ଏହି 5ଟି ନାମର ଝିଅ ଗଙ୍ଗା ଭଳି ପବିତ୍ର ! Jyotisha Shastra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝିଅ ମାନେ ହେଉଛନ୍ତି ମା’ ଲକ୍ଷ୍ମୀଙ୍କର ସ୍ଵରୁପା । ଅନେକ ପ୍ରକାର ନାରୀ ଆମ ସମାଜରେ ଦେଖିବାକୁ ମିଳନ୍ତି । ସେମାନଙ୍କ ମଧ୍ୟରୁ କିଛି ଅତି ଶାନ୍ତ, ସରଳ ଓ ନିରୀହ ସ୍ଵଭାବର ହୋଇଥାନ୍ତି । ତେବେ ସେହି ୫ ଟି ନାମର ଝିଅଙ୍କ ବିଷୟରେ ଚାଲନ୍ତୁ ଆଲୋଚନା କରିବା । B ଅକ୍ଷରରୁ ଆରମ୍ଭ ଝିଅ ମାନେ ବହୁତ ହିଁ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ମାନେ ତାଙ୍କ ଜୀବନ ସାଥି ପ୍ରତି ସର୍ବଦା ଲୋୟାଲ ହୋଇ ରହିଥାନ୍ତି ।

ନିଜ ସ୍ଵାମୀଙ୍କ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କ ହାତ ଛାଡିନଥାନ୍ତି । ଏହା ସହ ଏମାନେ ବହୁତ କୋମଳ ସ୍ଵଭାବର ମଧ୍ୟ ହୋଇଥାନ୍ତି । ଏହି କାରଣ ଯୋଗୁ ଏମାନେ ଶାନ୍ତଶିଷ୍ଠ ନାରୀରେ ଗଣତି ହୋଇଥାନ୍ତି । N ନାମର ଝିଅ ମାନେ ମଧ୍ୟ ବହୁତ ହିଁ ଭଲ ହୋଇଥାନ୍ତି । ଏମାନେ ନିଜ ଘର ତଥା ଶାଶୁ ଘର ପରିବାର ପାଇଁ ସବୁବେଳେ ଯତ୍ନବାନ ହୋଇ ରହିଥାନ୍ତି । ଏମାନେ ବହୁତ ଊର୍ଜାବାନ ହୋଇଥାନ୍ତି । ଏମାନେ ଛୋଟ ବଡ ସବୁ ପରିସ୍ଥିତିକୁ ସାହସର ସହିତ ମୁକାବିଲା କରିଥାନ୍ତି । ନିଜର କ୍ଯାରିଅର ଉପରେ ଅଧିକ ହିଁ ଫୋକୋଷ କରିଥାନ୍ତି ।

P ନାମର ଝିଅ ମାନେ ଅନ୍ୟ ଲୋକଙ୍କର ସମସ୍ତ କଥାକୁ ବହୁତ ଧ୍ୟାନର ସହ ଶୁଣିକି ତାହାକୁ ବୁଝିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ ଅନ୍ୟକୁ କେବେବି କଟୂ କହିଲା ଭଳି କଥା କୁହନ୍ତି ନାହିଁ । ଏମାନେ ନିଜ ଜୀବନସାଥିକୁ ବହୁତ ହିଁ ଭଲ ପାଇଥାନ୍ତି । ଏମାନେ ହୃଦୟରୁ ବହୁତ କୋମଳ ହୋଇଥାନ୍ତି । ଯାହା ଦ୍ଵାରା ସେମାନେ ଅନ୍ୟ କାହାର କଟୂ କଥାରେ ବହୁ ଶୀଘ୍ର କାନ୍ଦି ପକାଇଥାନ୍ତି ।

S ନାମର ଝିଅ ମାନଙ୍କୁ ମଧ୍ୟ ବହୁତ ପବିତ୍ର ସ୍ଵଭାବର ବିଚାର କରାଯାଇଥାଏ । ଏମାନେ ସବୁବେଳେ ନିଜର ଘର ପରିବାରର ଦାୟିତ୍ଵ ବହନ କରିବାରେ ନିଜର ଅଗ୍ରଣୀ ଭୂମିକା ଲିଭାଇଥାନ୍ତି । ଏମାନେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଓ ଶୁଶୀଳ ହୋଇଥାନ୍ତି । ଏହି ନାମର ଝିଅ ମାନେ ନିଜର କର୍ମପ୍ରତି ମଧ୍ୟ ବହୁତ ଯତ୍ନବାନ ହୋଇଥାନ୍ତି ।

M ଅକ୍ଷରର ନାମର ଝିଅ ମାନେ ନିଜର ପ୍ରତ୍ଯେକଟି କାର୍ଯ୍ୟରେ ଶତ ପ୍ରତିଶତ ଦେବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ ଘରର କାମ କରିବା ସହିତ ପରିବାରର ମଧ୍ୟ ଯଥାସାଧ୍ୟ ଯତ୍ନ ନେବାରେ ମାହିର ଥାନ୍ତି । ଏହି ଝିଅ ମାନଙ୍କୁ ତାଙ୍କ ମନ ପସନ୍ଦର ଜୀବନସାଥିଟିଏ ମିଳିଯାଇଥାଏ । ଏହି M ନାମର ଝିଅ ମାନେ ଧାର୍ମିକ ସ୍ଵଭାବର ମଧ୍ୟ ହୋଇଥାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ