଏ କିନ୍ତୁ ଗଛ  ନୁହେଁ । ଚାଲିଥାଏ କିନ୍ତୁ ଗାଡି ନୁହେଁ ଟିକି ଟିକି କରେ କିନ୍ତୁ ଘଡି ନୁହେଁ । ସେଇଟା କଣ ?

ଉତ୍ତର : ଟାଇପ ମେସିନ ହଲିଥାଏ ,ଚାଲିଥାଏ ଓ ଟିକି ଟିକି କରିଥାଏ ।

2- ଜନମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇ ସାଳେ ?

ଉତ୍ତର : ଲୁଣର ଜନ୍ମ ସମୁଦ୍ରରେ ହୁଏ ଓ ସେ ରୋଷେଇ ଶାଳେ ରହିଥାଏ ।

3- ଜଣେ  ଭାଇ ତା ଭଉଣୀକୁ ଗୋଟିଏ ଫଳ ଦେଲା ଓ କହିଲା ଭୋକ କଲେ ଖାଇବୁ ,ଶୋଷକଲେ ପିଇବୁ ,ଶୀତ ହେଲେ ଜାଲିବୁ । ତାହା କଣ ?

ଉତ୍ତର : ନଡ଼ିଆ କୁ ଭୋକ କଲେ ଖାଇପାରିବୁ ଓ ଶୋଷ କଲେ ପିଇପାରିବୁ ।

4- ଛପା ହୋଇନଥିଲେ ବି ସେ ବହି, ସେଇଟା କେଉଁ ବହି ?

ଉତ୍ତର : Facebook ଛପା ହୋଇନଥିଲେ ବି ବହି ।

 

5- ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର : ଅଣ୍ଡାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ।

6- ଗାତରେ କରଇ ଘର ,ମୁହଁରେ ତାର ନିଶ ଯାହାଘରେ ପଶେ, କରେ ତାର ସର୍ବନାଶ ?

ଉତ୍ତର : ମୂଷା ଗାତରେ ରହେ ଏବଂ ଯାହା ବି ଘରେ ପଶେ ତାର ସର୍ବନାଶ କରିଥାଏ ।

 

7- ବର୍ଷା ଆସିଲେ ଉପରକୁ ଉଠେ ବର୍ଷା ଛାଡିଲେ ତଳକୁ ଖସେ ତାହା କଣ ?

ଉତ୍ତର :  ଛତା ବର୍ଷା ଦିନ ଆସିଲେ ଉପରକୁ ଉଠେ ଓ ବର୍ଷା ଛାଡିଲେ ତଳକୁ ଖସେ ।

8- କେଉଁ ଗଛରେ କାଠ ନଥାଏ ?

ଉତ୍ତର : କଦଳୀ ଗଛରେ କାଠ ନଥାଏ ।

 

9- ତାହା କଣ ଯାହାକୁ ଭାଙ୍ଗିଲା ପରେ ଲୋକମାନେ ଖୁସି ହୋଇଥାନ୍ତି ?

ଉତ୍ତର : ରେକର୍ଡ ଭାଙ୍ଗିଲା ପରେ ଲୋକେ ଖୁସି ହୋଇଥାନ୍ତି ।

10 – କେଉଁ ଫଳ ପାଚିଲେ ତାର ନାମ ବଦଳି ଯାଏ ?

ଉତ୍ତର : ପଇଡ଼ ତା କଞ୍ଚା ଅବସ୍ଥାର ନାମ ଓ ନଡ଼ିଆ ତାର ପାଚିଲା ଅବସ୍ଥାର ନାମ ।

ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।